Browsing Category

ଦେଶ ବିଦେଶ

ଟୋୟୋଟା କିର୍ଲୋସ୍କାର ଭାଇସ୍-ଚେୟାରମ୍ୟାନ୍ ବିକ୍ରମ୍ କିର୍ଲୋସ୍କାରଙ୍କ ହୃଦଘାତରେ ପରଲୋକ । ଆଜି ଶେଷକୃତ୍ୟ

କନକ ବ୍ୟୁରୋ: ଟୋୟୋଟା କିର୍ଲୋସ୍କାର ମୋଟରର ଉପାଧ୍ୟକ୍ଷ ବିକ୍ରମ କିର୍ଲୋସ୍କାରଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା । ଆଜି ଦ୍ୱିପହରରେ ବେଙ୍ଗାଲୁରୁ ସ୍ଥିତ ହେବ୍ୱଲ ଶ୍ମଶାନରେ କରାଯିବାର ସୂଚନା ରହିଛି ।…
Read More...

ବୋହୂ ପାଇଁ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନିଙ୍କୁ ନୋଟିସ୍ । ଜବାବ ଦାଖଲ କରିବାକୁ ମାସେ ସମୟ ।

କନକ ବ୍ୟୁରୋ: ବିସିସିଆଇ ବସ ତଥା ସଭାପତି ରୋଜର ବିନ୍ନିଙ୍କୁ ନୋଟିସ୍ ହୋଇଛି। ବୋହୂ ମୟନ୍ତି ଲଙ୍ଗେର ଷ୍ଟାର ସ୍ପୋର୍ଟସରେ ନିଯୁକ୍ତ ଅଛନ୍ତି। ଏପରି ସ୍ଥିତିରେ ବୋର୍ଡର ସ୍ୱାର୍ଥକୁ ଆଞ୍ଚ ଆସିପାରେ। ତେଣୁ ଏହାଉପରେ ଜବାବ ମଗାଯାଇଥିବା ସୂଚନା ରହିଛି। ବିସିସିଆଇର ନୈତିକ ଅଧିକାରୀ ବିନିତ…
Read More...

ଶୋଏବ ମଲ୍ଲିକଙ୍କୁ ବିବାହ କରିବେ ପାକ୍ ଅଭିନେତ୍ରୀ? ସମ୍ପର୍କକୁ ନେଇ କ’ଣ କହିଲେ ଆୟଶା ଉମର?

କନକ ବ୍ୟୁରୋ: ଟେନିସ୍ ସେନ୍ସେସନ୍ ସାନିିଆ ମିର୍ଜା ଓ କ୍ରିକେଟର ଶୋଏବଙ୍କ ବିବାହ ବିଚ୍ଛେଦକୁ ନେଇ କିଛି ଦିନ ହେବ ଖୁବ୍ ଚର୍ଚ୍ଚା ହେଉଛି । ଏନେଇ ପାକ୍ ଗଣମାଧ୍ୟମ ସହ ଉଭୟଙ୍କ ସମ୍ପର୍କୀୟ ମଧ୍ୟ ଦାବି କରିବା ପରେ ଏବେ ଆଉ ଏକ ଖବରକୁ ନେଇ ଚର୍ଚ୍ଚା । ଶୋଏବଙ୍କ ସହ ସମ୍ପର୍କକୁ ନେଇ ପାକ୍…
Read More...

୧୦ ବର୍ଷରେ ୧୫୦୦ ପରମାଣୁ ଅସ୍ତ୍ର ତିଆରି କରିବ ଚୀନ୍ : ପେଣ୍ଟାଗନ୍ ରିପୋର୍ଟ

କନକ ବ୍ୟୁରୋ: ୨୦୩୫ ସୁଦ୍ଧା ଚୀନ୍ ପ୍ରାୟ ୧,୫୦୦ ପରମାଣୁ ଅସ୍ତ୍ର ବୋଲି ଦାବି କରିଛି ଚୀନ୍ । ପେଣ୍ଟାଗନ୍ ରିପୋର୍ଟରେ ଏହା ପ୍ରକାଶ ପାଇଛି । ବର୍ତ୍ତମାନ ଚୀନର ଆଣବିକ ଅସ୍ତ୍ରଶସ୍ତ୍ରର ସଂଖ୍ୟା ପାଖାପାଖି ୪୦୦ ରହିଛି । ପେଣ୍ଟାଗନ୍ ରିପୋର୍ଟରେ ଦାବି କରାଯାଇଛି ଯେ ୨୦୩୫ ସୁଦ୍ଧା ଚୀନ୍ ପାଖରେ…
Read More...

ଜାମିନ୍ ସତ୍ୱେ ଜେଲରୁ ମୁକୁଳି ପାରୁନଥିବା ଗରିବ କଏଦୀଙ୍କୁ ଆଶ୍ୱସ୍ତି : ଜେଲ ଅଧିକାରୀଙ୍କୁ କ’ଣ ନିର୍ଦ୍ଦେଶ ଦେଲେ…

କନକ ବ୍ୟୁରୋ : ଜାମିନ୍ ପାଇବା ପରେ ବି ଦେଶର ବିଭିନ୍ନ ଜେଲରେ ଛୋଟ ଅପରାଧରେ ଶଢୁଛନ୍ତି ଅନେକ ଗରିବ । ସେମାନଙ୍କୁ ଖଲାସ କରିବା ପାଇଁ ନ୍ୟାୟପାଳିକ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆବେଗପୂର୍ଣ୍ଣ ଭାଷଣ ଦେଇଥିଲେ । ଏହା ପରେ ସୁପ୍ରିମକୋର୍ଟ ଏ ଦିଗରେ ତତ୍ପରତା…
Read More...

