Browsing Category

ଦେଶ ବିଦେଶ

ଗୋରକ୍ଷା ନାଁରେ ଲୋକଙ୍କ ହତ୍ୟାକୁ ବରଦାସ୍ତ କରାଯିବନି ! ଗୁଜୁରାଟରେ ମୁହଁ ଖୋଲିଲେ ମୋଦି

କନକ ବ୍ୟୁରୋ : ଗୋରକ୍ଷା ନାଁରେ ଲୋକଙ୍କ ହତ୍ୟାକୁ ବରଦାସ୍ତ କରାଯିବନି । ଗୁଜୁରାଟରେ ଏଭଳି ଆହ୍ୱାନ କରିଛନ୍ତି ମୋଦି । କହିଛନ୍ତି, ଆଇନକୁ ହାତକୁ ନେବାର ଅଧିକାର କାହାର ନାହିଁ । ହିଂସା ସମସ୍ୟାର ସମାଧାନ ନୁହେଁ । ଗୋରକ୍ଷା ଉପରେ ଗପ କହିବା ବେଳେ ଭାବୁକ ହୋଇ ପଡିଥିଲେ ପ୍ରଧାନମନ୍ତ୍ରୀ ।…
Read More...

ଲାଇଭ୍ ସୋ’ରେ ଚାଲିଗଲା ମହିଳା ସାମ୍ବାଦିକାଙ୍କ ଜୀବନ ! କ୍ୟାମେରାରେ କଏଦ୍ ହେଲା ମୃତ୍ୟୁର ଭିଡିଓ

ଚାଲିଥିଲା ଲାଇଭ୍ କଭରେଜ୍‌ । ମହିଳା ସାମ୍ବାଦିକା କରୁଥିଲେ ରିପୋର୍ଟିଂ । ହେଲେ ପର ମୁହୂର୍ତ୍ତରେ ଯାହା ଘଟିଗଲା ତାହା ଥିଲା ସମସ୍ତଙ୍କ କଳ୍ପନା ବାହାରେ । ଚାହୁଁ ଚାହୁଁ ଆଖି ସାମ୍ନାରେ ଚାଲିଗଲା ରିପୋର୍ଟରଙ୍କ ଜୀବନ । ଆଉ କ୍ୟାମେରାରେ କଏଦ୍ ହୋଇଗଲା ଏହି ମୃତ୍ୟୁର ଭିଡିଓ । ଘଟଣାଟି ହେଉଛି…
Read More...

ଧୋଇଗଲା ସରକାରଙ୍କ ‘ସ୍ୱଚ୍ଛ ଭାରତ ଅଭିଯାନ’ ! ସର୍ବସାଧାରଣ ସ୍ଥାନରେ ପରିସ୍ରା କରି ବିବାଦରେ ବିଜେପି ମନ୍ତ୍ରୀ…

ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ସାରା ଦେଶରେ ମୋଦି ସରକାର ସଚେତନତା ସୃଷ୍ଟି କରୁଛନ୍ତି । ଯାହାର ଏକ ଅଂଶ ହେଉଛି ସ୍ୱଚ୍ଛ ଭାରତ ଅଭିଯାନ । ତେବେ ଏଭଳି ସମୟରେ ବିଜେପିର ଏକ ଅସ୍ୱଚ୍ଛ ରୂପ ସାମ୍ନାକୁ ଆସିଛି । କେନ୍ଦ୍ରୀୟ କୃଷି ମନ୍ତ୍ରୀ ରାଧାମୋହନ ସିଂ ସର୍ବସାଧାରଣ ସ୍ଥାନରେ ପରିସ୍ରା କରି…
Read More...

ଜୁଲାଇ ପହିଲାରୁ ଲାଗୁ ହେବ ଜିଏସଟି : ଆଧାର-ପ୍ୟାନ୍ ଲିଙ୍କ୍ ବାଧ୍ୟତାମୂଳକ

କନକ ବ୍ୟୁରୋ : ଜୁଲାଇ ୧ରୁ ଲାଗୁ ହେବ ଜିଏସଟି । ଆରମ୍ଭ ହେବ ଗୋଟିଏ ଦେଶ, ଗୋଟିଏ ବଜାର, ଗୋଟିଏ ଟିକସର ଯୁଗ । ବଦଳିଯିବ ଦେଣ ନେଣର ପୂରା ବ୍ୟବସ୍ଥା । ହେଲେ କେବଳ ଜିଏସଟି ନୁହେଁ, ଆହୁରି ଅନେକ ପରିବର୍ତ୍ତନ ଆସିବ ଜୁଲାଇ ୧ରୁ ।  କଣ ହେବ ଏହି ପରିବର୍ତ୍ତନ ଆପଣ ଜାଣିନିଅନ୍ତୁ ।
Read More...

ଜୁଲାଇ ପହିଲାରୁ ଲାଗୁ ହେବ ଜିଏସଟି ! କାଲି ମଧ୍ୟରାତ୍ରିରେ ପାର୍ଲାମେଂଟର ସ୍ୱତନ୍ତ୍ର ଅଧିବେଶନରେ କଂଗ୍ରେସ ସାମିଲ ନେଇ…

କନକ ବ୍ୟୁରୋ : ବସ୍ତୁ ଓ ସେବା କର(ଜିଏସଟି)ନେଇ ଆସନ୍ତାକାଲି ମଧ୍ୟରାତ୍ରିରେ ପାର୍ଲାମେଂଟର ସ୍ୱତନ୍ତ୍ର ଅଧିବେଶନ ହେବ । ଏଥିରେ ସାମିଲ ହେବା ନେଇ ବିରୋଧୀ ଦଳଗୁଡିକ ମଧ୍ୟରେ ବୈଠକ ଜାରି ରହିଛି । ତୃଣମୂଳ କଂଗ୍ରେସ ଓ ଡିଏମକେ ଅଧିବେଶନରେ ସାମିଲ ହେବେ ନାହିଁ ବୋଲି ସଙ୍କେତ ଦେଇସାରିଛନ୍ତି ।…
Read More...

