Browsing Category

ଦେଶ ବିଦେଶ

ଖୁବଶୀଘ୍ର ବଜାରକୁ ଆସିବ ଦୁଇ ଶହ ଟଙ୍କିଆ ନୋଟ୍ ! ନୋଟ୍ ଛାପିବା ପ୍ରସ୍ତାବକୁ ମଂଜୁରୀ ଦେଇଥିଲା ରିଜର୍ଭ ବ୍ୟାଙ୍କ

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ ୨ଶହ ଟଙ୍କିଆ ନୋଟ୍ ଛପାଇବା ଆରମ୍ଭ କରିଛି । ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ଆରବିଆଇ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ୨ଶହ ଟଙ୍କିଆ ନୋଟ୍ ଛପାଇବା ପ୍ରସ୍ତାବକୁ ପୂର୍ବରୁ ଆରବିଆଇ ବୋର୍ଡ ମଂଜୁରୀ…
Read More...

ଏୟାର ଇଣ୍ଡିଆରୁ ପ୍ରତ୍ୟାହାର ହେବ ପୁଂଜି : ନୀତି ଆୟୋଗର ପରାମର୍ଶ ଉପରେ ମୋହର ଲଗାଇଲେ କେନ୍ଦ୍ର ସରକାର

କନକ ବ୍ୟୁରୋ : ବିକ୍ରି ହେବ ଭାରତର ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆର ଅଂଶଧନ । କ୍ଷତି ଭରଣା ପାଇଁ ହେବ ପୁଂଜି ପ୍ରତ୍ୟାହର । ଦୀର୍ଘ ଦିନ ହେବ କ୍ଷତିରେ ଚାଲୁଥିବା ଏହି କମ୍ପାନୀର ଭରଣା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କ୍ଷତିରେ ଚାଲଥିବା ଏହି ଉଡାଣ କମ୍ପାନୀକୁ…
Read More...

ଜିଏସଟି ଲାଗୁ ପୂର୍ବରୁ ଜାତୀୟ ରାଜନୀତି ଦୁଇଫାଳ : ମମତା ବାନାର୍ଜୀ କଲେ ବୟକଟ ,ନବୀନ କଲେ ସମର୍ଥନ

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ଭଳି ଜିଏସଟି ଉତ୍ସବକୁ ନେଇ ମୁହାଁମୁହିଁ ହୋଇଛନ୍ତି ସରକାର ଓ ବିରୋଧୀ । ପୂର୍ବରୁ ଜିିଏସଟିକୁ ସମର୍ଥନ କରୁଥିବା ନବୀନ ଜିଏସଟିର ମଧ୍ୟ ରାତ୍ର ଉତ୍ସବକୁ ପଠାଇବେ ପ୍ରତିନିଧି । ହେଲେ ଉତ୍ସବକୁ ବୟକଟ୍ କରିବାକୁ ଘୋଷଣା କରିଛନ୍ତି ମମତା । କଂଗ୍ରେସ ମଧ୍ୟ…
Read More...

ଜୁଲାଇ ୧ ରୁ ଆଧାର-ପାନ୍‌ ସଂଯୋଗ ବାଧ୍ୟତାମୂଳକ ! ଜାରି ହେଲା ସରକାରଙ୍କ ନିୟମାବଳୀ

ପାନ୍‌ କାର୍ଡ ପାଇଁ ଆଧାର କାର୍ଡ ନମ୍ବର ବାଧ୍ୟତାମୂଳକ ହେବାକୁ ଯାଉଛି । କରଦାତାଙ୍କ ପାଇଁ ଜୁଲାଇ ୧ ରୁ ପ୍ୟାନକାର୍ଡରେ ଆଧାର ନମ୍ବର ସଂଯୋଗକୁ ବାଧ୍ୟତାମୂଳକ ନେଇ କେନ୍ଦ୍ର ସରକାର ଅଧିସୂଚନା ଜାରି କରିଛନ୍ତି । ଆୟକର ବିଭାଗର ନିୟମାବଳୀରେ ପରିବର୍ତ୍ତନ ପରେ ସରକାର ଏହି ନିଷ୍ପତି ନେଇଛନ୍ତି ।…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଇକଲ୍ ଉପହାର ଦେଲେ ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ !

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଛି ସାଇକଲ ଉପହାର । ଆଉ ଏହି ଉପହାର ଦେଇଛନ୍ତି ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ । ବିଦେଶ ଗସ୍ତ ଶେଷ କରି ଭାରତ ଫେରିବା ପରେ ଆଜି ପ୍ରଧାନମନ୍ତ୍ରୀ ୨ଟି ଫଟୋ ଟ୍ୱିଟ୍ କରିଛନ୍ତି । ଗୋଟିଏ ଫଟୋରେ ମୋଦି ସାଇକଲ ଧରି ଠିଆ…
Read More...

