Browsing Category

ଦେଶ ବିଦେଶ

ଚୀନର ଦାଦାଗିରିକୁ ଭାରତ ଅଣଦେଖା କରିବା ପରେ କୂଟନୈତିକ ଚାଲ ! ଟ୍ରାଇ ଜଙ୍କସନ ନେଇ ନେପାଳ ସହ ଚୀନର ଆଲୋଚନା

କନକ ବ୍ୟୁରୋ : ଚୀନର ଦାଦାଗିରିକୁ ଭାରତର ବେଖାତିର ପରେ ବେଜିଂର କୂଟନୈତିକ ଚାଲ । ସିକିମ ସୀମାରେ ଡ୍ରାଗନ୍ ସେନାର ଦାଦାଗିରିକୁ ଭାରତ ଖାତିର ନକରିବା ପରେ କୂଟନୈତିକ ଚାଲ ଖେଳିବା ଆରମ୍ଭ କରିଛି ବେଜିଂ । ମାମଲାକୁ ନେଇ ନେପାଳ ସହ ଆଲୋଚନା କରିଛି ଚୀନ୍ । ଡୋକଲାମ ବିବାଦ ପ୍ରସଙ୍ଗରେ…
Read More...

ମିଳିଲା ଆଶ୍ୱସ୍ତି ! ଏଣିକି ମୃତ୍ୟୁ ପ୍ରମାଣ ପତ୍ର ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର ନମ୍ବର

ଏଣିକି ମୃତ୍ୟୁ ପଂଜିକରଣ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ । ମୃତ୍ୟୁ ପ୍ରମାଣପତ୍ର ପାଇବା ପାଇଁ ଆବେଦନ ବେଳେ ସଂପୃକ୍ତ ବ୍ୟକ୍ତିର ଆଧାର ନମ୍ବର ଦାଖଲ କରିବା ବାଧ୍ୟତାମୂଳକ ନୁହେଁ ବୋଲି ଘୋଷଣା କରିଛି ଗୃହ ମନ୍ତ୍ରାଳୟ । ସୂଚନା ମୁତାବକ, କିଛି ଦିନ ତଳେ ମୃତ୍ୟୁ ପଂଜିକରଣ ବେଳେ…
Read More...

ଆପଣ ଜାଣନ୍ତି କି ? ମହିଳା ବିଶ୍ୱକପ୍ ଫାଇନାଲ୍ ମ୍ୟାଚକୁ ଭାରତରେ ସବୁଠାରୁ ଅଧିକ ଲୋକ ଟିଭିରେ ଦେଖିଛନ୍ତି

ସମସ୍ତଙ୍କ ଆଶା ଥିଲା ମହିଳା କ୍ରିକେଟରେ ଇତିହାସ ରଚିବ ଭାରତ । କିନ୍ତୁ ଅଳ୍ପକେ ବିଶ୍ୱକପ୍ ହାତଛଡା କଲା ଟିମ୍ ଇଣ୍ଡିଆ । ପୁଣି ଥରେ ରନର୍ସ ଅପରେ ସନ୍ତୁଷ୍ଟ ହେଲା ଭାରତୀୟ ମହିଳା କ୍ରିକେଟ ଦଳ । ଐତିହାସିକ ଲଡ଼ର୍ସ ପଡ଼ିଆରେ ମିତାଲି ରାଜଙ୍କ ଦଳର ବିଶ୍ୱକପ୍ ବିଜୟର ସ୍ୱପ୍ନ ଅଧାରେ ରହିଗଲା ।…
Read More...

