ପଞ୍ଜାବରେ କଂଗ୍ରେସର ବଲ୍ଲେ ବଲ୍ଲେ ! ବିଜେପିକୁ ପଛରେ ପକାଇ ୧୦ଟି ଲୋକସଭା ଆସନରେ ଆଗୁଆ ରହିଛି କଂଗ୍ରେସ ।

117

କନକ ବ୍ୟୁରୋ : ପଞ୍ଜାବରେ କଂଗ୍ରେସର ବଲ୍ଲେ ବଲ୍ଲେ । ୨୦୧୯ ନିର୍ବାଚନର ଆଜି ଆସିବ ଫଳାଫଳ, ଚାଲିଛି ଭୋଟଗଣତି । ଟ୍ରେଣ୍ଡିଂ ରିପୋର୍ଟ ଅନୁଯାୟୀ, ସାରା ଦେଶରେ ବିଜେପି ଆଗୁଆ ରହିଥିବା ବେଳେ, ପଞ୍ଜାବରେ କିନ୍ତୁ କମାଲ୍ ଦେଖାଉଛି କଂଗ୍ରେସ । ପଞ୍ଜାବର ମୋଟ୍ ୧୩ଟି ଲୋକସଭା ଆସନରୁ ୧୦ଟି ଲୋକସଭା ଆସନରେ ଆଗୁଆ ରହିଛି କଂଗ୍ରେସ । ତେବେ ମାତ୍ର ୨ଟି ସିଟରେ ବିଜେପି ଏଠାରୁ ଲିଡ୍ କରୁଛି ।