ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏ ଅଫିସର ଅନାଦି ଚରଣ ସେଠୀ : ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ଚଢ଼ାଉ

154

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସିଭିଲ ସପ୍ଳାଏ ଅଫିସର ଅନାଦି ଚରଣ ସାହୁ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଅନାଦି ସେଠୀଙ୍କ ୫ଟି ସ୍ଥାନରେ ଚାଲିଛି ଚଢ଼ାଉ । ଛତ୍ରପୁର, ଗଞ୍ଜାମ, ବ୍ରହ୍ମପୁର,ବାଲେଶ୍ୱର ଓ ଭୁବନେଶ୍ୱରରେ ଛାନଭିନ କରୁଛି ଭିଜିଲାନ୍ସ । ଭିଜିଲାନ୍ସ ସମେତ ୪ଜଣ ଡିଏସପି, ୮ଜଣ ଇନସ୍ପେକ୍ଟର ଏହି ରେଡରେ ସାମିଲ ହୋଇଛନ୍ତି ।