କାଠଫାଳିଆରେ ଛାତ୍ରଙ୍କୁ ନିସ୍ତୁକ ମାଡ ! କ୍ଲାସରୁମରେ ଫ୍ୟାନ ଲଗାଇବାକୁ କହିବାରୁ ଶିକ୍ଷକଙ୍କ ନାରକୀୟ କାଣ୍ଡ

କନକ ବ୍ୟୁରୋ : ବିଦ୍ୟାଳୟକୁ ସରକାର ଦଣ୍ଡମୁକ୍ତ ଅଂଚଳ ଘୋଷଣା କରିଥିବା ବେଳେ ନିକଟରେ ଏପରି ଘଟଣା ଘଟିଛି ଯାହା ଜାଣିଲେ ଆପଣ ସନ୍ଦେହରେ ପଡିଯିବେ ଯେ, ପ୍ରକୃତରେ ସ୍କୁଲ ଦଣ୍ଡମୁକ୍ତ ଅଂଚଳ ନା ଦଣ୍ଡଯୁକ୍ତ ଅଂଚଳ । ଏପରି ଏକ ଅଭାବନୀୟ ଘଟଣା ଗଟିଛି ଉତ୍ତରପ୍ରଦେଶ ଆହ୍ଲାବାଦର ରୁଦ୍ରପ୍ରୟାଗ…
Read More...

ଉତ୍ତରାଖଣ୍ଡରେ ଭୁସ୍ଖଳନର ଲାଇଭ ଦୃଶ୍ୟ ! ପାଣିରେ ୨୫ ମିଟର ତଳକୁ ବହିଗଲା ଯାତ୍ରୀବାହି ବସ୍

କନକ ବ୍ୟୁରୋ : ପାଣି ସହ ମାଟି ଧସି ବହିଗଲା ଯାତ୍ରୀବାହୀ ବସ୍ । କ୍ୟାମେରାରେ କଏଦ୍ ହେଲା ଭୂସ୍ଖଳନର ଲାଇଭ୍ ଦୃଶ୍ୟ । ଏପରି ଘଟଣା ଘଟିଛି ଉତ୍ତରାଖଣ୍ଡ ବାଗେଶ୍ୱରର । ଯେଉଁଠି ପ୍ରବଳ ବର୍ଷା ଯୋଗୁ ହୋଇଛି ଭୂସ୍ଖଳନ । ଆଉ ଅଚାନକ ଆସିଥିବା ଏହି ଭୂସ୍ଖଳନରେ ଏକ ଯାତ୍ରୀବାହୀ ବସ୍ ରାସ୍ତା ଉପରୁ…
Read More...

ରାହୁଲଙ୍କ ଗାଡି ଉପରକୁ ଆକ୍ରମଣ ମାମଲା ! ବିଜେପି ଓ ଆରଏସଏସକୁ ଦାୟୀ କଲେ କଂଗ୍ରେସ ଉପାଧ୍ୟକ୍ଷ

କନକ ବ୍ୟୁରୋ: ଗୁଜରାଟର ବନ୍ୟା ପ୍ରଭାବିତ ବନସକାଣ୍ଠା ଗସ୍ତବେଳେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଗାଡ଼ି ଉପରେ ଆକ୍ରମଣ ପଛରେ ବିଜେପି ଓ ଆରଏସଏସ୍ ନେତାଙ୍କ ହାତ ରହିଛି । ଏଭଳି ଆକ୍ରମଣ ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୀତିର ମାଧ୍ୟମ ବୋଲି ରାହୁଲ କହିଛନ୍ତି…
Read More...

ସର୍ବସମ୍ମତି କ୍ରମେ ଉତ୍ତର କୋରିଆ ଉପରେ କଠୋର କଟକଣା ଲାଗୁ କଲା ଜାତିସଂଘ

କନକ ବ୍ୟୁରୋ: ଜାତିସଂଘର ନିରାପତ୍ତା ପରିଷଦ ସର୍ବସମ୍ମତିକ୍ରମେ ଉତ୍ତର କୋରିଆ ପ୍ରତି କଟକଣା କଠୋର କରିବା ପାଇଁ ଆମେରିକାରର ଏକ ଡ୍ରାଫ୍ଟ ରିଜୋଲ୍ୟୁସନକୁ ସମର୍ଥନ କରିଛି । ପାୟୋଙ୍ଗୟାଙ୍ଗର ବାର୍ଷିକ ୧ ବିଲିୟନ୍ ଆମେରିକୀୟ ଡଲାରରୁ ବଞ୍ଚିତ କରିବ ଏହି ରପ୍ତାନୀ ନିଷିଦ୍ଧ ଜନିତ କଟକଣା । ଏହି…
Read More...

