ଗ୍ରାହକଙ୍କ ପାଇଁ ଖୁସି ଖବର ! ମାତ୍ର ୧୫,୯୯୯ ଟଙ୍କାରେ କିଣି ପାରିବେ ଆଇଫୋନ୍

33

ଗ୍ରାହକଙ୍କ ପାଇଁ ଖୁସି ଖବର । କାରଣ, ଆମାଜନ୍ ଇଣ୍ଡିଆ ଆଣି ଦେଇଛି ଆମାଜନ ଗ୍ରେଟ୍ ଇଣ୍ଡିଆ ସେଲ୍ । ତେବେ ଏହି ଅଫରଟି ଆସନ୍ତା ୧୪ ମଇ ଯାଏଁ ଚାଲିବ । ଏଥିରେ ରହିଛି ସ୍ମାର୍ଟଫୋନ୍, ଲ୍ୟାପଟପ୍,ଏସୋସିରିଜ୍, ଟିଭି ଏବଂ ବିଭିନ୍ନ ଫ୍ୟାସନ ପ୍ରଡକ୍ଟ । ଏହାଛଡା ଏପୋଲ୍ ଫୋନ,ସ୍ୟାମସଂଗ, ମୋଟୋ ଏବଂ କିପେଡ୍ ଉପରେ ମଧ୍ୟ ରହିଛି ସ୍ୱତନ୍ତ୍ର ରିହାତି । ସେହିପରି ରେଡମି ଫୋରଏ ମଧ୍ୟ ଏଥିସହ ଜଡିତ କିନ୍ତୁ ଏହା କେବଳ ଆମାଜନ ପ୍ରାଇମ୍ ମେମ୍ବରମାନେ ହିଁ କିଣି ପାରିବେ ।

ତେବେ ଏଠାରେ ଆମେ କହିରଖୁଛୁ କି ଆମାଜନ ପ୍ରାଇମ୍ ମେମ୍ବରସିପ୍ ୪୯୯ ଟଙ୍କାର ଅଟେ । ଯାହାର ଶେଷ ଅବଧି ରହିଛି ପାଖାପାଖି ଗୋଟିଏ ବର୍ଷ । ଏହି ପ୍ରାଇମ୍ ମେମ୍ବରସିପ୍ ଦ୍ୱାରା ଆପଣ ଅନ୍ୟ ଗ୍ରାହକଙ୍କଠାରୁ ଅଧିକ ରିହାତି ଏବଂ ପ୍ରଥମେ ସପିଂ କରିବାର ସୁଯୋଗ ପାଇପାରିବେ । ସେହିପରି ବିଭିନ୍ନ ବ୍ରାଣ୍ଡର ଲ୍ୟାପଟପ୍ ମଧ୍ୟ ଏହି ଅଫରରେ ସାମିଲ କରାଯାଇଛି । ଦେଖନ୍ତୁ ଏହି ତାଲିକା-

ଖାଲି ଏତିକି ନୁହେଁ ମାକବୁକ ଏୟାର ୧୩-୫୧କୁ ଆପଣ ପାଇ ପାରିବେ ମାତ୍ର ୯୯୯ ଟଙ୍କାରେ । ସେହିପରି ଇଟେଲ୍ କୋର ଆଇ୫ ପ୍ରୋସେସର ଏବଂ ୮ଜିବି ର୍ୟାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ଏହାବ୍ୟତୀତ ସିରିଜ ୱାନ୍ ଏପୋଲର ଘଂଟା ଉପରେ ମଧ୍ୟ ରହିଛି ଫ୍ଲାଟ୍ ୩,୦୦୦ ଟଙ୍କାର ରିହାତି ।