Browsing Category

ସ୍ପେଶାଲ୍ ରିପୋର୍ଟ

ପ୍ଲେନ୍ ଭିତରେ ପ୍ରେମ ପାଗଳ : ଏୟାର ହୋଷ୍ଟେସଙ୍କୁ କିସ୍ କରି ହେଲେ ଗିରଫ

ଦୁବାଇକୁ ଯାଉଥିଲା ବିମାନ। ଏଥିରେ ଯାଉଥିବା ତାଂଜାନିଆର ବିମାନ ଯାତ୍ରୀ ହଠାତ୍ ଚାହିଁଲେ ଏୟାର ହୋଷ୍ଟେସଙ୍କ ସହ ସେଲ୍ଫି ନେବାକୁ। ଆମେରିକାନ୍ ଏୟାର ହୋଷ୍ଟେସ୍ ବି ରାଜି ହୋଇଥିଲେ ସେଲ୍ଫି ପାଇଁ । କିନ୍ତୁ ଧିରେ ଧିରେ ଏହି ଯାତ୍ରୀ ଜଣକ ଟପିଯାଇଥିଲେ ସୀମା । ଏୟାର ହୋଷ୍ଟେସଙ୍କ କାନ୍ଧରେ ହାତ…
Read More...

ମୁୁକ୍ତ ଜିଲ୍ଲା ମୟୂରଭଂଜ ! ଦାନ ମାଝୀର ରାଜ୍ୟ, ଦେଶକୁ ଦେଲା ଭଲ ସନ୍ଦେଶ

ଦେଶ ବିଦେଶରେ ଟିଭି ପରଦାରେ ଦାନମାଝୀର କାହାଣୀ । ନଗଡାର ଅନାହାର ଶିଶୁ, ରାୟଗଡାର ଆମ୍ବଟାକୁଆ କାହାଣୀ ବି ପ୍ରତିଦିନ ଦିଲ୍ଲୀ ଦରବାରରେ ଓଡିଶାକୁ ନିନ୍ଦିତ କରୁଛି । ତେବେ ଏସବୁ ଭିତରେ ଏକ ଭଲ ଖବର ସାରା ଦେଶରେ ଓଡିଶାକୁ ଗର୍ବିତ କରିବାକୁ ସୁଯୋଗ ସୃଷ୍ଟି କରିଛି । ଆଉ ସେ ଭଲ ଖବର ଆଣିଛି…
Read More...

ବଲିଉଡରେ ଗୁରୁ ଶିଷ୍ୟର ସଂପର୍କ

ଗୁରୁ ଓ ଛାତ୍ରର ସମ୍ପର୍କ ଅତୁଳନୀୟ । ଏହି ସମ୍ପର୍କକୁ ନେଇ ବଲିଉଡ ଇଣ୍ଡଷ୍ଟ୍ରିରେ ବହୁ ଫିଲ୍ମ ମଧ୍ୟ ନିର୍ମାଣ ହୋଇଛି । "ତାରେ ଜମିନ ପର ' ଫିଲ୍ମଟି ୨୦୦୭ ମସିହାରେ ରିଲିଜ ହୋଇଥିଲା । ଫିଲ୍ମର ଲିଡ ରୋଲରେ ଆମିର ଖାନ ଓ ଶିଶୁ କଳାକାର ଦର୍ଶିଲ ସଫାରି ନଜର ଆସିଥିଲେ ।ଏହି ଫିଲ୍ମରେ ଜଣେ…
Read More...

ବିଗ୍ ବି ଅମିତାଭଙ୍କ ସ୍ୱରରେ ଗଣେଶଙ୍କ ଆରତି

ବଲିଉଡ ନଗରୀ ମୁମ୍ବାଇରେ ଗଣେଶ ଚତୁର୍ଥୀର ମାହୋଲ କିଛି ଭିନ୍ନ ଧରଣର ଥାଏ । ଗଣେଶ ଚତୁର୍ଥୀକୁ ଏଠାରେ ଖୁବ୍ ଧୁମଧାମରେ ପାଳନ କରାଯାଏ । ଏହି ବର୍ଷ ଗଣେଶ ପୂଜା ଏଠାରେ ଏକ ସ୍ୱତନ୍ତ୍ର ହେବାକୁ ଯାଉଛି ଜଣଙ୍କ ପାଇଁ । ସେ ହେଉଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ । ଏହି ଲୋକପ୍ରିୟ ଅଭିନେତା ଫ୍ୟାନ…
Read More...

ମଦର ଟେରେସାରୁ ସନ୍ଥ ମଦର

ସନ୍ଥ ମଦର ଟେରେସା । ସେବାର ମୂର୍ତିମନ୍ତ ପ୍ରତୀକ । ଆଜି ଭାଟିକାନ ସିଟିରେ ପୋପ୍ ଫ୍ରାନସିସ୍ ମଦର ଟେରେସାଙ୍କୁ ସନ୍ଥ ଉପାଧିରେ ଘୋଷିତ କରିଛନ୍ତି । ସେବାର ଚିରସ୍ମରଣୀୟା ଟେରେସା ଆଜିଠୁ ପାଲଟି ଯାଇଛନ୍ତି ସନ୍ଥ ମଦର ଟେରେସା । ସାରା ବିଶ୍ୱର ଏହି ମଦରଙ୍କ ବ୍ୟକ୍ତତ୍ୱରେ ଆଉ ଏକ ସମ୍ମାନ ଯୋଡି…
Read More...

