ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦାରେ ପସିଲା ପାଣି: ବନ୍ୟା ଘେରରେ ଫସିରହିଥିବା ପ୍ରସୂତିଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହୀନି

123

କନକ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦାରେ ପସିଲା ପାଣି । ବନ୍ୟା ଘେରରେ ଫସିରହିଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜଣେ ପ୍ରସୂତି ମଧ୍ୟ ରହିଥିଲେ । ପ୍ରସୂତିଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହୀନି । ଦୁଇ ଦିନ ହେଲା ଛାତ ଉପରେ ନେଇଥିଲେ ଆଶ୍ରୟ । ସୁରକ୍ଷିତ ଭାବେ ତାଙ୍କୁ ଉଦ୍ଧାର କରାଯାଇଛି ।