Browsing Category

ସ୍ପେଶାଲ୍ ରିପୋର୍ଟ

ମହାପ୍ରଭୁଙ୍କ ଅଲୌକିକ ମହିମା! ଦର୍ଶନ ନପାଇ ମନ ଦୁଃଖରେ ଫେରିଯାଉଥିଲେ ଭକ୍ତ, ମନକଥା ବୁଝି ନାରାୟଣ ବେଶରେ…

କନକ ବ୍ୟୁରୋ: ମହାସ୍ନାନ ଉତ୍ସବରେ ଅଧିକ ଗାଧେଇବା ଦ୍ୱାରା ପ୍ରଭୁଙ୍କୁ ଜ୍ୱର ହୁଏ । ଏହି ସମୟରେ ପ୍ରଭୁଙ୍କର ସାଧାରଣ ଦର୍ଶନ ବନ୍ଦ ରହେ ଏବଂ ୧୫ ଦିନ କାଳ ଚତୁର୍ଦ୍ଧାମୂରତି ଅଣସର ଘରେ ବିଜେ ହୁଅନ୍ତି । ପ୍ରଭୁଙ୍କ ଅଣସର ସମୟରେ ଭକ୍ତମାନେ ଶ୍ରୀଅଲାରନାଥଙ୍କ ଦର୍ଶନ ଲାଭ କରି କୃତକୃତ୍ୟ ହୁଅନ୍ତି…
Read More...

ଛୋଟ ପିଲାଙ୍କ ମୁହଁରେ ଗୁଞ୍ଜରିଲା “ହାଓ ଇଜ୍ ଦ ଜୋସ୍ ?” ର ନାରା ! ନିଜକୁ ରୋକି ନପାରି ଯବାନ ମଧ୍ୟ କହିଲେ “ହାଇ ସାର୍”…

ଅଭିନେତା ଭିକି କୌଶଲଙ୍କ ଅଭିନିତ ସିନେମା “ଉରି : ଦ ସର୍ଜିକାଲ୍ ଷ୍ଟ୍ରାଇକ୍” ରିଲିଜ୍ ହେବାକୁ ବହୁତ ଦିନ ହୋଇସାରିଥିଲେ ମଧ୍ୟ ଏହି ସିନେମାଟି ଲୋକଙ୍କୁ ଖୁବ୍ ପସନ୍ଦ ଆସିଥିଲା । ସତ୍ୟ ଘଟଣାକୁ ନେଇ ପର୍ଯ୍ୟବେସିତ ହୋଇଥିବା ଏହି ସିନେମା ଭାରତର ସର୍ଜିକାଲ୍ ଷ୍ଟ୍ରାଇକ୍ ଉପରେ ପ୍ରସ୍ତୁତ…
Read More...

‘ଅଣସର ତାଟି’ କ’ଣ ? ଅଣସର ସମୟରେ ତାଟି ଭିତରେ ଦାରୁ ବିଗ୍ରହମାନଙ୍କର ପୂଜା ହୁଏ ନାହିଁ କାହିଁକି ?

ସ୍ନାନବେଦୀରେ ହାତୀବେଶ ଖୋଲା ହେବା ପରେ, ଚତୁର୍ଦ୍ଧାମୂର୍ତ୍ତି “ଗୋଟି ପହଣ୍ଡିରେ ଅଣସର ଘରକୁ ଯାଆନ୍ତି । କିନ୍ତୁ ସ୍ନାନବେଦୀକୁ ଆସିଲାବେଳେ ସେମାନେ “ଧାଡ଼ି ପହଣ୍ଡିରେ ଆସିଥାଆନ୍ତି । କେଉଁଠି ଧାଡ଼ି ପହଣ୍ଡି ହୁଏ ଓ କେଉଁଠି ଗୋଟି ପହଣ୍ଡି, ତାହାର ଏକ ସରଳ ସୂତ୍ର ରହିଛି । ଠାକୁରମାନେ ମନ୍ଦିର…
Read More...

