Browsing Category

ଦେଶ ବିଦେଶ

ଉମେଶ ପାଲ ହତ୍ୟାକାଣ୍ଡ ପୁଲିସର ଆକ୍ସନ୍ । ପ୍ରଥମ ଗୁଳି ମାରିଥିବା ଉସ୍ମାନକୁ ଏନକାଉଣ୍ଟର

କନକ ବ୍ୟୁରୋ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ହୋଇଥିବା ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ଉସ୍ମାନ୍ ଚୌଧୁରୀକୁ ଏନକାଉଣ୍ଟର କରିଛି ପୁଲିସ୍‌। ଉସ୍ମାନ୍ ହିଁ ପ୍ରଥମେ ଉମେଶ ପାଲକୁ ଗୁଳି ମାରିଥିବା ଜଣାଯାଇଛି। ଏହା ପୂର୍ବରୁ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଅରବାଜକୁ…
Read More...

ଅମିତାଭ ବଚ୍ଚନ ଆହତ : ସୁଟିଂ ବନ୍ଦ କରି ଫେରିଲେ ମୁମ୍ବାଇ

କନକ ବ୍ୟୁରୋ : ସୁଟିଂ ବେଳେ ଅମିତାଭ ବଚ୍ଚନ ଆହତ । ହାଇଦ୍ରାବାଦରେ ସୁଟିଂ ବେଳେ ବିଗ-ବି ଆହତ ହୋଇଛନ୍ତି । ‘ପ୍ରୋଜେକ୍ଟ-କେ’ର ସୁଟିଂ ବେଳେ ଗୋଡରେ ଆଘାତ ଲାଗିଛି । ସୁଟିଂ ବନ୍ଦ କରି ହାଇଦ୍ରାବାଦରୁ ବିଗ୍-ବି ମୁମ୍ବାଇ ଫେରିଥିବା ଜଣାପଡିଛି । ଆହତ ହୋଇଥିବା ନେଇ ନିଜ ବ୍ଲଗରେ ଅମିତାଭ ବଚ୍ଚନ…
Read More...

ଯୋଶୀମଠ ପରି ଏସବୁ ଇଲାକାରେ ବି ଧସିବ ମାଟି । ଇସ୍ରୋ ଜାରି କଲା ତାଲିକା: ୧୦ ଜିଲ୍ଲାକୁ ବଡ ବିପଦ ।

କନକ ବ୍ୟୁରୋ: ଉତ୍ତରାଖଣ୍ଡ ଯୋଶୀମଠରେ ଭୂସ୍ଖଳନ ଘଟଣା ପୁରୁଣା ନହେଉଣୁ ଆଉ ଏକ ବିପଦ ବାବଦରେ ସୂଚାଇଲାଣି ଇସ୍ରୋ । ଇସ୍ରୋ ଜାରି କରିଛି ଭୂସ୍ଖଳନ ଆଟଲାସ୍ । ଏହି ଡାଟାବେସ୍ ହିମାଳୟ ଓ ପଶ୍ଚିମ ଘାଟରେ ଭାରତର ୧୭ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳକୁ ସାମିଲ କରିଛନ୍ତି । ଇସ୍ରୋ ଦ୍ୱାରା…
Read More...

ଜମୁଛି ମହିଳା ପ୍ରିମିୟର୍ ଲିଗ୍ : ଗୁଜରାଟଠୁ ବିଜୟ ଛଡ଼ାଇନେଲା ୟୁପି; ୩ ୱିକେଟରେ ପରାସ୍ତ କଲା ଗୁଜରାଟ ଜାଏଂଟସ

କନକ ବ୍ୟୁରୋ : ଜମୁଛି ମହିଳା ପ୍ରିମିୟର୍ ଲିଗ୍ । ରବିବାର ଦୁଇଟି ମ୍ୟାଚ ଖେଳାଯାଇଥିଲା । ଗୋଟିଏ ମ୍ୟାଚରେ ଦିଲ୍ଲୀ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ୟୁପି ବିଜୟୀ ହୋଇଛି । ଗୁଜରାଟ ଜାଏଂଟସକୁ ୟୁପି ୱାରିୟର୍ସ ରୋମାଞ୍ଚକ ଭାବେ ୩ ୱିକେଟରେ ପରାସ୍ତ କରିଛି । ୧୭୦ ରନର ପିଛା କରି ୟୁପି ୨୦…
Read More...

ଭାରତ ଓ ତାଇୱାନକୁ ନେଇ ବିବାଦ : ଚୀନ ପ୍ରଧାନମନ୍ତ୍ରୀଙ୍କ ବଡ ବୟାନ; ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ଦେଲେ…

କନକ ବ୍ୟୁରୋ : ଭାରତ ସହ ସୀମା ବିବାଦ ଏବଂ ତାଇୱାନକୁ ନେଇ ଆମେରିକା ସହ ବିବାଦ ଭିତରେ ବଡ ବୟାନ ଦେଇଛନ୍ତି ଚୀନ ପ୍ରଧାନମନ୍ତ୍ରୀ ଲି କେକ୍ୱିଆଙ୍ଗ୍ । ଗୋଟିଏ ପଟେ ଭାରତ ଅନ୍ୟ ପଟେ ତାଇୱାନକୁ ନେଇ ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଥିବା ବେଳେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ…
Read More...

