Browsing Category

ଖେଳ

କ୍ରିକେଟ ଖେଳ ନିୟମରେ ହେବ ତିନି ବଡ ପରିବର୍ତନ, ଜୁନ ୧ ରୁ ଲାଗୁ ହେବ ଆଇସିସିର ନୂଆ ନିୟମ

କନକ ବ୍ୟୁରୋ : କ୍ରିକେଟ ଖେଳ ନିୟମରେ ହେବ ବଡ ପରିବର୍ତନ । ଜୁନ ୧ ରୁ ଲାଗୁ ହେବ ଆଇସିସିର ନୂଆ ନିୟମ । ଏଣିକି ଖେଳାଳିଙ୍କୁ ସବୁବେଳେ ହେଲମେଟ ପିନ୍ଧିବାକୁ ପଡିବ । ଖେଳାଳୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛି ଆର୍ନ୍ତଜାତୀୟ କ୍ରିକେଟ ପରିଷଦ । ସେହିପରି ଥାର୍ଡ…
Read More...

ଆଇପିଏଲରେ ଲମ୍ବା ଛକା ମାରିଥିବା ଖେଳାଳି କିଏ? କେତେ ମିଟର ଛକା ରେକର୍ଡ କରାଯାଇଛି? ଲମ୍ବା ଛକା ଲିଷ୍ଟର ଟପ୍ ୫ରେ…

କନକ ବ୍ୟୁରୋ : ଚଳିତ ବର୍ଷ ଆଇପିଏଲର ପ୍ରତି ମ୍ୟାଚ ରୋମାଂଚକ ହେବାରେ ଲାଗିଛି । ପ୍ରତି ମ୍ୟାଚରେ ସଂଘର୍ଷ ଦେଖିବାକୁ ମିଳୁଛି । ଶେଷ ବଲ ପର୍ଯ୍ୟନ୍ତ ମ୍ୟାଚ କିଏ ବିଜୟୀ ହେବ ତାହା ମଧ୍ୟ କହି ହେଉନି । ତେବେ ଟୁର୍ଣ୍ଣାମେଂଟର ପ୍ରତି ମ୍ୟାଚରେ ବଡ଼ ବଡ଼ ଛକା ଦେଖିବାକୁ ମିଳିଥାଏ । ଏପରିକି ଲମ୍ବା…
Read More...

ଆଇସିୟୁରେ ଥିଲେ ବାପା, ମୁଁ ତାଙ୍କ ପାଇଁ ମ୍ୟାଚ ଖେଳୁଥିଲି । ମୁମ୍ବାଇ ବିପକ୍ଷରେ ଦଳକୁ ବିଜୟୀ କରି ଭାବବିହ୍ୱଳ ହେଲେ…

କନକ ବ୍ୟୁରୋ : ମୁମ୍ବାଇ-ଲକ୍ଷ୍ନୌ ରୋମାଞ୍ଚକର ମ୍ୟାଚର ହିରୋ ସାଜିଛନ୍ତି ମୋହସିନ ଖାନ୍ । ଶକ୍ତିଶାଳୀ ମୁମ୍ବାଇକୁ ଶେଷ ଓଭରରେ ନାକେଦମ କରିବା ସହ ନିଶ୍ଚିତ ବିଜୟ ହାତରୁ ଛଡାଇ ଆଣିଥିଲେ ମୋହସିନ । ଆଉ ଲକ୍ଷ୍ନୌର ଏହି ବିଜୟ ପରେ ମୋହସିନଙ୍କୁ ନେଇ କ୍ରିକେଟ ଜଗତରେ ଚର୍ଚ୍ଚା । ତେବେ ଦଳକୁ ବିଜୟ…
Read More...

