ଜୟପୁରରେ ପୁଣି ଜଣେ ୭ ମାସର ଶିଶୁକୁ ଚେଙ୍କ ଅଭିଯୋଗ

35

ଜୟପୁର : ଜୟପୁରରେ ପୁଣି ଏକ ଶିଶୁକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି । ଭାଲଗୁଡା ଗାଁରେ ଏକ ୭ ମାସର ଶିଶୁକୁ ଚେଙ୍କ ଦିଆଯାଇଛି । ଶୁଶୁର ଆରୋଗ୍ୟ ଲାଭ ପାଇଁ ଦିଶାରୀ ଏହି ଚେଙ୍କ ଦେଇଥିବା ଜଣାପଡିଛି । ଶିଶୁଟି ଗୁରୁତର ହୋଇପଡିବାରୁ ଜୟପୁର ମେଡକାଲରେ ଭର୍ତି କରାଯାଇଛି।