Browsing Category

ନ୍ୟୁଜ୍

ଧାମନଗର ଉପ-ନିର୍ବାଚନ ଫଳାଫଳ : ତୃତୀୟ ରାଉଣ୍ଡ ସୁଦ୍ଧା କିଏ ଆଗରେ କିଏ ପଛରେ ?

କନକ ବ୍ୟୁରୋ : ଆସୁଛି ଧାମନଗର ଉପ-ନିର୍ବାଚନ ଫଳାଫଳ । ପ୍ରଥମ ରାଉଣ୍ଡ, ଦ୍ୱିତୀୟ ରାଉଣ୍ଡ ଭଳି ତୃତୀୟ ରାଉଣ୍ଡରେ ବି ଆଗରେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ । ମୋଟ ୩ଟି ରାଉଣ୍ଡ ଭୋଟ ଗଣତି ଶେଷ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ ୨୦୩୩ ଖଣ୍ଡ ଭୋଟରେ ଆଗରେ…
Read More...

ଧାମନଗରକୁ ମିଳିବ କି ଅନୁକମ୍ପାମୂଳକ ଭୋଟ୍ ? ପୂର୍ବରୁ ଅନେକ ଥର ମିଳିଛି ଅନୁକମ୍ପାମୂଳକ ଭୋଟ୍ ? ତାଲିକାରେ ରହିଛି କେଉଁ…

କନକ ବ୍ୟୁରୋ : ଧାମନଗରକୁ ମିଳିବ କି ଅନୁକମ୍ପାମୂଳକ ଭୋଟ୍ ? ପୂର୍ବରୁ ଅନେକ ଥର ମିଳିଛି ଅନୁକମ୍ପାମୂଳକ ଭୋଟ୍ ? ତେବେ ଏହି ତାଲିକାରେ ରହିଛି କେଉଁ ପରିବାରର ନାଁ  । ପିପିଲି ପ୍ରଦୀପ ମହାରଥୀ/ରୁଦ୍ର ମହାରଥୀ - ରାଜ୍ୟ ରାଜନୀତିରେ ଉପନିର୍ବାଚନରେ ଏକ ଧାରା ଦେଖିବାକୁ ମିଳିଛି -…
Read More...

ଅଲଗା ହୋଇଯିବେ କି ଷ୍ଟାର ଦମ୍ପତ୍ତି ସାନିଆ ମିର୍ଜା ଓ ଶୋଏବ୍ ମଲିକ ? ଦୁହିଁଙ୍କ ଦାମ୍ପତ୍ତ୍ୟ ଜୀବନରେ ଫାଟ ନେଇ…

କନକ ବ୍ୟୁରୋ: ଟେନିସ୍ ସେନ୍ସେସନ୍ ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ବିଚ୍ଛେଦକୁ ନେଇ ଚର୍ଚ୍ଚା । ଦୁହେଁ ଖେଳ ଜଗତର ଦୁଇ ତାରକା । ଏମାନଙ୍କ ପ୍ରେମ ସମ୍ପର୍କ ଓ ବିବାହକୁ ନେଇ ପୂର୍ବରୁ ବେଶ୍ ଚର୍ଚ୍ଚା ହୋଇଥିବାବେଳେ ଏବେ ଏମାନଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚା ଜୋର…
Read More...

ଦ୍ୱିତୀୟ ରାଉଣ୍ଡରେ ବି ବିଜେପି ଆଗରେ । ବିଜେଡି ପ୍ରାର୍ଥୀ ଅବନ୍ତୀଙ୍କ ଠାରୁ ୧୩୭୯ ଖଣ୍ଡ ଭୋଟରେ ଆଗୁଆ ସୁରଜ । 

କନକ ବ୍ୟୁରୋ : ଆସୁଛି ଧାମନଗର ଉପ-ନିର୍ବାଚନ ଫଳାଫଳ । ପ୍ରଥମ ରାଉଣ୍ଡ ଭଳି ଦ୍ୱିତୀୟ ରାଉଣ୍ଡରେ ବି ଆଗରେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ । ମୋଟ ୨ଟି ରାଉଣ୍ଡ ଭୋଟ ଗଣତି ଶେଷ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ ୧୩୭୯ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି ସୁରଜ…
Read More...

ଧାମନଗର ଉପନିର୍ବାଚନ ଫଳାଫଳ : ବିଜେଡିର ଭୋଟକୁ କାଟିବେ କି ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସ ?

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଏହାରି ଭିତରେ ପ୍ରାରମ୍ଭିକ ଟ୍ରେଣ୍ଡ ମଧ୍ୟ ସାମ୍ନାକୁ ଆସିଛି । ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ଆଗରେ ରହିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ବିଜେଡିର ଭୋଟକୁ କାଟିବେ କି ସ୍ୱାଧୀନ ପ୍ରାର୍ଥୀ ? ବିଦ୍ରୋହୀ ଭାବେ…
Read More...

