Browsing Category

Top 2

ପଦ୍ମପୁର ସଭାରୁ ବିଜେଡିକୁ ଟାର୍ଗେଟ କଲେ ନଡ୍ଡା । କହିଲେ ଓଡ଼ିଶାରେ ଅଧିକାରୀ ଚଳାଉଛନ୍ତି ସରକାର, ୨୪ ବର୍ଷରେ ବହୁତ…

କନକ ବ୍ୟୁରୋ : ପଦ୍ମପୁରରେ ବିଶାଳ ଜନସଭାରେ ଯୋଗ ଦେଇ ମୋଦୀ ସରକାରର ସଫଳତା ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ନିଜ ଅଭିଭାଷଣରେ ନଡ୍ଡା କହିଛନ୍ତି, ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଦେଶରେ ରାଜନୀତିର ପରିଭାଷା ବଦଳିଛି । ୧୦ ବର୍ଷ ପୂର୍ବେ…
Read More...

ବିଜେଡି-ବିଜେପି ମିଶି ଓଡ଼ିଶାକୁ ବରବାଦ କରିଛନ୍ତି, ଉଭୟ ଦଳକୁ ଓଡ଼ିଶାରୁ ହଟାଇବାକୁ ଆହ୍ୱାନ ଦେଲେ କଂଗ୍ରେସ ଅଧ୍ୟକ୍ଷ…

କନକ ବ୍ୟୁରୋ : ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଓଡ଼ିଶାର ଭଲ ପାଇଁ ଉଭୟ ବିଜେପି-ବିଜେଡି ମିଳିତ ଭାବେ କାମ କରିବେ ବୋଲି ଭାବୁଥିଲୁ । କିନ୍ତୁ ତାହା କରିପାରିଲେ ନାହିଁ । ଏଠାରେ ବିଜେପି-ବିଜେଡି…
Read More...

ଶପଥ ପରେ ପୂରଣ ହେବ ନବୀନ ଗ୍ୟାରେଣ୍ଟି । ବିଜେଡି କହିଲା, ଯୁବବର୍ଗଙ୍କ ପାଇଁ ନବୀନ ଆଣିଥିବା ଇସ୍ତାହାର କାର୍ଯ୍ୟକାରୀ…

କନକ ବ୍ୟୁରୋ : ନିର୍ବାଚନୀ ଇସ୍ତାହାରକୁ ନେଇ ବିଜେଡିର ପ୍ରେସମିଟ୍ । ବିଜେଡି ମୁଖପାତ୍ର ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ବିଜେଡି ଇସ୍ତାହାର ଗତ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଥିଲେ । ନବୀନଙ୍କ ୨୪ ଗ୍ୟାରେଣ୍ଟି ମଧ୍ୟରୁ ପ୍ରଥମ…
Read More...

ଖଲ୍ଲିକୋଟରେ ନିର୍ବାଚନୀ ହିଂସା । ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କହିଲେ ପୋଲିସ ନେବ କଡା…

କନକ ବ୍ୟୁରୋ : ଖଲ୍ଲିକୋଟରେ ପ୍ରାକ ନିର୍ବାଚନ ହିଂସାକୁ ନେଇ ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଘଟଣାରେ ଦୁଃଖପ୍ରକାଶ କରିବା ସହ ନବୀନ କହିଛନ୍ତି, ଗଣତନ୍ତ୍ରରେ ଏଭଳି ହିଂସାର ସ୍ଥାନ ନାହିଁ । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ…
Read More...

ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର, ନବୀନ ବାବୁଙ୍କୁ ଲୋକେ ଆରାମ ଦେବାକୁ ଚାହୁଁଛନ୍ତି । ମେଗା ରୋଡ ସୋ’ରେ ବର୍ଷିଲେ…

କନକ ବ୍ୟୁରୋ : ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର, ନବୀନ ବାବୁଙ୍କୁ ଲୋକେ ଆରାମ ଦେବାକୁ ଚାହୁଁଛନ୍ତି । ଭୁବନେଶ୍ୱରରେ ମେଗା ରୋଡ ସୋ’ କରି କିଛି ଏମିତି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବିଜେଡି ସରକାରକୁ ଟାର୍ଗେଟ କରିବା ସହ ନଡ୍ଡା କହିଛନ୍ତି, ଓଡ଼ିଶାରେ ସମସ୍ତ…
Read More...

