Browsing Category

ଦେଶ ବିଦେଶ

ମାର୍ଚ୍ଚ ୬ ଯାଏ ସିବିଆଇ ରିମାଣ୍ଡରେ ମନୀଷ ସିସୋଦିଆ। ଜାମିନ ଆବେଦନ ଉପରେ ୧୦ ତାରିଖରେ ଶୁଣାଣି।

କନକ ବ୍ୟୁରୋ: ଦିଲ୍ଲୀର ଏକ ଅଦାଲତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିଛନ୍ତି । ତେବେ କୋର୍ଟ ସିବିଆଇର ରିମାଣ୍ଡ ଅବଧିକୁ ବୃଦ୍ଧି କରିଛନ୍ତି । ମାର୍ଚ୍ଚ ୬ ଯାଏ ତାଙ୍କ ରିମାଣ୍ଡ ଅବଧିକୁ ବୃଦ୍ଧି କରାଯାଇଛି । ସେପଟେ ମାର୍ଚ୍ଚ ୧୦ ତାରିଖରେ…
Read More...

ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ରେକ୍ଟର ସ୍କେଲରେ ତୀବ୍ରତା ୬.୯

କନକ ବ୍ୟୁରୋ: ପଶ୍ଚିମ ଏସୀୟ ଦେଶ ତୁର୍କୀ ଓ ସିରିଆରେ ପ୍ରଳୟଙ୍କରୀ ଭୂମିକମ୍ପ ପରେ ଏବେ ନ୍ୟୁଜିଲାଣ୍ଡ ମଧ୍ୟ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ଶନିବାର ସନ୍ଧ୍ୟାରେ ନ୍ୟୁଜିଲାଣ୍ଡର କେର୍ମାଡେକ୍ ଦ୍ୱୀପପୁଞ୍ଜରେ ୬.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟୁଜିଲାଣ୍ଡର କେର୍ମାଡେକ୍…
Read More...

କପିଲ ଶିବଲଙ୍କ ବୟାନକୁ ନେଇ ବଢିଲା ରାଜନୀତି । କହିଲେ, ବିରୋଧୀ ନେତା ଓ ମୁଖ୍ୟମନ୍ତ୍ରୀମାନେ ସମର୍ଥନ ଦେଲେ ….

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଦଳମାନେ ଏକଜୁଟ ହେବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ସମସ୍ତ ବିରୋଧୀଦଳଙ୍କୁ ଏକାଠି କରିବାକୁ ଏବେ କଂଗ୍ରେସ ଅଣ୍ଟା ଭିଡିଛି । ଏନେଇ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଓକିିଲ କପିଲ ଶିବଲ ଏକ ନୂଆ ମଞ୍ଚ ଘୋଷଣା କରିବେ ବୋଲି ଜଣାପଡିଛି ।…
Read More...

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ପୁରୁଣା ପେନସନ ଯୋଜନାକୁ ନେଇ ଆସିଲା ବଡ ଖବର

କନକ ବ୍ୟୁରୋ : କେନ୍ଦ୍ର ସରକାର ତା’ର କର୍ମଚାରୀଙ୍କ ପାଇଁ ବଡ ଖୁସିଖବର ଆଣିଛି । ସରକାରଙ୍କ ତରଫରୁ କିଛି କର୍ମଚାରୀଙ୍କୁ ପୁରୁଣା ପେନସନ୍ ଯୋଜନା ଚୟନ କରିବାକୁ ସୁଯୋଗ ଦିଆଯାଇଛି । ଏହାକୁ ନେଇ କାର୍ମିକ ମନ୍ତ୍ରଣାଳୟ ଏକ ଆଦେଶ ମଧ୍ୟ ଜାରି କରିଛି । ସରକାରଙ୍କ ତରଫରୁ ଶୁକ୍ରବାର ଦିନ ଜାରି…
Read More...

ମେଘାଳୟରେ କିଏ ଗଠନ କରିବ ସରକାର ? ଏବେ ବି ବହୁମତ ଠାରୁ ଦୂରରେ ସଂଗମାଙ୍କ ପାର୍ଟି

କନକ ବ୍ୟୁରୋ : ଦେଶର ୩ ଉତ୍ତର ପୂର୍ବ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଆସି ସାରିଛି । ଏଥି ମଧ୍ୟରୁ ତ୍ରିପୁରା ଓ ନାଗାଲାଣ୍ଡରେ ଏନଡିଏ ସରକାର ଗଠନ କରିବା ନେଇ ବହୁମତ ହାସଲ କରିସାରିଛି । ହେଲେ ମେଘାଳୟରେ କୌଣସି ଏକକ ରାଜନୈତିକ ଦଳକୁ ବହୁମତ ମିଳିନଥିବାରୁ ଏଠାରେ କିଏ ସରକାର…
Read More...