ଜଗା ପାଖରେ ଲାଗି କରାଯାଏ ଅନେକ ପ୍ରକାର ଭୋଗ । ତେବେ ଜାଣିରଖନ୍ତୁ ଠାକୁରଙ୍କ ପାଖରେ ଲାଗି ହେଉଥିବ ପନ୍ତିଭୋଗର…

କନକ ବ୍ୟୁରୋ : ଜଗନ୍ନାଥଙ୍କ ପାଖରେ ପ୍ରତିଦିନ ୫୬ ପଉଟି ଭୋଗ ହେଉଥିବା ନେଇ ସୂଚନା ରହିଛି । ନୀତିଦିନ ପରମ୍ପରା ଅନୁସାରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଠାକୁରଙ୍କୁ ଅର୍ପଣ କରାଯାଏ । ଧୂପ ଅନୁସାରେ ଭୋଗର ହୋଇଥାଏ ନିର୍ଦ୍ଧାରଣ । ଏହାସହ ପୂଜାପର୍ବରେ ବି ବିଶେଷ ପ୍ରକାର ଭୋଗର ଆୟୋଜନ…
Read More...

ସାମ୍ନାକୁ ଆସିଲା ଭାରତ ଏବଂ ପାକିସ୍ତାନ ମ୍ୟାଚର ଆଉ ଏକ ଭିଡିଓ ! କ୍ୟାପଟେନ୍ କୋହଲିଙ୍କୁ ହାତ ଯୋଡୁଥିବା ଦେଖିବାକୁ…

ଭାରତ ଏବଂ ପାକିସ୍ତାନ ଏହି ଦୁଇ ଦଳ ମଧ୍ୟରେ ଯେତେବେଳେ ବି ସାମ୍ନାସାମ୍ନି ହୁଏ ଏହାର ପ୍ରତିଟି ଖେଳ ଉପରେ ସମସ୍ତଙ୍କ ନଜର ଥାଏ । ଏଭଳି ସମୟରେ ମୁକାବିଲାର କୌଣସି ଘଟଣା କାହାଠାରୁ ଲୁଚି ନଥାଏ । ବିଶ୍ୱକପ୍ ୨୦୧୯ ରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଖେଳ ମଧ୍ୟ କାହାଠାରୁ ଅଲଗା ନଥାଏ । ଏହି…
Read More...

ଭାରି ପଡିଲା ବସ୍ ଉପରେ ଷ୍ଟଣ୍ଟ୍ କରିବା ! ଗିରଫ ହେଲେ ୨୦ ରୁ ଅଧିକ ଛାତ୍ର , ଦେଖନ୍ତୁ ଭିଡିଓ

ବସ୍ ଉପରେ ଷ୍ଟଣ୍ଟ୍ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ଚେନ୍ନାଇର ଏକ କଲେଜ ଛାତ୍ରମାନେ ବସ ଉପରେ ଷ୍ଟଣ୍ଟ୍ କରୁଥିବାର ଦେଖିବାକୁ ମିଳିଛି । ଜଣେ କି ଦୁଇ ଜଣ ଛାତ୍ର ନୁହଁନ୍ତି ଏକାସଙ୍ଗେ ୨୦ ରୁ ଅଧିକ ଛାତ୍ର ବସ୍ ଉପରେ ଚଢି ଷ୍ଟଣ୍ଟ୍ କରୁଥିବାର ଦେଖିବାକୁ ମିଳିଛି ।…
Read More...

ଗ୍ଲୋବାଲ୍ ୱାର୍ମିଙ୍ଗ୍ କୁ ହ୍ରାସ କରିବା ପାଇଁ ବ୍ୟବହାର ହେବ ଅଳିଆ ! ଅଳିଆ ଆବର୍ଜନାରୁ ପ୍ରସ୍ତୁତ ହେବ ସଡକ ।

ଦୁନିଆରେ ଏମିତି କିଛି ସମସ୍ୟା ରହିଛି ଯାହାର ସମାଧାନ ଆବିଷ୍କାର ଓ ପ୍ରୟୋଗ ପରେ ହିଁ ସମ୍ଭବ ହୋଇପାରିଛି। ଅଷ୍ଟ୍ରେଲିଆରେ କିଛି ଏମିତି ପ୍ରୟୋଗ କରାଯାଉଛି। ଯଦି ଏହି ପ୍ରୟୋଗ ସଫଳ ରୁହେ ତେବେ ଅଳିଆ ଆବର୍ଜନାର ସମସ୍ୟା ଆଉ ରହିବ ନାହିଁ । ଅଷ୍ଟ୍ରେଲିଆରେ ସବୁଠାରୁ ଅଧିକ ଜନସଂଖ୍ୟା ଥିବା ସହର…
Read More...

