ବିଶ୍ୱର ୧୦ ବଡ ଚେହେରା, ଯାହାଙ୍କୁ ମିଳେ ସବୁଠାରୁ ଅଧିକ ଦରମା !

64

ବ୍ଲୁମବର୍ଗରେ ଇନଡେକ୍ସ ୨୦୧୬ରେ ସବୁଠାର ଅଧିକ ଦରମା ପାଉଥିବା ବ୍ୟକ୍ତିଙ୍କ ତାଲିକା ଜାରି କରାଯାଇଛି । ଏହିି ତାଲିକାରେ ଭାରତୀୟ ସୁନ୍ଦର ପିଚାଇ ୪ ର୍ଥ ସ୍ଥାନରେ ଅଛନ୍ତି । ଏହି ତାଲିକାରେ ସବୁଠାରୁ ଆଗରେ ଅଛନ୍ତି ବାର୍ଲ ମାର୍ଟ ଷ୍ଟୋର ସିଇଓ ମାର୍କ ଲୋର । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଆପଲ କମ୍ପାନୀର ସିଇଓ ଟିମ୍ କୁକ

ବ୍ଲମବର୍ଗରେ ଇନଡେକ୍ସ ୨୦୧୬ର ସୂଚନା ଅନୁସାରେ ବେନବର୍ଗ ତୃତୀୟ ସ୍ଥାନରେ ଅଛନ୍ତି । ଚତୁର୍ଥ ସ୍ଥାନ ଅଧିKûର କରିଛନ୍ତି ସୁନ୍ଦର ପିଚାଇ । ସୁନ୍ଦର ପିଚାଇ ଲମ୍ବା ସମୟ ଧରି ଗୁଗୁଲର କର୍ମଚାରୀ ରୂପେ କାମ କରିଛନ୍ତି । ୨୦୧୫ରେ ସେ ଗୁଗୁଲର ସିଇଓ ରୂପେ କାର୍ଯ୍ୟ ନିର୍ବାହ କରୁଛନ୍ତି । ଜାଣନ୍ତୁ ସେହି ୧୦ ନାମ ଯେଉଁମାନଙ୍କ ଦରମା ସବୁଠାରୁ ଅଧିକ ।

୧-ମାର୍କ ଲୋର
ଯୁଏସ ଓ କମର୍ସ ବାଲ ମାର୍ଟ ଷ୍ଟୋର ଇନକୋର୍ପୋରେସନର ସିଇଓ
୨୩୬,୮୯୬,୧୯୧

୨-ଟିମ୍ କୁକ
ଆପଲ କମ୍ପାନୀର ସିଇଓ
୧୫୦,୦୩୬,୯୦୭

୩-ଜନ ଏସ ବିନବର୍ଗ
ଏବରକୋର ପାର୍ଟନର୍ସର ଏକଜିକ୍ୟୁଟିଭ ଚେୟାମ୍ୟାନ
୧୨୩,୯୯୧,୦୫୫

୪-ସୁନ୍ଦର ପିଚାଇ
ଗୁଗୁଲର ସିଇଓ
୧୦୬,୫୦୨,୪୧୯

୫-ଏଲନ ମୁସ୍କ
ଟେସ୍ଲା ଇନକୋର୍ପୋରେସନର ସିଇଓ
୯୯,୭୪୪,୯୨୦

୬-ବର୍ଜିନିଆ ଏମ ରୋମେଟୀ
ଆରବିଏମ କର୍ପୋରେସନର ସିିଇଓଏସ

୭.ମିଚ ଗାର୍ବର
ସୀଜର ଏକ୍ୟୁଜିସନର ସିଇଓ
ଦରମା- ୯୧,୧୪୬,୪୬୮

୮-ଫିଲିପି .ପି .ଡାମନ
ବାୟୋକମ ଇନକୋର୍ପୋରେସନ ପୂର୍ବତନ ସିଇଓ
ଦରମା- ୮୭,୮୪୧,୨୪୯

୯- ଲେସଲି ମୁନବସ
ସିବିଏସ ଗ୍ରୁପର ସିଇଓ
୮୩,୬୪୫,୨୯୦

୧୦- ମାରିୟୋ ଗାବେଲୀ
ଗାମକୋ ଇନଭେଷ୍ଟର୍ସର ସିିଇଓ
ଦରମା- ୭୫,୯୬୫,୨୬୬
( ଦରମା ଡଲାରରେ )
           ସୌଜନ୍ୟ-ଅମର ଉଜାଲା