ବିମାନରେ ପୁଣି ଯାତ୍ରୀଙ୍କ ଉପରେ ପରିସ୍ରା : ଆମେରିକାରେ ପଢୁଥିବା ଅଭିଯୁକ୍ତ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା

କନକ ବ୍ୟୁରୋ : ପୁଣି ବିମାନରେ ସହ ଯାତ୍ରୀଙ୍କ ଉପରେ ପରିସ୍ରା ଗଲେ ଭାରତୀୟ ଛାତ୍ର । ଆମେରିକାରେ ଏକ ବିଶ୍ୱବିଦ୍ୟାଳୟରେ ପଢୁଥିବା ଜଣେ ଭାରତୀୟ ଛାତ୍ର ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ଅଭିଯୋଗରେ ତାଙ୍କୁ ଅଟକ ରଖିଛି ପୁଲିସ । ଆମେରିକାର ନ୍ୟୁୟର୍କରୁ ନୂଆଦିଲ୍ଲୀ ଆମେରିକାନ…
Read More...

ଇମ୍ରାନ ଖାନଙ୍କ ଉପରେ ଗିରଫଦାରୀ ସଙ୍କଟ! ଯେକୌଣସି ମୂହୁର୍ତ୍ତରେ ହୋଇପାରନ୍ତି ଗିରଫ ।

କନକ ବ୍ୟୁରୋ: ପାକିସ୍ତାନରେ ରାଜନୈତିକ ସଙ୍କଟ ପୁଣି ସରଗରମ ହୋଇଛି । ରବିବାର ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ବାସଭବନରେ ପହଞ୍ଚିଥିଲା ଇସଲାମାବାଦ ପୁଲିସ । ହେଲେ ଇମ୍ରାନ ଘରେ ନଥିବାରୁ ପୁଲିସ ବାହାରେ ଅପେକ୍ଷା କରିଥିଲା । ପାକିସ୍ତାନ…
Read More...

ଋଷଠୁ ଭାରତ ପ୍ରତିଦିନ କିଣୁଛି ୧୬ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ: ସାଉଦି ଆରବକୁ ଝଟକା

କନକ ବ୍ୟୁରୋ: ଋଷଠୁ ଅଶୋଧିତ ତୈଳ କିଣିବାରେ ଭାରତ ରେକର୍ଡ ଭାଙ୍ଗିଛି । ପ୍ରତିଦିନ ଭାରତ ୧୬ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ କିଣୁଛି । ଭାରତ ଲଗାତାର ଭାବେ ଋଷଠୁ ବଡ ଧରଣର ଅଶୋଧିତ ତୈଳ ଆମଦାନୀ କରୁଛି । ପାରମ୍ପରିକ ଭାବେ ଇରାକ ଓ ସାଉଦି ଆରବ ଭାରତର ସବୁଠାରୁ ବଡ ସପ୍ଲାୟର୍ସ ଥିଲେ । ହେଲେ…
Read More...

କର୍ଣ୍ଣାଟକରେ ହିଜାବ ପିନ୍ଧିଲେ ପରୀକ୍ଷା ଦେଇପାରିବେ ନାହିଁ ଛାତ୍ରୀ। ଶିକ୍ଷାମନ୍ତ୍ରୀ କହିଲେ, ବଢୁଛି ମୁସଲିମ…

କନକ ବ୍ୟୁରୋ: କର୍ଣ୍ଣାଟକର ଶିକ୍ଷାମନ୍ତ୍ରୀ ବିସି ନାଗେସ କହିଛନ୍ତି, ହିଜାବ ପିନ୍ଧୁଥିବା ଛାତ୍ରୀ ମାର୍ଚ୍ଚ୯ରେ ହେଉଥିବା ପିୟୁସିର ପରୀକ୍ଷାରେ ବସିପାରିବେ ନାହିଁ । ତାଙ୍କୁ ପରୀକ୍ଷାରେ ବସିବା ନେଇ ଅନୁମତି ଦିଆଯିବ ନାହିଁ । ନାଗେଶ କହିଛନ୍ତି, ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ…
Read More...

ମହିଳା ପ୍ରିମିୟର ଲିଗ ଆରମ୍ଭରୁ ବିବାଦ, ଖେଳାଳିଙ୍କ ଟୁର୍ଣ୍ଣାମେଣ୍ଟରୁ ହଟିବା ନେଇ ଉଠିଲା ପ୍ରଶ୍ନ ।

କନକ ବ୍ୟୁରୋ: ମହିଳା ପ୍ରିମିୟର ଲିଗର ଶୁଭାରମ୍ଭ ହୋଇସାରିଛି । ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟ ଜାଏଣ୍ଟସକୁ ମାତ ଦେଇ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଛି । ତେବେ ସିଜିନର ଆରମ୍ଭରୁ ହିଁ ବିବାଦ ଆରମ୍ଭ ହୋଇଯାଇଛି । ତେବେ ଏହାକୁ ନେଇ ଗୁଜରାଟ ପକ୍ଷରୁ ବିବୃତି ମଧ୍ୟ ଜାରି…
Read More...