ଭାରତ ପାଇଁ ପଦକ ବର୍ଷା: ଅନୁ ରାଣୀ, ସନ୍ଦିପ କୁମାର ଜିତିଲେ ବ୍ରୋଞ୍ଜ ।

62

କନକ ବ୍ୟୁରୋ: ସୁପର ସନଡେରେ ଭାରତ ପାଇଁ ପଦକ ବର୍ଷା ଜାରି ରହିଛି । ଭାରତ ଖାତାରେ ଗୋଟିଏ ପରେ ଗୋଟିଏ ପଦକ ବଢିଚାଲିଛି । ମହିଳା ଜାଭଲେନ ଥ୍ରୋରେ ବ୍ରୋଞ୍ଜ ପଦକ ହାତେଇଛନ୍ତି ଅନୁରାଣୀ । ସେହିଭଳି ୧୦ ହଜାର କିମି ଚାଲିରେ ସନ୍ଦିପ କୁମାର ବ୍ରୋଞ୍ଜ ହାତେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତ ୧୬ ସ୍ୱର୍ଣ୍ଣ, ୧୨ଟି ରୌପ୍ୟ, ୧୯ଟି ବ୍ରୋଞ୍ଜ ସହ ମୋଟ ୪୭ ପଦକ ହାତେଇସାରିଛି ।