ମଣିପୁର ହିଂସା, ପୁଣି ଗଲା ୩ଜଣଙ୍କ ଜୀବନ

151

କନକ ବ୍ୟୁରୋ : ମଣୀପୁର ହିଂସାରେ ପୁଣି ୩ଜଣଙ୍କ ଜୀବନ ଚାଲିଯାଇଛି । ମଣିପୁରରେ ବିଷ୍ଣୁପୁର ଏକ ଗାଁରେ ଭୟଙ୍କର ହିଂସାକାଣ୍ଡ ଦେଖିବାକୁ ମିଳିଛି । ଯେଉଁଥିରେ ଅକାଳରେ ୩ଜଣଙ୍କ ଜୀବନ ଚାଲିଯାଇଥିବା ସୂଚନା ମିଳିଛି । କୁହାଯାଉଛି କି, ମୃତ ୩ଜଣ ଗ୍ରାମର ସ୍ୱଂୟ ସହାୟକ ଥିଲେ । ଏହି ହିଂସାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ୫ଜଣ ଆହକ ହୋଇଛନ୍ତି ।

ଦିନକୁ ଦିନ ମଣିପୁର ହିଂସା ଅଣାୟତ ହେଉଥିବା ବେଳେ ଲୋକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଠୁଚ୍ଛି । ମଣିପୁର ହିଂସାକୁ ନେଇ ସରକାର କାହିଁକି କୌଣିସି ପଦକ୍ଷେପ ନେଉନାହନି ? ରୁଲିଫ କ୍ୟାମ୍ପକୁ ଯତ୍ରା କରି ରାହୁଲ ଗାନ୍ଧୀ ସୋଠାକାର ଅସହାୟ ରକବିକତୁ ଭେଟିଛନ୍ତି । ବେଳେ ମୋଦୀ ସରକା କାହିକି ମଣୁପୁର ଘଟଣାସ୍ଥଳକୁ ଆସି ନାହାନ୍ତି ବୋଲି ପ୍ରଶ୍ନ ଉଟାଉଛନକୁଲ ଲୋକେ ।