ଧାମନଗର ଉପନିର୍ବାଚନ ଫଳାଫଳ : ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ; ପ୍ରଥମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଆଗୁଆ

କନକ ବ୍ୟୁରୋ : ଧାମନଗରରୁ ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ । ପ୍ରଥମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି । ସମସ୍ତଙ୍କୁ ପଛରେ ପକାଇ ୭୭୯ରେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ଆଗରେ ରହିଛନ୍ତି । ପ୍ରଥମ ରାଉଣ୍ଡରେ ସୁରଜ ସୂର୍ଯ୍ୟବଂଶୀଙ୍କୁ ୪ହଜାର ୭୪୯ ଭୋଟରେ ଆଗୁଆ ରହିଛନ୍ତି ।…
Read More...

ମୁମ୍ବାଇ ଜେଜେ ହସ୍ପିଟାଲ ତଳେ ବିରାଟ ସୁଡଙ୍ଗ ! ଅନେକ ସିକ୍ରେଟ କୋଠରୀ ଠାବ  ।

କନକ ବ୍ୟୁରୋ: ମୁମ୍ବାଇର ଜେଜେ ହସ୍ପିଟାଲରେ ୧୩୨ ବର୍ଷର ପୁରୁଣା ଓ ୧୨ ମିଟର ଲମ୍ବା ଓ ଚଉଡ଼ା ବିଶିଷ୍ଟ ଏକ ଭୂତଳ ସୁଡ଼ଙ୍ଗ ଏବଂ କୋଠରି ଠାବ କରାଯାଇଛି। ପଥର କାନ୍ଥ ଓ ଇଟାର ସ୍ତମ୍ଭ ଥିବା ଏହି କୋଠରିର ଉପରେ ରହିଛି ନର୍ସିଂ କଲେଜ, ଯେଉଁଠି ପୂର୍ବରୁ ମହିଳା ଓ ଶିଶୁ ଚିକିତ୍ସାଳୟ ଥିଲା। ଏକ…
Read More...

ଅଭିଶପ୍ତ ଫିଲ୍ମ କାହାଣୀ! ସ୍କ୍ରିପ୍ଟ ପଢି ଗଲାଣି ୬ ଜଣଙ୍କ ଜୀବନ ।

କନକ ବ୍ୟୁରୋ: ଭୂତ, ପ୍ରେତ, କିମ୍ବା ଆତ୍ମା ସମ୍ପର୍କିତ ଫିଲ୍ମ ଆପଣ ଦେଖିଥିବେ କିନ୍ତୁ ଜାଣିଛନ୍ତି, ି କୌଣସି ଫିଲ୍ମର କାହାଣୀ ଅଭିଶପ୍ତ ହୋଇପାରେ । ହେଲେ ଏପରି ପ୍ରମାଣିତ ହୋଇଛି । କାରଣ , ଏକ ହଲିଉଡ ଫିଲ୍ମ ହେବା ପୂର୍ବରୁ ଏହାର ସ୍କ୍ରିପ୍ଟ ଯେଉଁମାନେ ପଢିଲେ ସେମାନଙ୍କର ମୃତ୍ୟୁ ହୋଇଥିଲା…
Read More...

କିଛି ସମୟ ପରେ ଆସିବ ପ୍ରାଥମିକ ପର୍ଯ୍ୟାୟର ଟ୍ରେଣ୍ଡ୍ : ଜଣାପଡିବ କିଏ ରହିଛି ଆଗରେ, କିଏ ରହିଛି ପଛରେ ?

କନକ ବ୍ୟୁରୋ :ଆଉ କିଛି ସମୟ ପରେ ଆସିବ ପ୍ରାଥମିକ ପର୍ଯ୍ୟାୟର ଟ୍ରେଣ୍ଡ୍ । ଜଣାପଡିବ କିଏ ରହିଛି ଆଗରେ, କିଏ ରହିଛି ପଛରେ ? କିଏ ମାରିବ ଧାମନଗର ବାଜି ? ବିଜେପି ଆସନ ବଜାୟ ରଖିବ ? ନା ବିଜେପି ହାତରୁ ଆସନ ଛଡାଇ ନେବ ବିଜେଡି ? ସ୍ୱାଧୀନ ପ୍ରାର୍ଥୀ ବଦଳାଇବେ କି ବିଜେଡି ଅଙ୍କ ? ୨୦୨୪…
Read More...

ଭଦ୍ରକ ସଂସ୍କୃତି ଭବନରେ କଡା ସୁରକ୍ଷା ମଧ୍ୟରେ ଚାଲିଛି ଗଣତି : ୧୪ଟି ଟେବୁଲରେ ୧୮ ରାଉଣ୍ଡ ପର୍ଯ୍ୟନ୍ତ ହେବ କାଉଟିଂ

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି । ଭଦ୍ରକ ସଂସ୍କୃତି ଭବନରେ କଡା ସୁରକ୍ଷା ମଧ୍ୟରେ ଚାଲିଛି ଗଣତି । ୧୪ଟି ଟେବୁଲରେ ୧୮ ରାଉଣ୍ଡ ପର୍ଯ୍ୟନ୍ତ କାଉଟିଂ ହେବ । ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ସୁରକ୍ଷାବଳ ଓ ରାଜ୍ୟ…
Read More...