ଶ୍ରୀମନ୍ଦିର ବେଢାରେ ଚିତ୍ରକଳା ଶିବିର । ମହାପ୍ରଭୁଙ୍କ କିମ୍ବଦନ୍ତୀକୁ ନେଇ ଚିତ୍ର ଆଙ୍କୁଛନ୍ତି ଚିତ୍ରକର ।

36

କନକ ବ୍ୟୁରୋ: ଶ୍ରୀମନ୍ଦିର ବେଢାରେ କଳାକୃତି ଶିବିର । ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବେଢା ପରିକ୍ରମା ପଥରେ ମହାପ୍ରଭୁଙ୍କ କିମ୍ବଦନ୍ତୀକୁ ନେଇ କଳାକୃତି ପ୍ରଦର୍ଶିତ ହୋଇଛି । ଭୁବନେଶ୍ୱର ଜେଡ୍ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍ ସହଯୋଗରେ ଏହି କଳାକୃତି ପ୍ରଦର୍ଶିତ କରାଯାଇଛି । ଏହି ଶିବିରରେ ୨୦ରୁ ଅଧିକ ଚିତ୍ର ଶିଳ୍ପୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାତାଳି ଘଟଣାକ୍ରମର ବବରଣୀ ପ୍ରଦର୍ଶନ କରିଛନ୍ତି । ନିମକାଠ ଉପରେ ପ୍ରସ୍ତୁତ କରିଥିବା ଏହି କଳାକୃତି କଳାପ୍ରେମୀଙ୍କୁ ଅନନ୍ୟ ଅନୁଭବ ଦେଇଛି ।