Browsing Category

ଦେଶ ବିଦେଶ

ଆଗାମୀ ସାଧାରଣ ନିର୍ବାଚନ ଉପରେ ଫୋକସ୍ : ଇଭିଏମ ବଦଳରେ ବାଲାଟ ପେପର ବ୍ୟବହାର କରିବା ପାଇଁ ଦାବି କଲେ ୧୭ବିରୋଧୀ ଦଳର…

କନକ ବ୍ୟୁରୋ : ଆଗାମୀ ସାଧାରଣ ନିର୍ବାଚନରେ ଇଭିଏମ ବିପକ୍ଷରେ ୧୭ ଦଳ ଯୁକ୍ତି ବାଢିଛନ୍ତି । ୨୦୧୯ ଲୋକସଭା ନିର୍ବାଚନ ଇଭିଏମ୍ ବଦଳରେ ବ୍ୟାଲଟ୍ ପେପରରେ କରାଯିବାକୁ ଦାବି କରି ୧୭ଟି ବିରୋଧୀ ଦଳ ଏକଜୁଟ ହୋଇଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ଆସନ୍ତା ସପ୍ତାହରେ ଏହି ଦଳଗୁଡ଼ିକ…
Read More...

ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀକୁ ନିଲାମ କଲା ଭାରତୀୟ ରେଳବାଇ : କ’ଣ ରହିଛି ପୁରା ଘଟଣା, ଜାଣନ୍ତୁ . .

ବିନା ଟିକେଟରେ ଯାତ୍ରା କଲେ ରେଳଯାତ୍ରୀଙ୍କ ଜୋରିମାନା ଦେବାପାଇଁ ପଡ଼େ । ଏକଥା ସମସ୍ତେ ଜାଣନ୍ତି । ତେବେ ନିକଟରେ ଜଣେ ବିନା ଟିକେଟ ଯାତ୍ରୀଙ୍କୁ ନିଲାମ କରିଦେଇଛି ଭାରତୀୟ ରେଳବାଇ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଘଟଣାଟି ସତ । ଜରିମାନା ବାବଦ ଅର୍ଥ ଭରଣା କରିବାକୁ ଜରିମାନା…
Read More...

ପ୍ରଥମ ଇନିଂସରେ ଭାରତ ୨୭୪ରେ ଅଲଆଉଟ୍ ! ବର୍ମିଂହାମରେ ବିରାଟଙ୍କ ବିରାଟ ପାଳି, କଲେ କ୍ୟାରିୟରର ୨୨ତମ ଶତକ ।

କନକ ବ୍ୟୁରୋ : ଏକା ଏକା ଲଢିଲେ କ୍ୟାପଟେନ କୋହଲି । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତ ପାଇଁ ସଙ୍କଟମୋଚକ ସାଜିଲେ ଅଧିନାୟକ ବିରାଟ । ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ କୋହଲିଙ୍କ ଦମଦାର ୧୪୯ ରନ ବଳରେ ଫଲୋଅନରୁ ରକ୍ଷା ପାଇଛି ଟିମ ଇଣ୍ଡିଆ । ଏକଦା ୧୪୮ ରନରେ ୬ ୱିକେଟ ହରାଇ ଭାରତୀୟ…
Read More...

ଆସାମରେ ଏନ୍ଆରସି ତାତି ! ବିମାନବନ୍ଦରରେ ଟିଏମସିର ୮ ନେତା ଅଟଳ,ମମତା କହିଲେ, ସିଲଚରରେ ସୁପର ଏର୍ମଜେନ୍ସି ପରିସ୍ଥିତି…

କନକ ବ୍ୟୁରୋ : ଆସାମର ଏନ୍ଆରସି ତାଲିକା ନେଇ  ସଂସଦ ଠାରୁ ଆରମ୍ଭ କରି ରାଜରାସ୍ତାରେ ପହଂଚିଛି । ସେପଟେ ଆସାମରେ ମଧ୍ୟ ଏହାକୁ ନେଇ ଜୋର ଧରିଛି ରାଜନୀତି । ଏନ୍ଆରସିକୁ ବିରୋଧ କରୁଥିବା ୬ଜଣ ଟିଏମସି ସାଂସଦ ଓ ୨ଜଣ ବିଧାୟକଙ୍କୁ ଆସାମର ସିଲଚର ବିମାନ ବନ୍ଦରରେ ଅଟକ ରଖାଯାଇଥିଲା । ଅଟକ…
Read More...

ଇମ୍ରାନ ଖାନଙ୍କୁ ମୋଦିଙ୍କ ଫୋନ କଲ ପରେ ଖୁସି ଜାହିର କଲା ପାକିସ୍ତାନ ! ଦ୍ୱି- ପକ୍ଷୀୟ କଥାବାର୍ତା ପୁଣି ଥରେ ଆରମ୍ଭ…

କନକ ବ୍ୟୁରୋ : ନୂଆ ସରକାର ଗଠନ କରିବାକୁ ଯାଉଛି ପଡୋଶୀ ରାଷ୍ଟ୍ର ପାକିସ୍ତାନ । ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ପୂର୍ବତନ କ୍ରିକେଟର ଇମରାନ ଖାନ୍ । ତେବେ ସେ ଶାସନ ଭାର ସମ୍ଭାଳିବା ପରେ ପଡ଼ୋଶୀ ଦେଶ ସହିତ କିପରି ସଂପର୍କ ରହିବ ସେ ନେଇ ଏବେ ଚର୍ଚ୍ଚା ଜୋର…
Read More...