ଆଇପିଏଲ ମହାସମର : ହାଇଦ୍ରାବଦକୁ ହରାଇ ପ୍ରଥମ ଟିମ ଭାବେ ପ୍ଲେ ଅଫରେ ଗୁଜରାଟ

କନକ ବ୍ୟୁରୋ : ଆଇପିଏଲରେ ହାଇଦ୍ରାବାଦକୁ ହରାଇକୁ ପ୍ରଥମ ଟିମ୍ ଭାବେ ପ୍ଲେ ଅଫରେ ଗୁଜରାଟ । ଶୁଭମନ ଗିଲଙ୍କ ବିସ୍ଫୋରକ ଶତକ ବଳରେ ସନରାଜଜର୍ସ ହାଇଦ୍ରାବାଦକୁ ୩୪ ରନରେ ହରାଇଛି ଡିଫେଣ୍ଡିଙ୍ଗ୍ ଚାମ୍ପିୟନ ଗୁଜରାଟ ଟାଇଟନ୍ସ । ପ୍ରଥମ ବ୍ୟାଟିଂ କରି ଗୁଜରାଟ ୯ ୱିକେଟ୍ ହରାଇ ୧୮୮ ରନ କରିଥିଲା ।…
Read More...

ବଦଳିଲା କ୍ରିକେଟର ଗୁରୁତ୍ୱପୂର୍ଣ୍ଣ ନିୟମ । ହାଇରିସ୍କ ପୋଜିସନରେ ଏବେ ହେଲମେଟ୍ ବାଧ୍ୟତାମୂଳକ । କ୍ରିକେଟରୁ ବିଦାୟ…

କନକ ବ୍ୟୁରୋ: ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ୍ କ୍ରିକେଟର ନିୟମରେ ପରିବର୍ତନ ଆଣିଛି । କ୍ରିକେଟ୍ ଖେଳରେ ଏବେ ସାମିଲ ହୋଇଛି ୩ଟି ଗୁରୁତ୍ୱପୂର୍ଣ୍ଣ ନିୟମ । ଏହି ନୂଆ ନିୟମ ଅନୁସାରେ, ଏଣିକି ଆଉ ଅମ୍ପାୟାର୍ସଙ୍କ ସଫ୍ଟ ସିଗନାଲ ରହିବ ନାହିଁ । ତା ସହିତ ରିସ୍କ ପୋଜିସନରେ ବ୍ୟାଟିଂ,…
Read More...

ଶାସ୍ତ୍ରୀଙ୍କ ବଡ ବୟାନ । ଟି-୨୦ରେ ରୋହିତ, କୋହଲିଙ୍କଠାରୁ ଆଗକୁ ବଢୁ ଟିମ୍ ଇଣ୍ଡିଆ । ଯୁବ ଖେଳାଳିଙ୍କୁ ଟିମରେ ମିଳୁ…

କନକ ବ୍ୟୁରୋ: ଦିନିକିଆ ବିଶ୍ୱକପ୍ ପରେ ୨୦୨୪ରେ ଖେଳାଯିବାକୁ ଅଛି ଟି-୨୦ ବିଶ୍ୱକପ୍ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ କେଉଁ ଭଳି ଦଳ ପଡିଆକୁ ଓହ୍ଲାଇବା ଦରକାର, ସେନେଇ ବଡ ବୟାନ ଦେଇଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ରବିଶାସ୍ତ୍ରୀ । ତାଙ୍କ କହିବା କଥା, ଏବେ ସମୟ ଆସିଯାଇଛି, ଟିମ୍ ଇଣ୍ଡିଆ…
Read More...

ଆଇପିଏଲ ମହାସମର : ଚେନ୍ନାଇରେ ଚେନ୍ନାଇ ସୁପର କିଙ୍ଗସକୁ ହରାଇଲା କୋଲକତା ନାଇଟ ରାଇଡର୍ସ

କନକ ବ୍ୟୁରୋ : ଚେନ୍ନାଇରେ ଚେନ୍ନାଇ ସୁପର କିଙ୍ଗସକୁ ହରାଇଲା କୋଲକତା ନାଇଟ ରାଇଡର୍ସ । ଅଧିନାୟକ ନୀତିଶ ରାଣା ଏବଂ ରିଙ୍କୁ ସିଂଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନାଇକୁ ୬ ୱିକେଟରେ ହରାଇଛି କୋଲକତା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୪୪ ରନ କରିଥିଲା ଚେନ୍ନାଇ ।…
Read More...