ଓଡ଼ିଶା ଲୋକ ଟା ଟା ବାଏ ବାଏ କଲେଣି, ନବୀନ ବାବୁ ଆଉ ସରକାରକୁ ଆସିବେନି । ସୋରଡା ମାଟିରୁ ବିଜେଡିକୁ ଟାର୍ଗେଟ କଲେ ଶାହା…

କନକ ବ୍ୟୁରୋ : ସୋରଡାରେ ଅମିତ ଶାହାଙ୍କ ଜୋରଦାର ପ୍ରଚାର । ଜନସଭା ଆରମ୍ଭରୁ ବିଜେଡିକୁ ଟାର୍ଗେଟ କରିଛନ୍ତି ଶାହା । ଏହାସହ ନବୀନ ସରକାର ପୁଣିଥରେ ଆସିବନି ବୋଲି କହି ବିଜେପି କର୍ମୀଙ୍କ ମନରେ ଜୋଶ ଭରିଛନ୍ତି ଶାହା । ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର ଆଦିବାସୀ ଭଉଣୀ ଦ୍ରୌପଦୀ ମୁର୍ମୁଙ୍କୁ…
Read More...

ଇଣ୍ଡିଆ ମେଣ୍ଟ ସରକାରକୁ ଆସିଲେ ଜୁଲାଇ ୪ରୁ ଗରିବ ପରିବାରର ମହିଳାଙ୍କ ଆକାଉଣ୍ଟକୁ ଆସିବ ୮୫୦୦ ଟଙ୍କା । ରାହୁଲ କହିଲେ,…

କନକ ବ୍ୟୁରୋ : ବଲାଙ୍ଗୀରରେ ରାହୁଲ ଗାନ୍ଧୀଙ୍କ ପ୍ରଚାର । କୋଶଳ କଳାମଣ୍ଡଳ ସମାବେଶରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ଜନସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ଏ ଯେଉଁ ଲଢେଇ ଚାଲିଛି ତାହା ୨ ବିଚାରଧାରା ମଧ୍ୟରେ ରହୁଛି । କିନ୍ତୁ ପ୍ରଥମଥର କୌଣସି…
Read More...

ଦମ୍ଭୋକ୍ତି ଦେଖାଇଲା ବିଜେପି । କହିଲା, ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୮ ଆସନ ଜିତିବ ଦଳ, ଲୋକସଭାରେ ପାଇବ ମୋଟ ୧୬…

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ଭୋଟ୍ ସରିବା ପରେ ଆରମ୍ଭ ହୋଇଛି ବୟାନବାଜି । ବିଜେଡି ୨୮ରୁ ୨୪ ଆସନ ଜିତିବା ନେଇ ଦମ୍ଭୋକ୍ତି ଦେଖାଇବା ପରେ ବିଜେପି କହିଛି ପ୍ର୍ଥମ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ୨୮ରୁ ୧୮ ଆସନରେ ଜିତିବ ଦଳ । ବିଜେଡି ଯାହା କହିଲେ ବି ଏ ଫଳାଫଳରେ ଫରକ ପଡିବନି ।…
Read More...

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ପାଣ୍ଡିଆନ ଦେଲେ ହିସାବ । କହିଲେ, ୨୮ ଆସନରୁ ୨୪ ଆସନରେ ଜିତିବ ବିଜେଡି । 

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଏହାର ଫଳାଫଳକୁ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ଖବର ସରବରାହ ସଂସ୍ଥାକୁ ଏନଏନଆଇକୁ ସୂଚନା ଦେଇ ପାଣ୍ଡିଆନ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୨୮ଟି ଆସନରୁ ୨୪ଟି ଆସନରେ ଜିତିବ ବିଜେଡି ।…
Read More...

ଧର୍ମେନ୍ଦ୍ରଙ୍କ ଜନ୍ମମାଟିରୁ ପାଣ୍ଡିଆନଙ୍କ ଟାର୍ଗେଟ । କହିଲେ, କେନ୍ଦ୍ରମନ୍ତ୍ରୀ ଭାବେ ନିଜ ଗାଁ, ନିଜ ଅଞ୍ଚଳ ପାଇଁ…

କନକ ବ୍ୟୁରୋ : ପାଲଲହଡାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ରହିଛନ୍ତି । କେନ୍ଦ୍ରମନ୍ତ୍ରୀ ଚାହିଁଥିଲେ ପାଲଲହଡା ମାଟିର…
Read More...