ସହିଦ୍ ଶତେନ୍ଦ୍ର କଶ୍ୟପଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳୀ ! ପାର୍ଥୀବ ଶରୀରକୁ ଧରି ବାହୁନି ବାହୁନି କାନ୍ଦି ପତ୍ନୀ ସୋନିଆ…

ମୋତେ ଏକାକୀ କରି କୁଆଡେ ଚାଲିଗଲ , ଏବେ ମୁଁ କେଉଁଠି ଯିବି କ’ଣ କରିବି? ଏ ପ୍ରଶ୍ନ ଏବଂ ଶବ୍ଦ ସହିଦ୍ ଶତେନ୍ଦ୍ର କଶ୍ୟପଙ୍କ ପତ୍ନୀ ସୋନିଆଙ୍କର ଥିଲା । ସୋନିଆ ସ୍ୱାମୀ ଶତେନ୍ଦ୍ରଙ୍କ ପାର୍ଥୀବ ଶରୀରକୁ ଧରି ବାହୁନି ବାହୁନି କାନ୍ଦୁଥିବା ବେଳେ ଏହି ହୃଦୟବିଦାରକ ଦୃଶ୍ୟ ଦେଖି ସମସ୍ତଙ୍କ ଆଖି…
Read More...

ଭାଇରାଲ୍ ହେଲା ୩୦ ସେକେଣ୍ଡର ଲୋମଟାଙ୍କୁରା ତ୍ରିରଙ୍ଗା ଭିଡିଓ ! ଓଡିଶାର ରାଉରକେଲାରୁ ଭିଡିଓ ହୋଇଛି ଭାଇରାଲ୍ ।…

ଆଜିର ସମୟରେ ପ୍ରସାରଣର ଗତି ଏତେ ଅଧିକ ବଢିଯାଇଛି ଯେ ନିମିଶକେ ମାତ୍ରରେ ଗୋଟିଏ ଭିଡିଓ ସେନସେସନ୍ ପାଲଟିଯାଉଛି । ଏଥିପାଇଁ ସୋସିଆଲ୍ ମିଡିଆ ମୁଖ୍ୟ ରୋଲ୍ ରହିଛି । ସୋସିଆଲ୍ ମିଡିଆରେ ୩୦ ସେକେଣ୍ଡର ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି । ୨ ଦିନ ଧରି ଏହି ଭିଡିଓ ଟ୍ରେଣ୍ଡିଙ୍ଗ୍ ଲିଷ୍ଟରେ…
Read More...

ସହିଦ୍ ଇନସ୍ପେକ୍ଟରଙ୍କ ଅନ୍ତିମ ବିଦାୟ ସମୟରେ ୪ ବର୍ଷର ପୁଅକୁ କୋଳରେ ଧରି କାନ୍ଦିବାକୁ ଲାଗିଲେ ଶ୍ରୀନଗର ଏସଏସପି !…

ଜମ୍ମୁ କାଶ୍ମୀରର ଅନନ୍ତନାଗରେ ଗତ ବୁଧବାର ହୋଇଥିବା ଆତଙ୍କବାଦୀ ଗୁଳିବିନିମୟରେ ଗୁରୁତର ଆହତ ହୋଇଥିବା ସଦର ଏସଏଚଓ ଅରଶଦ୍ ଖାନ୍ ହସ୍ପିଟାଲ୍ ରେ ଚିକିତ୍ସା ହେବା ସମୟରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଏବଂ ରବିବାର ସେ ସହିଦ୍ ହୋଇ ଯାଇଛନ୍ତି । ଅରଶଦ୍ ଙ୍କ ପାର୍ôଥବ ଶରୀରକୁ ଯେତେବେଳେ…
Read More...