ବିବାଦୀୟ ପୋଲାଭରମ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ଆରମ୍ଭ : ନ୍ୟାୟ ପାଇବା ଆଶାରେ ପକ୍ଷଭୁକ୍ତ ରାଜ୍ୟ

କନକ ବ୍ୟୁରୋ : ପୋଲାଭରମ ମାମଲା ଅନେକ ବିବାଦ ଉପୁଡିଥିବା ନଜର ରହିଛି । ଏପରିକି ପୋଲାଭରମ ହେଲେ ଓଡିଶା୍ ସମେତ ତେଲେଙ୍ଗାନା, ଛତିଶଗଡ,ମହାରାଷ୍ଟ୍ର ଭଳି ଅନେକ ରାଜ୍ୟ କ୍ଷତିଗ୍ରସ୍ତ ହେବ । ତେଣୁ ଏହା ବିରୋଧରେ ରାଜ୍ୟ ଗୁଡିକ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ମଧ୍ୟ ଦାୟର କରିଥିଲେ । ତେବେ କେଉଁ…
Read More...

ପୁଣି ନଦୀ ସଂଯୋଗୀକରଣ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଲେ ସାସଂଦ ନଗେନ୍ଦ୍ର ପ୍ରଧାନ : ସଂଯୋଗୀ କରଣ…

କନକ ବ୍ୟୁରୋ : ଅନେକ ଦିନ ହେଲାଣି ରାଜ୍ୟର ବଡବଡ ନଦୀ ଗୁଡିକୁ କେନ୍ଦ୍ର ସରକାର ସଂଯୋଗୀକରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ତେବେ ସେତେବେଳ ସମୟରେ ରାଜ୍ୟ ସରକାର ଏପରି ପ୍ରସ୍ତାବକୁ ମନା କରିଦେଇଥିଲେ । କହିଥିଲେ ଏହା ଦ୍ୱାରା ରାଜ୍ୟର କ୍ଷତି ହେବ । କିନ୍ତୁ କେନ୍ଦ୍ର…
Read More...

ଟଳିଗଲା ବଡ଼ ରେଳ ଦୁର୍ଘଟଣା : ନିଜ ଜୀବନ କଥା ଚିନ୍ତା ନକରି ନାଲି ଗାମୁଛା ଧରି ଟ୍ରେନ ଆଗକୁ ଦୌଡ଼ିଲେ ମାଛଧରାଳି

ଆଜିକାଲି କେତେ ଜଣ ଅନ୍ୟକଥା ଚିନ୍ତା କରୁଛନ୍ତି । ସମସ୍ତେ ନିଜକୁ ନେଇ ମସଗୁଲ । ତେବେ ଆଜିକା ଦୁନିଆରେ ବି ଏପରି ଲୋକ ଅଛନ୍ତି, ଯେଉଁମାନେ ନିଜ କଥା ଚିନ୍ତା ନକରି ପ୍ରଥମେ ଅନ୍ୟ କଥା ଚିନ୍ତା କରନ୍ତି । ମଙ୍ଗଳବାର ପଶ୍ଚମବଙ୍ଗର ଜଲପାଇଗୁଡ଼ିରେ ଥିବା ନନ୍ଦନପୁର କେରାରପୁରା ହଲଟ୍‌ ଷ୍ଟେସନରେ ଏକ…
Read More...

ରାଜ୍ୟସଭାରେ ଧାନର ସର୍ବନିମ୍ନ ସହାୟକ ବୃଦ୍ଧି ପ୍ରସଙ୍ଗ : ଆଲୋଚନା ହୋଇ ନପାରିବାରୁ ବିଜେଡି ସାସଂଦ ପ୍ରସନ୍ନ…

କନକ ବ୍ୟୁରୋ : ଥମିବାରେ ନା ନେଉନାହିଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗ । ବାରମ୍ବାର ବିରୋଧୀଙ୍କ ଦାବିପରେ କେନ୍ଦ୍ର ସରକାର ଅତି ନିକଟରେ ଧାନର ସହାୟକ ମୂଲ୍ୟ ବୃଦ୍ଧି ୨୦୦ ଟଙ୍କା କରିଛନ୍ତି । ତେବେ ଏତିକିରେ ଥିମିନାହାନ୍ତି ବିରୋଧୀ । ତେବେ ଗତକାଲି ଗୃହରେ ତୃଣମୂଳ କଂଗ୍ରେସ…
Read More...

ଏକା ଏକା ଲଢିଲେ କ୍ୟାପଟେନ କୋହଲି । ଇଂଲଣ୍ଡ ବିପକ୍ଷରେ ଶତକ ମାରି ଭାରତ ପାଇଁ ବିରାଟ ସାଜିଲେ ସଙ୍କଟମୋଚକ

କନକ ବ୍ୟୁରୋ : ଏକା ଏକା ଲଢିଲେ କ୍ୟାପଟେନ କୋହଲି । ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତ ପାଇଁ ସଙ୍କଟମୋଚକ ସାଜିଲେ ଅଧିନାୟକ ବିରାଟ । ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ କୋହଲିଙ୍କ ଦମଦାର ୧୪୯ ରନ ବଳରେ ଫଲୋଅନରୁ ରକ୍ଷା ପାଇଛି ଟିମ ଇଣ୍ଡିଆ । ଏକଦା ୧୪୮ ରନରେ ୬ ୱିକେଟ ହରାଇ ଭାରତୀୟ…
Read More...