ମାଗଣା ଏଲପିଜି: ସଂଯୋଗ ପାଇଁ ଆଧାର ଆବେଦନ ସେପ୍ଟେମ୍ବର ୩୦କୁ ଘୁଞ୍ଚିଲା

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ମାଗଣା ଏଲପିଜି ସଂଯୋଗ ଚାହୁଁଥିବା ମହିଳାମାନଙ୍କ ପାଇଁ ସରକାର ପୂର୍ବରୁ ଆଧାରକାର୍ଡ ଆବେଦନର ସମୟ ସୀମା ମେ ୩୧ ତାରିଖ ରଖିଥିଲେ । ମାର୍ଚ୍ଚରେ ଏ ନେଇ ସରକାର ଘୋଷଣା କରିଥିଲେ । ସୂଚନା ମୁତାବକ, ଯେଉଁମାନେ ଉଜ୍ଜ୍ୱଳା ଯୋଜନାରେ ମାଗଣା…
Read More...

ସିଟ୍ ବେଲ୍ଟରେ ଟ୍ୟାଗ୍ ନମ୍ବର ନ ଥିବାରୁ ଏୟାର୍ ଇଣ୍ଡିଆ ବିମାନ ଉଡ଼ାଣକୁ ବନ୍ଦ କଲା ଆମେରିକା

କନକ ବ୍ୟୁରୋ: ଶୁକ୍ରବାର ଦିନ ଆମେରିକୀୟ ଏୟାର୍ ସେଫ୍ଟି ରେଗୁଲେଟର୍ କେତେକ ସିଟ୍ ବେଲ୍ଟରେ ଟ୍ୟାଗ୍ ନମ୍ବର ନ ଥିବାରୁ ଚିକାଗୋରୁ ଭାରତ ଅଭିମୁଖେ ଉଡ଼ାଣ ଆରମ୍ଭ କରିବାକୁ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନକୁ ଅଟକାଇ ଥିଲେ । ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରାସନ୍ ପକ୍ଷରୁ ଅଚାନକ ଯାଞ୍ଚ…
Read More...

ପ୍ରୋ-ବକ୍ସିଂରେ ଚୀନ ବକ୍ସର ଜୁଲପିକରଙ୍କୁ ଚିତ୍ କଲେ ବିଜେନ୍ଦର ସିଂ ! ହାତେଇଲେ ଏକାଥରେ ଦୁଇଟି ମିଡିଲ ୱେଟ୍ ଟାଇଟଲ୍

କନକ ବ୍ୟୁରୋ: କଥା ରଖିଲେ ବିଜେନ୍ଦର । ଚୀନ୍ ପ୍ରତିପକ୍ଷଙ୍କୁ କଲେ ଚିତ୍ । ବକ୍ସିଂ ରିଙ୍ଗରେ ଭାରତ ଠାରୁ ମାତ୍ ଖାଇଛି ଚୀନ୍ । ପ୍ରୋ-ବକ୍ସିଂ ମୁକାବିଲାରେ ଚାଇନିଜ୍ ବକ୍ସରଙ୍କୁ ହରାଇଛନ୍ତି ଭାରତୀୟ ବକ୍ସର ବିଜେନ୍ଦର ସିଂ । ଚୀନ୍ ବକ୍ସର ଜୁଲପିକର ମୈମୈତିୟାଲୀଙ୍କୁ ହରାଇ ବିଜୟୀ ହୋଇଛନ୍ତି…
Read More...