Browsing Category

ରାଜନୀତି

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ କଟାକ୍ଷ ! କହିଲେ, ଯୁଆଡ଼େ ଗଲେ ଦେଢ଼ ମିନିଟର ଭାଷଣ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ବଲାଙ୍ଗିର କଣ୍ଟାବାଞ୍ଝିରେ ଓବିସି ମହାସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଯୁଆଡେ ଯାଉଛନ୍ତି ଦେଢମିନିଟର ଭାଷଣ ଦେଉଛନ୍ତି । ଆଉ ଯୁଆଡେ ଯାଉଛନ୍ତି କହୁଛନ୍ତି ଆପମାନେ ଖୁସି ତ ,…
Read More...

ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ସମୀକ୍ଷା ବୈଠକ ! ପ୍ରତିନିଧି ଦଳ ପାଖରେ ନିଜ ନିଜର ମତ ରଖିଲେ ବିଭିନ୍ନ ରାଜନୈତିକ…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପ୍ରସ୍ତୁତି ନେଇ ଚାଲିଛି ନିର୍ବାଚନ କମିଶନଙ୍କ ପ୍ରତିନିଧି ଦଳର ସମୀକ୍ଷା ବୈଠକ । ବୈଠକରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ସାମିଲ ହୋଇ ନିଜ ନିଜର ପକ୍ଷ ରଖିଛନ୍ତି । ବିରୋଧୀ ଦଳ ନେତାଙ୍କ ସମେତ ବିଜେଡି, ବିଜେପି ଓ ପ୍ରମୁଖ ରାଜନୈତିକ ଦଳର ନେତାମାନେ ନିଜ…
Read More...

ପ୍ରଦେଶ କଂଗ୍ରେସର ସ୍କ୍ରିନିଂ କମିଟି ବୈଠକ ଜାରି ! କଂଗ୍ରେସ ଭବନରେ ଟିକେଟ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଭିଡ

କନକ ବ୍ୟୁରୋ : ଫେବ୍ରୁଆରୀ ମାସ ଶେଷ ସୁଦ୍ଧା କଂଗ୍ରେସ ସମସ୍ତ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବ । ଏନେଇ ଗତକାଲି ଠାରୁ ବସିଛି ସ୍କ୍ରିନିଂ କମିଟି ବୈଠକ । କଂଗ୍ରେସରେ ଶିବିରରେ ଯୋଗ୍ୟ ନେତାଙ୍କୁ ଟିକେଟ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି…
Read More...

ରାହୁଲଙ୍କ ମିଶନ୍ ୨୦୧୯ : ଆଜି ଗୁଜରାଟ ଓ ରାଜସ୍ଥାନରେ ରାଲି ଜରିଆରେ ଶକ୍ତି ପ୍ରଦର୍ଶନ କରିବେ କଂଗ୍ରେସ ଅଧ୍ୟକ୍ଷ

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆକ୍ରାମକ ମୋଡ଼ରେ ନଜର ଆସୁଛନ୍ତି । ସବୁବେଳେ ଟାର୍ଗେଟରେ ରହୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋଦିଙ୍କୁ ସମାଲୋଚନା କରିବାର କୌଣସି ସୁଯୋଗ ଛାଡ଼ୁନାହାନ୍ତି । ରାଫେଲ ବିମାନ ସଉଦାରେ ମୋଦି ସରକାରଙ୍କଭ ଘେରିବା ଠାରୁ…
Read More...

ଦିଲ୍ଲୀ ସରକାର ଓ ଉପ-ରାଜ୍ୟପାଳ ବିବାଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ! ରାଜ୍ୟପାଳଙ୍କୁ ଜମି, ପୋଲିସ ଓ ଆଇନଶୃଂଖଳା…

କନକ ବ୍ୟୁରୋ : କନକ ବ୍ୟୁରୋ : ଦିଲ୍ଳୀର ମାଲିକ କିଏ? ଦିଲ୍ଳୀରେ ଚାଲିବ କାହାର ହୁକୁମ? ଦୀର୍ଘ ଦିନ ହେବ ଦିଲ୍ଲୀରେ ଏହାକୁ ନେଇ ଉପରାଜ୍ୟପାଳ ଓ ଦିଲ୍ଳୀ ସରକାରଙ୍କ ଭିତରେ ଚାଲିଥିବା ବିବାଦ ଉପରେ ଆଜି ସୁପ୍ରିମକୋର୍ଟ ବଡ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି…
Read More...

ପୁଡ଼ୁଚେରୀରେ ସରକାର-ଲେଫଟନାଂଟ ଗଭର୍ଣ୍ଣର ମୁହାଁମୁହିଁ : ରାଜଭବନ ଆଗରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ଧାରଣା, ୩୯…

କନକ ବ୍ୟୁରୋ : ପୁଡୁଚେରୀରେ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ସରକାର ଓ ଲେଫଟନାଂଟ ଗଭର୍ଣ୍ଣର । ଲେଫଟନାଂଟ ଗଭର୍ଣ୍ଣର କିରଣ ବେଦୀଙ୍କ କିଛି ନିଷ୍ପତିକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ଭି .ନାରାୟଣସାମୀ ଓ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ରାଜଭବନ ଆଗରେ ଧାରଣାରେ ବସିଛନ୍ତି । ଗତକାଲିଠାରୁ ଏହି…
Read More...

ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ଓଡିଶା ? ସମୀକ୍ଷା କରିବେ ଭାରତୀୟ ନିର୍ବାଚନ କମିଶନଙ୍କ ୬ ଜଣିଆ ଟିମ୍

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ପାଇଁ ଓଡିଶାରେ ଭାରତୀୟ ନିର୍ବାଚନ କମିଶନଙ୍କ ୬ଜଣିଆ ଟିମ୍ । ଆଜିଠାରୁ ୩ଦିନ ପାଇଁ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ଏହି ଟିମ୍ । ନିର୍ବାଚନ କମିଶନ ଅଶୋକ ଲାଭାସାଙ୍କ ନେତୃତ୍ୱରେ ଉପନିର୍ବାଚନ କମିଶନର ଚନ୍ଦ୍ର ଭୂଷଣ…
Read More...

ଚକ୍ରବ୍ୟୁହରେ ଫସିଯିବେ କି ମୋଦି ? ପ୍ରଧାନମନ୍ତ୍ରୀଙ୍କୁ ରୋକିବା ପାଇଁ ଶରଦ ପାୱାରଙ୍କ ଘରେ ବିରୋଧୀଙ୍କ ମହାମେଳି

କନକ ବ୍ୟୁରୋ : ଆଗକୁ ନିର୍ବାଚନ । ନିର୍ବାଚନ ପାଖେଇ ଆସୁଥିବା ବେଳେ ମୋଦି ୱେଭରେ ବ୍ରେକ୍ ଲଗାଇବାକୁ ବିରୋଧୀ କରୁଛନ୍ତି ମହାମେଳି । ୨୦୧୯ ସାଧାରଣ ନିର୍ବାଚନରେ ମୋଦି ସରକାରଙ୍କ ବିରୋଧରେ ମିଳିତ ଭାବେ ଚକ୍ରବ୍ୟୁହ ରଚୁଛନ୍ତି ବରୋଧୀ । କିପରି ମୋଦିଙ୍କୁ ଗାଦିଚ୍ୟୁତ କରାଯିବ, ସେନେଇ ରୀତମମତ…
Read More...

ପୋଷ୍ଟର ପାଲଟିଛି ରାଜନୀତିର ଅସ୍ତ୍ର ! ନେତା ପାଲଟୁଛନ୍ତି ରାମ, ନେତ୍ରୀ ସାଜୁଛନ୍ତି ଦୁର୍ଗା । କିଏ ପାଲଟୁଛି ରାମ, କିଏ…

କନକ ବ୍ୟୁରୋ : ନିର୍ବାଚନୀ ତାତି ସହ ବଢ଼ୁଛି ପୋଷ୍ଟର ପଲିଟିକ୍ସ  । ପୋଷ୍ଟର ମାଧ୍ୟମରେ ଚାଲିଛି ରାଜନୈତିକ ଆକ୍ରମଣ ଓ ପ୍ରତିଆକ୍ରମଣ  । ମମତା ବାନାର୍ଜୀଙ୍କ ଦିଲ୍ଲୀ ଗସ୍ତ ନେଇ ଲାଗିଛି ବ୍ୟଙ୍ଗାତ୍ମକ ପୋଷ୍ଟର । ପୋଷ୍ଟରରେ ଲେଖାଯାଇଛି, ଦିଦି  ଏଇଠି ମନଖୋଲି ହସନ୍ତୁ, ଆପଣ ଲୋକତନ୍ତ୍ର ଭିତରେ…
Read More...

କଂଗ୍ରେସ ଟିକେଟ ପାଇଁ ବାୟୋଡାଟା ଧରି ଲମ୍ବା ଲାଇନରେ ଛିଡା ହେଲେ ନେତା? ଜାଣନ୍ତୁ ସାକ୍ଷାତକାରରେ ନେତାଙ୍କୁ କେଉଁ…

କନକ ବ୍ୟୁରୋ : ବିଜେଡି ନେତାମାନେ ଟିକେଟ୍ ପାଇଁ ଲବି କରୁଥିବା ବେଳେ ଏପଟେ କଂଗ୍ରେସ ଶିବିରରେ ଯୋଗ୍ୟ ନେତାଙ୍କୁ ଟିକେଟ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ରାଜ୍ୟ କଂଗ୍ରେସ ଭବନରେ ବାୟୋଡାଟା ଧରି ପହଂଚିଥିଲେ କଟକ ଏବଂ ଭୁବନେଶ୍ୱର ଲୋକସଭା କ୍ଷେତ୍ରର ଟିକେଟ୍ ଆଶାୟୀ । ଯାହାଙ୍କ…
Read More...