ଭାଙ୍ଗୁ ଭାଙ୍ଗୁ ବଞ୍ଚିଗଲା ଯୁବରାଜଙ୍କ ରେକର୍ଡ । ଆଇପିଏଲରେ ନୂଆ ଇତିହାସ ରଚିଲେ ଯଶସ୍ୱୀ ଜୟସ୍ୱାଲ ।

କନକ ବ୍ୟୁରୋ : ଆଇପିଏଲ ୨୦୨୩ରେ ଭାରତୀୟ ଯୁବ ପ୍ରତିଭାଙ୍କ କରିସ୍ମା ଦେଖିବାକୁ ମିଳୁଛି । କୋଲକାତା ବିପକ୍ଷ ମ୍ୟାଚରେ ଯଶସ୍ୱୀ ଜୟସ୍ୱାଲ ବିସ୍ଫୋରକ ଇନିଂସ ଖେଳି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । କୋଲକାତା ବିପକ୍ଷରେ ୯ ୱିକେଟରେ ବିଜୟ ହାସଲ କରିଛି ରାଜସ୍ଥାନ । କିନ୍ତୁ ଏହି ମ୍ୟାଚରେ ନୂଆ…
Read More...

ଭାରତରେ ହେବ ବିଶ୍ୱକପ୍, ଖେଳିବ କି ପାକିସ୍ତାନ? ଆଇସିସି ଦେଲା ବଡ ସଂକେତ, କ୍ରିକେଟପ୍ରେମୀଙ୍କ ପାଇଁ ଆସିଲା ବଡ ଖବର ।

କନକ ବ୍ୟୁରୋ : ଏସିଆ କପକୁ ନେଇ ବିସିସିଆଇ-ପିସିବି ମଧ୍ୟରେ ବିବାଦ ଛିଡିନଥିବା ବେଳେ ଭାରତରେ ହେବାକୁ ଥିବା ବିଶ୍ୱକପକୁ ନେଇ ଆସିଛି ବଡ ଅପଡେଟ୍ । ବିଶ୍ୱକପରେ ପାକିସ୍ତାନ ଖେଳିବ କି ନାହିଁ ସେନେଇ ପିସିବି ପକ୍ଷରୁ ଆଇସିସିକୁ କୌଣସି ଲିଖିତ ଅନୁମତି ମିଳିନାହିଁ । ଏଭଳି ସ୍ଥିତିରେ ଭାରତରେ…
Read More...

ଅନକ୍ୟାପଡ ଖେଳାଳୀ ଆଇପିଏଲରେ ମଚାଉଛନ୍ତି ଧୁମ । ଖୁବଶୀଘ୍ର ଟିମ୍ ଇଣ୍ଡିଆରେ ମିଳିପାରେ ସୁଯୋଗ ।

କନକ ବ୍ୟୁରୋ : ଆଇପିଏଲ ଅନେକ ଖେଳାଳୀଙ୍କୁ ପରିଚିତ କରିଛି । ଆଇପିଏଲରେ ପ୍ରଦର୍ଶନ କାରଣରୁ ଅନେକ ଖେଳାଳୀଙ୍କୁ ଜାତୀୟ ଦଳରୁ ଡାକରା ଆସିଛି । ଆଇପିଏଲ ଏମିତି ଏକ ପ୍ଲାଟଫର୍ମ ପାଲଟିଛି ଯେଉଁଠି ଅଜଣା ଖେଳାଳି ରାତାରାତି ଷ୍ଟାର ପାଲଟିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା, ବୁମରାଙ୍କ ଭଳି ଖେଳାଳୀ…
Read More...