Browsing Category

ଦେଶ ବିଦେଶ

ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ନେଇ ସଫେଇ ରଖିଲା ବିଜେଡି : କହିଲା, ବିଜେଡି ଓ ଜେଡିୟୁ ସମଭାବାପର୍ଣ୍ଣ ଦଳ, ମୂଳ…

କନକ ବ୍ୟୁରୋ : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଜେଡିୟୁ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ଓ ଜେଡିୟୁର ମୂଳ ଆଦର୍ଶ ପ୍ରାୟତଃ ସମାନ ଓ ଜୟପ୍ରକାଶଙ୍କ ଆନ୍ଦୋଳନ ସମୟରୁ ଏହି ଆଦର୍ଶ ରହିଆସିଥିବାରୁ ହରିବଂଶ ନାରାୟଣ ସିଂଙ୍କୁ ଦଳ…
Read More...

ବିହାର ମୁଜାଫରପୁର ବାଳିକା ସୁଧାର ଗୃହରେ ନିର୍ଯାତନା ମାମଲା : ଇସ୍ତଫା ଦେଲେ ବିହାର ସମାଜ କଲ୍ୟାଣ ମନ୍ତ୍ରୀ ମଞ୍ଜୁ…

କନକ ବ୍ୟୁରୋ : ମୁଜାଫରପୁର ବାଳିକା ଗୃହ ଦୁଷ୍କର୍ମ କାଣ୍ଡକୁ ନେଇ ବିରୋଧୀଙ୍କ ଚାପରେ ବିହାରର ସମାଜ କଲ୍ୟାଣ ମନ୍ତ୍ରୀ ମଂଜୁ ବର୍ମା ଇସ୍ତଫା ଦେଇଛନ୍ତି । ଏହି ମାମଲାର ତଦନ୍ତ ଏବେ ସିବିଆଇ କରୁଛି । ମୁଜାଫରପୁର ବାଳିକା ଗୃହ ଦୁଷ୍କର୍ମ ମାମଲାର ମାଷ୍ଟରମାଇଣ୍ଡ ବ୍ରଜେଶ ଠାକୁରଙ୍କ ସହ ମଂଜୁ…
Read More...

ଆସୁଛି ସ୍ୱାଧୀନତା ଦିବସ ! ପ୍ଲାଷ୍ଟିକରେ ତିଆରି ହୋଇଥିବା ତ୍ରିରଙ୍ଗା ବ୍ୟବହାରରେ ଲାଗିଲା ରୋକ୍, ସବୁ ରାଜ୍ୟକୁ ନୋଟିସ…

ଆଉ କିଛି ଦିନ ପରେ ସାରା ଭାରତ ପାଳିବ ସ୍ୱାଧୀନତା ଦିବସ । ବିଭିନ୍ନ ସ୍ଥାନରେ ଉଡିବ ତ୍ରିରଙ୍ଗା । ତେବେ ସ୍ୱାଧୀନତା ଦିବସ ପୂର୍ବରୁ ସରକାର ଭାରତର ସମସ୍ତ ନାଗରିକ ମାନଙ୍କୁ ପ୍ଲାଷ୍ଟିକରେ ତିଆରି ହୋଇଥିବା ରାଷ୍ଟ୍ରୀୟ ଧ୍ୱଜର ବ୍ୟବହାର ନକରିବା ପାଇଁ ପରାମର୍ଶ ଦେଇଛନ୍ତି । ଆଉ ଏଥିପାଇଁ ଏକ…
Read More...

ଆଜିଠୁ ଲର୍ଡସ ଲଢେଇ ! ପ୍ରଥମ ମ୍ୟାଚର ବଦଲା ନେବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ପୂଜାରା ଓ କୁଳଦୀପଙ୍କୁ ନେଇ କଳ୍ପନାଜଳ୍ପନା…

ଭାରତ-ଇଂଲଣ୍ଡ ଟେଷ୍ଟ୍ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲା ଗୁରୁବାରଠାରୁ ଐତିହାସିକ ଲର୍ଡସ୍ ପଡ଼ିଆରେ ଆରମ୍ଭ ହେବ। ଏହା ପୂର୍ବରୁ ଏଜବାଷ୍ଟନରେ ପ୍ରଥମ ମ୍ୟାଚକୁ ରୋମାଞ୍ଚକର ଭାବେ ୩୧ ରନରେ ଜିତି ପାଞ୍ଚ ଟିକିଆ ଶୃଙ୍ଖଳାରେ ଘରୋଇ ଇଂଲଣ୍ଡ ୧-୦ରେ ଆଗୁଆ ରହିଛି। ସେଥିପାଇଁ ଲର୍ଡସ୍ ଲଢ଼େଇରେ ଭାରତ…
Read More...

ଆଜି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ : ଏନଡିଏ ପ୍ରାର୍ଥୀ ହରିବଂଶ ସିଂ ଓ ୟୁପିଏ ପ୍ରାର୍ଥୀ ବିକେ ହରିପ୍ରସାଦଙ୍କ…

କନକ ବ୍ୟୁରୋ : ଆଜି ହେବ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ । ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂଙ୍କୁ ଏନଡିଏ ପ୍ରାର୍ଥୀ କରିଛି । ଅନ୍ୟପଟେ ୟୁପିଏ ତଥା ବିରୋଧୀ ଦଳ ପକ୍ଷରୁ କର୍ଣ୍ଣାଟକର କଂଗ୍ରେସ ସାଂସଦ ବି.କେ ହରିପ୍ରସାଦଙ୍କୁ ପ୍ରାର୍ଥୀ କରାଯାଇଛି । ପି.ଜେ କୁରିଏନଙ୍କ କାର୍ଯ୍ୟକାଳ…
Read More...

