କେନ୍ଦୁଝର : ନାତିକୁ ବିଷ ଦେଇ ଜେଜଙ୍କ ଆତ୍ମହତ୍ୟା

20

କେନ୍ଦୁଝର : କେନ୍ଦୁଝର ଆନନ୍ଦପୁର ବାହିଆ ଗାଁରେ ଅଭାନୀୟ ଘଟଣା । ନାତିକୁ ବିଷ ଦେଇ ଜେଜ ଆତ୍ମହତ୍ୟା କରିଛନ୍ତି । ତେବେ ଶିଶୁଟି ଅଳ୍ପକେ ବର୍ତି ଯାଇଛି । ଶିଶୁଟି ଗୁରୁତର ହୋଇପଡିଥିବାରୁ ଆନନ୍ଦପୁର ମେଡିକାଲରେ ଭର୍ତି କରାଯାଇଛି । ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ଜଣାପଡିଛି।