ୟୁକ୍ରେନକୁ ୩୩ଶହ କୋଟିର ସହାୟତା ଘୋଷଣା କଲା ଆମେରିକା । ଯୁଦ୍ଧ ପାଇଁ ଯୋଗାଇ ଦେବ ଅସ୍ତ୍ରଶସ୍ତ୍ର

କନକ ବ୍ୟୁରୋ : ୟୁକ୍ରେନକୁ ପୁଣି ସହାୟତାର ହାତ ବଢାଇଲା ଆମେରିକା । ପ୍ରାୟ ୩୩ଶହ କୋଟି ଟଙ୍କାର ସହାୟତା ଘୋଷଣା କରିଛି ଆମେରିକା । ଏହାସହିତ ପ୍ରଥମଥର ପାଇଁ ଗୋଳାବାରୁଦ, ଟ୍ୟାଙ୍କ୍ ଏବଂ ଅନ୍ୟାନ ଅସ୍ତ୍ରଶସ୍ତ୍ର ଯୋଗାଇଦେବା ନେଇ ଘୋଷଣା କରିଛି ଆମେରିକା । ଆମେରିକା ସହାୟତାରେ ୟୁକ୍ରେନ୍…
Read More...

କୋର୍ଟରୁମରେ ପରିଣତ ହେଲା ଉତ୍ତରପ୍ରଦେଶ ବିଧାନସଭା : ଗୋଟିଏ ଦିନ ପାଇଁ ବନ୍ଦୀ ହେଲେ ୬ ପୁଲିସ

କନକ ବ୍ୟୁରୋ : କୋର୍ଟ ରୁମରେ ପରିଣତ ହେଲା ଉତ୍ତରପ୍ରଦେଶ ବିଧାନସଭା । ଗୋଟିଏ ଦିନ ପାଇଁ ବନ୍ଦୀ ହେଲେ ୬ ପୁଲିସ । ୨ ଦଶନ୍ଧି ତଳର ସ୍ବାଧିକାର ଭଙ୍ଗ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ୨୦୦୪ ମସିହାରେ ତତ୍କାଳୀନ ବିଜେପି ବିଧାୟକ ସଲିଲ ବିଷ୍ଣୋଇଙ୍କ ସ୍ବାଧିକାର ଭଙ୍ଗ ମାମଲ‌ାରେ ୬…
Read More...

ବାପା କରୁଥିଲେ ଡିଲ୍, ପୁଅ ଆଦାୟ କରୁଥିଲେ ଲାଞ୍ଚ ଟଙ୍କା : ଅଫିସ ଓ ଘରୁ ମିଳିଲା ବିଡା ବିଡା ନୋଟ୍

କନକ ବ୍ୟୁରୋ : ବିଜେପି ବିଧାୟକଙ୍କ ଘରେ ଟଙ୍କାର ପାହାଡ଼ । କର୍ଣ୍ଣାଟକର ବିଜେପି ବିଧାୟକ ମଦଲ ବିରୁପାକ୍ଷପ୍ପାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢାଉ କରିଥିଲା ଲୋକାୟୁକ୍ତ ଦୁର୍ନୀତି ନିବାରଣ ଶାଖା । ଚଢାଉ ସମୟରେ ନଗଦ ୮ କୋଟି ଟଙ୍କା ଜବତ ହୋଇଛି । ଘଟଣା ପରେ ବିଧାୟକ ତାଙ୍କ ପଦରୁ ଇସ୍ତଫା…
Read More...

ଚର୍ଚ୍ଚାରେ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା : ଖେଚୁଡି ଛୁଙ୍କ ଶିଖିଲେ ବିଲ୍ ଗେଟ୍ସ, ଶିଖାଇଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି…

କନକ ବ୍ୟୁରୋ : ବିଲ୍ ଗେଟ୍ସଙ୍କ ଖେଚୁଡ଼ି ଛୁଙ୍କ । ପୁଣି ଚର୍ଚ୍ଚାରେ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟସଙ୍କ ରାନ୍ଧଣା ରୁଚି । ଏଥର କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସାହାଯ୍ୟରେ ସେ ଭାରତୀୟଙ୍କ ଘରେ ପରିଚିତ ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି । ସ୍ମୃତି ଓ…
Read More...

ମେକଅପ୍ ପରେ ଆଇସିୟୁରେ ଭର୍ତ୍ତି ହେଲା କନିଆଁ । ବନ୍ଦ ହେଲା ବିବାହ, ପାର୍ଲର ମାଲିକ ଗିରଫ

କନକ ବ୍ୟୁରୋ: ପାର୍ଲର ଯାଉଥିଲେ ସାବଧାନ୍ । କର୍ଣ୍ଣଟକ ହାସନ ଅଞ୍ଚଳରେ ଏପରି ଘଟଣା ଘଟିଛି ଯାହା ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହ ଦିନ ମେକଅପ୍ କରାଇବାକୁ ଯାଇଥିଲା କନ୍ୟା । ହେଲେ ମେକଅପ୍ କରିବାର କିଛି ସମୟ ଭିତରେ ତା’ର ଚେହେରା ଏପରି ଭୟଙ୍କର ହୋଇଗଲା ଯେ, ତାଙ୍କୁ…
Read More...