ମାଲକାନଗିରିରେ ପୁଣି ମାଓ ବିସ୍ପୋରଣ

25

ମାଲକାନଗିରି :  ମାଓବାଦୀଙ୍କ ବିସ୍ଫୋରଣ । ଛତିଶଗଡ ଦାନ୍ତେୱାଡା ପଚେଲି ଅଂଚଳରେ ଥିବା ଲୁହାପଥର ଖଣିରେ ସେମାନେ ଏହି ବିସ୍ଫୋରଣ ଘଟାଇଛନ୍ତି । ଏଥିରେ ଦୁଇଟି କନଭୟେର ବେଲ୍ଟ ନଷ୍ଟ ହୋଇଯାଇଛି । ଫଳରେ ଖଣିରେ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ସେପଟେ ଆଜିଠାରୁ ଦୁଇ ଦିନିଆ ବନ୍ଦଡାକରା ଦେଇଛନ୍ତି ମାଓବାଦୀ ।