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବାଜିଲା ବିଗୁଲ : ଅଗଷ୍ଟ ୫ରେ ନିର୍ବାଚନ ଓ ଗଣତି, ଜୁଲାଇ ୪ରେ ପ୍ରକାଶ ପାଇବ ବିଜ୍ଞପ୍ତି

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ପାଇଁ ବାତାବରଣ ସରଗରମ ରହିଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବାଜିଛି ବିଗୁଲ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ କମିସନ ତାରିଖ ଘୋଷଣା କରିଛନ୍ତି । ଅଗଷ୍ଟ ୫ରେ ହେବ ଉପରାଷ୍ଟ୍ରପତି ନିର୍ବାଚନ । ଜୁଲାଇ ୪ରେ ଏନେଇ ବିଜ୍ଞପ୍ତି…
Read More...

ଆଧାର ! ଜୁଲାଇ ୧ରୁ ଏହି ସବୁ ନିୟମ ହେବ ଲାଗୁ

କେନ୍ଦ୍ର ସରକାର ପାନ୍‌ ସହିତ ଆଧାର ଲିଙ୍କ୍‌ କରିବାକୁ ବାଧ୍ୟତାମୂଳକ କରିଛନ୍ତି । ଜୁଲାଇ ୧ରୁ ଏହି ନିଷ୍ପତ୍ତି ଲାଗୁ ହେବ । ଆୟକର ନିୟମରେ ସଂଶୋଧନ କରି ଏବଂ ତାହାର ବିଜ୍ଞପ୍ତି ଜାରି କରି ସରକାର ଜଣାଇ ଦେଇଛନ୍ତି ଯେ ପାନ୍‌ ପାଇଁ ଆବେଦନ କରିବାକୁ ହେଲେ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର…
Read More...

ଭାରତୀୟ ସାଟେଲାଇଟ ଜି-ସ୍ୟାଟ ୧୭ର ସଫଳ ପରୀକ୍ଷଣ : ଫ୍ରେଂଚଗୁଏନାରୁ ଏରିୟନ-୫ ରକେଟ ଦ୍ୱାରା ମହାକାଶକୁ ଗଲା ଉପଗ୍ରହ

କନକ ବ୍ୟୁରୋ : ସାଟେଲାଇଟ୍ ଜି-ସ୍ୟାଟ୧୭ର ସଫଳ ପରୀକ୍ଷଣ କରାଯାଇଛି । ଭାରତୀୟ ସମୟ ୨ଟା ୨୯ ମିନିଟରେ ଏହାକୁ ପରୀକ୍ଷଣ କରାଯାଇଛି । ଫ୍ରେଂଚଗୁଏନା କେସରରୁ ଏରିୟନ-୫ ରକେଟ ଦ୍ୱାରା ଏହାକୁ ଉତକ୍ଷେପଣ କରାଯାଇଛି । ଏହାର ଓଜନ ୩ ହଜାର ୪୭୭ କିଲୋଗ୍ରାମ ରହିଛି । ଏହାଦ୍ୱାରା ଦୂରସଂଚାର…
Read More...

ଭାରତ-ଚୀନ୍ ସୀମାରେ ଉତ୍ତେଜନା : ବୁଲଡୋଜରରେ ଚୀନ୍ ଉଡାଇଲା ଭାରତୀୟ ବଙ୍କର

କନକ ବ୍ୟୁରୋ : ଭାରତ-ଚୀନ ସୀମାରେ ଉତ୍ତେଜନା ମଧ୍ୟରେ ଆଜି ସିକିମ୍ ଯାଉଛନ୍ତି ସେନା ମୁଖ୍ୟ ବିପିନ ରାୱତ । ଦୁଇ ଦେଶ ମଧ୍ୟରେ ଉତେଜନାକୁ ଦୃଷ୍ଟିରେ ରଖି ସେନାମୁଖ୍ୟଙ୍କ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି । ଭାରତର ସିକିମକୁ ଲାଗିଥିବା ସୀମାରେ ଦୁଇଦିନ ହେଲା ଦାଦାଗିରି ଚଳାଇଛି ଚୀନ୍ ।…
Read More...

ମୋଦିଙ୍କ ଚାରି ଦିନିଆ ତ୍ରିରାଷ୍ଟ୍ରୀୟ ଗସ୍ତ ! ବିମାନରେ କାଟିଲେ ୩୩ ଘଣ୍ଟା

କନକ ବ୍ୟୁରୋ : ତ୍ରିରାଷ୍ଟ୍ରୀୟ ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଫେରିଛନ୍ତି ଭାରତ । ସେ ଗତକାଲି ବିମାନବନ୍ଦରରେ ପହଞ୍ଚିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱାରାଜ ତାଙ୍କୁ ସ୍ୱାଗତ କରିଥିଲେ । ତେବେ ଏହି ଗସ୍ତ କାଳରେ ବିମାନେରେ ସେ ବିତାଇଛନ୍ତି ୩୩ ଘଣ୍ଟା ।…
Read More...