ଶ୍ରୀକ୍ଷେତ୍ରର ଲକ୍ଷ୍ମୀ ନାରାୟଣ ମଠ : ଚାପ ଖେଳବେଳେ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହୁଏ ପନ୍ତି ଭୋଗ ।

43

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଥିବା ଲକ୍ଷ୍ମୀ ନାରାୟଣ ମଠ ବହୁ ପ୍ରାଚୀନ । ଏହି ମଠ ନରେନ୍ଦ୍ର ପୁଷ୍କରଣୀ ନିକଟରେ ଅବସ୍ଥିତ । ରାମାନୁଜ ସମ୍ପଦାୟର ଏହି ମଠ । ଏଠାରେ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରାଯାଏ । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏହି ମଠଟି ସ୍ଥାପନ କରାଯାଇଥିଲା ।

ଚନ୍ଦନ ଯାତ୍ରା ସମୟରେ ଯେତେବେଳେ ମହାପ୍ରଭୁ ନରେନ୍ଦ୍ରକୁ ଚାପ ଖେଳିବାକୁ ଆସିଥାନ୍ତି ସେତେବେଳେ ପନ୍ତି ଭୋଗ ଲାଗି କରାଯାଇଥାଏ । ଏବଂ ଅନେକ ନୀତିକାନ୍ତି ମଧ୍ୟ ଏହି ମଠରେ କରାଯାଇଥାଏ ।