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ ବିଜେଡି ! ସୂଚନା ଦେଲେ ବିଜେଡି ସୁପ୍ରିମୋ,…

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ବିଜୁ ଜନତା ଦଳ ସମର୍ଥନ କରିବ । ଏନେଇ ଆଜି ମୁମ୍ବାଇରୁ ଫେରିବା ପରେ ସୂଚନା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ନିଜ ସମର୍ଥନ ଦେବ ବିଜେଡି । ଏହି ପ୍ରସଙ୍ଗରେ ବିହାର…
Read More...

ସଫଳତାର ୧୦ଟି ମନ୍ତ୍ର ! ସମାଜ ପାଇଁ ପ୍ରେରଣା ପାଲଟିଛନ୍ତି ହାତଗୋଡ ନଥିବା ବିଶ୍ୱପ୍ରସିଦ୍ଧ ବ୍ୟକ୍ତିତ୍ୱ ନିକ୍…

ତାଙ୍କର ହାତଗୋଡ ନାହିଁ କିନ୍ତୁ ତାଙ୍କୁ ଦିବ୍ୟାଙ୍ଗ ମଧ୍ୟ କୁହାଯାଇପାରିବ ନାହିଁ । ଶାରୀରିକ ଅକ୍ଷମତା ରହିଥିଲେ ମଧ୍ୟ ତାଙ୍କ ଚିନ୍ତାଧାକା ଆଜି ପୁରା ଦୁନିଆ ପାଇଁ ପାଲଟିଛି ପ୍ରେରଣା । ସଫଳତାର ଏହି ୧୦ ଟି ମନ୍ତ୍ର ଦିଅନ୍ତି ହାତଗୋଡ ନଥିବା ବିଶ୍ୱପ୍ରସିଦ୍ଧ ବ୍ୟକ୍ତିତ୍ୱ ନିକ୍ ବୁଜିସିକ୍ ।…
Read More...

ସାବଧାନ ଚୀନ, ପାକିସ୍ତାନ ! ଭାରତ ପାଖରେ ରହିଛି ଦୁନିଆକୁ ଧ୍ୱଂସ କରିଦେବା ଭଳି ଅସ୍ତ୍ର, କୌଣସି ସମୟରେ ବି ଶତ୍ରୁକୁ…

ଭାରତୀୟ ସେନା ଏବେ ସମସ୍ତ କ୍ଷେତ୍ରରେ ଆଗୁଆ ରହିଛି । ଅନ୍ୟ ଦେଶର ସୈନ୍ୟମାନଙ୍କ ଅପେକ୍ଷା ଭାରତୀୟ ସେନା ଏବେ ଅଧିକ ଶକ୍ତିଶାଳି ହୋଇ ଉଠିଛି । ୧୯୬୨ରେ ଭାରତ ଚୀନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭାରତ ହାରିଯାଇଥିଲା ସତ କିନ୍ତୁ ଏବେ ଚୀନ ଠାରୁ ଭାରତ ଅଧିକ ଶକ୍ତିଶାଳି ହୋଇଯାଇଛି । ତେବେ ଆସନ୍ତୁ…
Read More...

ମରିନା ବିଚରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ବିଦାୟ ନେଲେ ଦ୍ରାବିଡ ଯୋଦ୍ଧା : ରାଜନୈତିକ ଗୁରୁ ଆନ୍ନାଦୁରାଇଙ୍କ…

କନକ ବ୍ୟୁରୋ : ଚିରନିଦ୍ରାରେ କରୁଣାନିଧି । ଚେନ୍ନାଇର ମରିନା ବିଚରେ ଡିଏମକେ ସୁପ୍ରିମୋଙ୍କୁ ଦିଆଯାଇଛି ଅନ୍ତିମ ବିଦାୟ । ସଂପୂଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରୁଣାନିଧିଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଆଜି ସକାଳୁ ଶେଷ ଦର୍ଶନ ପରେ ହଜାର ହଜାର ସମର୍ଥକଙ୍କ ଗହଣରେ ସନ୍ଧ୍ୟା ୫ଟାରେ…
Read More...

ଅବତରଣ ବେଳେ ଏୟାରପୋର୍ଟରେ ନିୟନ୍ତ୍ରଣ ହରାଇଲା ବିମାନ ! ଭାଙ୍ଗିଲା ପାଚେରୀ, ଗଛରେ ପିଟିହେଲା ବିମାନ ।

ରାଜସ୍ଥାନର ଶ୍ରୀଗଙ୍ଗାନଗର ବିମାନବନ୍ଦରରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଆଜି ଏକ ବିମାନ ଏୟାରପୋର୍ଟର ବାଉଣ୍ଡ୍ରୀ କାନ୍ଥକୁ ଭାଙ୍ଗିବା ସହ ବାହାରକୁ ଚାଲିଯାଇଛି । ସୁପ୍ରିମ ଏୟାରଲାଇନ୍ସର ୯ ସିଟ୍ ବିଶିଷ୍ଟ ଏହି ବିମାନ ଜୟପୁର ଠାରୁ ଶ୍ରୀଗଙ୍ଗାନଗର ଆସୁଥିଲା । କିନ୍ତୁ…
Read More...