ପୁଣି ରାନସମୱେର ଭାଇରସ୍ ଆତଙ୍କ ! ଦେଶର ସବୁଠୁ ବଡ ପୋର୍ଟ ଟ୍ରଷ୍ଟ ହେଲା ଅଚଳ

କନକ ବ୍ୟୁରୋ: ପୁଣି ଦେଖାଦେଇଛି ଭାଇରସ୍ ରାନସମୱେର ଆତଙ୍କ । ସମଗ୍ର ବିଶ୍ୱରେ ଏହି ଭାଇରସ ଆତଙ୍କ ସୃଷ୍ଟି କରିଥିବାବେଳେ ଭାରତରେ ମଧ୍ୟ ଏହାର ପ୍ରଭାବ ପଡିଛି । ଦେଶର ସବୁଠାରୁ ବଡ ପୋର୍ଟ ଟ୍ରଷ୍ଟ ‘ଜବାହରଲାଲ ନେହେରୁ ପୋର୍ଟ ଟ୍ରଷ୍ଟ’ରେ ଭାଇରସ୍ ଆଟାକ୍ ଯୋଗୁଁ କାମ ସମ୍ପୂର୍ଣ୍ଣ ଠପ ହୋଇଯାଇଛି…
Read More...

ରାଷ୍ଟ୍ରପତି ରେସ୍ ! ପ୍ରାର୍ଥୀପତ୍ର ଦାଖଲ କଲେ ୟୁପିଏ ପ୍ରାର୍ଥୀ ମୀରା କୁମାର

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ କଲେ ୟୁପିଏ ପ୍ରାର୍ଥୀ ମୀରା କୁମାର । ତାଙ୍କ ପ୍ରାର୍ଥୀପତ୍ର ଦାଖଲ ସମୟରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଏନସିପି ମୁଖ୍ୟ ଶରତ ପାୱାର ଓ ସିପିଆଇ ନେତା ସୀତାରାମ ୟେଚୁରୀ, ସିପିଏମ…
Read More...

ଆଜିଠୁ ଅମରନାଥ ଯାତ୍ରା ଆରମ୍ଭ ! ୪୦ଦିନ ଧରି ଚାଲିବ ଯାତ୍ରା

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ଅମରନାଥ ଯାତ୍ରା । ୪୦ ଦିନ ଧରି ଏହି ଯାତ୍ରା ଚାଲିବ । ଯାତ୍ରା ସମୟରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବା ଜଣାପଡିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ଜମ୍ମୁରୁ ଏହି ଯାତ୍ରା ଆରମ୍ଭ ହୋଇଛି । ଅମରନାଥ ଯାତ୍ରା ପାଇଁ ଅଢେଇ ଲକ୍ଷ ଲୋକ…
Read More...

ଭାରତୀୟ ଯବାନଙ୍କ ଉପରେ ଚୀନ ଆଣିଲା ଅଭିଯୋଗ । ସିକିମ ସୀମାରେ ଭାରତୀୟ ଯବାନ ସୀମା ଲଂଘିଥିବା ଅଭିଯୋଗ

କନକ ବ୍ୟୁରୋ: ଭାରତୀୟ ଯବାନଙ୍କ ଉପରେ ପାଲଟା ଅଭିଯୋଗ ଆଣିଛି ଚୀନ । ସିକିମ ସୀମାରେ ଭାରତୀୟ ଯବାନ ସୀମା ଲଂଘିଥିବା ଅଭିଯୋଗ କରି ଚୀନ୍ ସେନା କୈଳାସ ମାନସରୋବର ଯାତ୍ରାକୁ ବନ୍ଦ କରି ଦେଇଛି । ସୀମା ଡେଇଁଥିବା ଭାରତୀୟ ଯବାନଙ୍କୁ ତୁରନ୍ତ ପ୍ରତ୍ୟାହାର କରିନେବାକୁ ଚୀନ ଭାରତ ସରକାରଙ୍କୁ ଅପିଲ…
Read More...

ଟ୍ରମ୍ପ ଓ ମୋଦିଙ୍କ ସାକ୍ଷାତକୁ ହଜମ କରିପାରୁନି ଚୀନ ! ‘ଦ-ଗ୍ଲୋବାଲ ଟାଇମ୍ସ’ରେ ଏ ନେଇ କଲା ପ୍ରକାଶ

କନକ ବ୍ୟୁରୋ: ୱାଶିଂଟନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକୁ ହଜମ କରିପାରୁ ନାହିଁ ଚୀନ । ଚୀନର ‘ଦ-ଗ୍ଲୋବାଲ ଟାଇମ୍ସ’ରେ ଏ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆମେରିକା ସହାୟତାରେ ଭାରତ, ଚୀନ ବିରୋଧରେ ଠିଆ ହେବା ଉଦ୍ୟମର ପରିଣତି ବିନାଶକାରୀ…
Read More...