ବ୍ରହ୍ମପୁର ବେଲଗୁଣ୍ଠା ଗାଁରେ ନିର୍ବାଚନୀ ହିଂସା : କଂଗ୍ରେସ କର୍ମୀଙ୍କ ଘରେ ବିଜେଡି କର୍ମୀ ନିଆଁ ଲଗାଇ ଦେଇଥିବା ଅଭିଯୋଗ

32

କନକ ବ୍ୟୁରୋ: ବ୍ରହ୍ମପୁର ବେଲଗୁଣ୍ଠା ଗାଁରେ ନିର୍ବାଚନୀ ହିଂସା । ବେଲଗୁଣ୍ଠା ବ୍ଲକ ବାରଗାଁର ୩ଜଣ କଂଗ୍ରେସ କର୍ମୀଙ୍କ ଘରେ ବିଜେଡି କର୍ମୀ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ବିଜେଡି ସମର୍ଥିତ ପ୍ରାର୍ଥୀ ହାରି ଯାଇଥିବାରୁ ବିଜେଡି କର୍ମୀ ଏପରି କାଣ୍ଡ ଭିଆଇ ଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଗାଁର ୩୦ରୁ ୪୦ଜଣ ମହିଳା ଗାଙ୍ଗପୁର ଥାନାରେ ସମ୍ମୁଖରେ ଧାରଣା ଦେଇଛନ୍ତି ।