କନକ ବ୍ୟୁରୋ : ୧୯ କୁରୁକ୍ଷେତ୍ରରେ କିଏ ପିନ୍ଧିବ ବିଜୟ ମୁକୁଟ, ସେନେଇ ଚାଲିଛି ମତଗଣନା । କଂଗ୍ରେସର ଗଡ କୁହାଯାଉଥିବା ଉତ୍ତରପ୍ରଦେଶର ରାଏବରେଲିର ଲୋକସଭା ଆସନରେ ଦିନ ୧୨ଟା ୫୦ ସୁଦ୍ଧା ଆଗରେ ରହିଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି । ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ବିଜେପି ପ୍ରାର୍ଥୀ ଦିନେଶ ପ୍ରତାପ ସିଂହଙ୍କୁ ପଛରେ ପକାଇ ଆଗକୁ ବଢିଚାଲିଛନ୍ତି କଂଗ୍ରେସ ପ୍ରାର୍ଥୀ ସୋନିଆ ଗାନ୍ଧି । ତେବେ ରାଏବରେଲି ଆସନକୁ କଂଗ୍ରେସ ପୁଣି ଥରେ ନିଜ ଅକ୍ତିଆରକୁ ନେଉଛି, ନା ଗଡ ଭାଙ୍ଗିବାରେ ବିଜେପି ସମର୍ଥ ହେଉଛି, ତାହା ଶେଷ ପର୍ଯ୍ୟାୟ ଭୋଟଗଣତି ପରେ ହିଁ ଜଣାପଡିବ ।
ରାଏବରେଲିରେ ପୁଣି ରାଜ୍ କରିବ କି କଂଗ୍ରେସ । ବିଜେପିକୁ ପଛରେ ପକାଇ ଆଗକୁ ବଢିଚାଲିଛନ୍ତି ସୋନିଆ ଗାନ୍ଧି ।
/kanak/media/post_attachments/wp-content/uploads/2016/08/28-1438024341-soniagandhi.jpg)