ବ୍ୟକ୍ତିଙ୍କର ୪ ରାଜ୍ୟରେ ୬ ସ୍ତ୍ରୀ! ଯୁୁଆଡେ ଯାଆନ୍ତି ବାହା ହୁଅନ୍ତି, ଶେଷରେ ଧରା ପକାଇଦେଲେ ଶଳା ।

କନକ ବ୍ୟୁରୋ: ଆଜିକା ଦୁନିଆରେ ଅଜବ ଅଜବ ଖବର ସାମ୍ନାକୁ ଆସୁଛି । ଏପରି ଆଉ ଏକ ଅଜବ ଖବର ଆସିଛି ବିହାରରୁ । ବିହାର ଜମ୍ମୁଇର ବାସିନ୍ଦା ଛୋଟୁ ଖବର ଏବେ ପୁରା ରାଜ୍ୟରେ ଚର୍ଚ୍ଚିତ । ଏ ବ୍ୟକ୍ତି ଜଣଙ୍କର ୪ରାଜ୍ୟରେ ୬ଜଣ ସ୍ତ୍ରୀ ଅଛନ୍ତି । ସିଏ ଯୁଆଡେ ଯାଆନ୍ତି ସିଆଡେ ବାହା ହୁଅନ୍ତି । ଶେଷରେ…
Read More...

ଋଷ- ୟୁକ୍ରେନ୍ ଯୁଦ୍ଧ । କିଏ ହରାଇଛି କେତେ ସୈନ୍ୟ ଓ ସେନାଧିକାରୀ?

କନକ ବ୍ୟୁରୋ: କୌଣସି ଦୁଇ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧ ମଧ୍ୟରେ ସର୍ବାଧିକ ଦିନ ଚାଲିଲାଣି ଋଷ- ୟୁକ୍ରେନ୍ ଯୁଦ୍ଧ ।ଏଥିରେ କେବଳ ନିରୀହ ନାଗରିକଙ୍କ ଜୀବନ ଯାଇଛି ତା’ ନୁହେଁ ବରଂ ଅନେକ ହଜାର ହଜାର ସୈନ୍ୟ ଓ ସେନାଧିକାରୀ ମଧ୍ୟ ପ୍ରାଣ ହରାଇଛନ୍ତି । ଏ ବାବଦରେ ରିପୋଟଁ ପ୍ରକାଶ କରିଛି ‘ଦି…
Read More...

ଚୀନରେ କୋହଳ ହୋଇପାରେ ଜିରୋ-କୋଭିଡ୍ ନୀତି : ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ପରେ ସରକାର ଜାରି କରିପାରନ୍ତି ନୂଆ…

କନକ ବ୍ୟୁରୋ : ଚୀନରେ କୋହଳ ହୋଇପାରେ ଜିରୋ-କୋଭିଡ୍ ନୀତି । ଗତ କିଛି ମାସ ଧରି ଲାଗୁ ହୋଇଥିବା ଜିରୋ କୋଭିଡ୍ ନୀତିକୁ ଜୋରଦାର ବିରୋଧ କରାଯାଇଥିଲା । ଲୋକଙ୍କ ଆକ୍ରୋଶକୁ ଦୃଷ୍ଟିରେ ରଖି ସରକାର କଟକଣା କୋହଳ କରିବା ପାଇଁ ନୂଆ ନିର୍ଦ୍ଦେଶାନାମା ଜାରି କରିପାରନ୍ତି । ଗତ କିଛି ଦିନ ଧରି ବେଜିଂ…
Read More...

ରାଜସ୍ଥାନ ରାଜନୀତିରେ ନୂଆ ମୋଡ, ଗୋଟିଏ ଷ୍ଟେଜରେ ଦେଖାଦେଲେ ଗେହଲଟ ଓ ପାଇଲଟ୍

କନକ ବ୍ୟୁରୋ : ରାଜସ୍ଥାନ ରାଜନୀତିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଯୁବନେତା ସଚିନ ପାଇଲଟଙ୍କ ମଧ୍ୟରେ ଯେଉଁ ବିବାଦ ଚାଲିଛି ସେ ନେଇ ପ୍ରତିଦିନ କିଛି ନା କିଛି ନୂଆ କଥା ସାମ୍ନାକୁ ଆସୁଛି । ଏହା ଭିତରେ ଆର୍ଶ୍ଚଯ୍ୟ କରିଛି ନୂଆ ଫଟୋ । ଗୋଟିଏ ମଂଚରେ ପାଇଲଟ ଓ ଗେହଲଟ ଏକାଠି ଛିଡା ହୋଇଥିବା…
Read More...

ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର । ଟିକାର ପ୍ରତିିକୁଳ ପ୍ରଭାବ ପାଇଁ ସରକାର ଦାୟି ନୁହଁନ୍ତି ବୋଲି…

କନକ ବ୍ୟୁରୋ : କରୋନା ଟିକାରେ ହୋଇଥିବା ମୃତ୍ୟୁ ପ୍ରସଙ୍ଗ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । କରୋନା ଟିକା ଦ୍ୱାରା ହେଉଥିବା ମୃତ୍ୟୁ ପାଇଁ ସରକାର ଦାୟୀ ନୁହଁନ୍ତି ବୋଲି ସତ୍ୟପାଠରେ କୁହାଯାଇଛି । କରୋନା ଟିକା ଦ୍ୱାରା ହୋଇଥିବା କଥିତ ମୃତ୍ୟୁ…
Read More...