କାଳ ହେଲା ବ୍ୟାଚଲର୍ ପାର୍ଟି : ବିଏମଡବ୍ଲ୍ୟୁରେ ଫେରିବା ବେଳେ ଦୁର୍ଘଟଣା

ଲିଭିଯାଇଛି ଜୀବନଦୀପ । ଭାଂଗିଯାଇଛି ଦୁଇ ପରିବାରର ସ୍ୱପ୍ନ । କିଛି ଘଂଟା ପରେ ନିର୍ବନ୍ଧ ହୋଇଥାନ୍ତା ଆଉ ତାହା ସହ ସେ ସାଜିଥାନ୍ତେ ଜଣକର ଜୀବନ ସାଥୀ । କିନ୍ତୁ ଏକ ଦୁର୍ଘଟଣା ନେଇଛି ଦିଲ୍ଲୀର ଅଭିଜିତ୍ ସିଂହଙ୍କ ଜୀବନ । ଗତ ଶନିବାର ସକାଳେ ବ୍ୟାଚେଲର୍ ପାର୍ଟିରୁ ଅଭିଜିତ୍ ତାଙ୍କ…
Read More...

ରିୟଲ୍ ଲାଇଫର ଜୁଡ଼ୱା : ଜଣଙ୍କୁ ଆଘାତ ଲାଗିଲେ ଅନ୍ୟ ଜଣଙ୍କୁ ହୁଏ କଷ୍ଟ

ଯାଆଁଳା ପିଲାକୁ ନେଇ ବହୁତ ଫିଲ୍ମ ଆପଣ ଦେଖିଥିବେ । ଫିଲ୍ମରେ ଗୋଟିଏ ଭାଇକୁ ମାଡ଼ ହେଲେ ଅନ୍ୟ ଭାଇକୁ କଷ୍ଟ ହୋଇଥାଏ । ହିନ୍ଦୀ ଫିଲ୍ମ ଜୁଡ଼ୱାରେ ଏହାର ଝଲକ ମଧ୍ୟ ଦେଖି ସାରିଥିବେ । ମାତ୍ର ଏହାର ସତ୍ୟତା ଦେଖିବାକୁ ମିଳିଛି ବିହାରର ଦରଭଙ୍ଗା ଜିଲ୍ଲାର ରାମପୁର ଗ୍ରାମରେ । ଠିକ୍ ଫିଲ୍ମ ଭଳି…
Read More...

କଳିଯୁଗର କୈଳାସ : ଝିଟିପିଟି ଖାଇ ଯିଏ ପାଲଟିଛନ୍ତି ବିଷ ପୁରୁଷ

ସୁସ୍ୱାଦୁ ଖାଦ୍ୟ ଖାଇବା ସମସ୍ତଙ୍କର ଇଚ୍ଛା । ମାତ୍ର ଖାଦ୍ୟରେ ଯଦି ଆମେ ପୋକ ପଡ଼ିଥିବାର ଦେଖୁ ତ କଥା ସରିଲା । ମାତ୍ର ଜୀବଜନ୍ତୁଙ୍କୁ ନିଜର ଖାଦ୍ୟ ଭାବେ ଗ୍ରହଣ କରିବା କଥା ଶୁଣିଲେ ହୁଏତ ଆଶ୍ଚଯ୍ୟ ଲାଗିବ । କିନ୍ତୁ ଏମିତି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ମୈନା ଗାଁର କୈଳାସଙ୍କ…
Read More...

ମୃତ୍ୟୁକୁ ମାତ୍ ଦେଲା ରୋମିଓ : ଭୂକମ୍ପରୁ ଭଲ ଖବର

କଥାରେ ଅଛି ରଖେ ହରି ତ ମାରେ କିଏ । ଆଉ ଏହା ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇଛି ଇଟାଲୀରେ ହୋଇଥିବା ଭୂମିକମ୍ପରେ । ଅଗଷ୍ଟ ୨୪ରେ ହୋଇଥିବା ଏହି ଭୟାବହ ଭୂମିକମ୍ପରେ ଇଟାଲୀର କିଛି ସହର ଛାରଖାର ହୋଇଯାଇଥିଲା । ବଡ଼ ବଡ଼ କୋଠା ଭାଙ୍ଗି ଧ୍ୱସଂସ୍ତୁପରେ ପରିଣତ ହୋଇଥିଲା । ଆଉ ଭଙ୍ଗା କୋଠା ତଳେ ଚାପି…
Read More...

ମା’ କ୍ଷୀରଠାରୁ ମୋହ ଭାଙ୍ଗି ଯାଇଥିବା ଏକ ପିଲାର କାହାଣୀ

ମା’ କ୍ଷୀର ଛୁଆଙ୍କ ପାଇଁ ଅମୃତ ସମାନ । ହେଲେ ବିହାରର ମନେତଆନ୍ଦର ୧୦ ବର୍ଷର ମନୋଜ କୁମାର କିନ୍ତୁ ଏହାର ବ୍ୟତିକ୍ରମ । ମାତ୍ର ଚାରି ବର୍ଷ ବୟସରୁ ମା’ କ୍ଷୀର ଅପେକ୍ଷା ବୁଲା କୁକର କ୍ଷୀରକୁ ଆପଣେଇ ନେଇଛି ମନୋଜ । ଛୋଟବେଳେ ବୁଲା କୁକୁର ସହ ଖେଳିଲା ବେଳେ ହଠାତ୍ କୁକରର କ୍ଷୀର ପିଇବା ବେଳେ…
Read More...