Browsing Category

ନ୍ୟୁଜ୍

ହିନ୍ଦୋଳ ଓ ଅତାବିରା ଏନଏସି ପାଇଁ ଭୋଟ୍ ଗ୍ରହଣ : ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟିଂ

କନକ ବ୍ୟୁରୋ : ଢେଙ୍କାନାଳ ହିନ୍ଦୋଳ ଓ ବରଗଡ଼ ଅତାବିରା ଏନଏସି ପାଇଁ ଚାଲିଛି ଭୋଟ୍ ଗ୍ରହଣ । ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ । ହିନ୍ଦୋଳ ଏନ୍ଏସି ପାଇଁ ୩ ଜଣ ଦଳୀୟ ଅଧ୍ୟକ୍ଷ ପ୍ରାର୍ଥୀ ଓ ୫୦ ଜଣ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ମୋଟ୍…
Read More...

ପାରାଦୀପ ବନ୍ଦର କ୍ଷମତା ୩୦୦ ନିୟୁତ ଟନ୍ ଟପିବ : ନିର୍ମାଣ ହେବ ୱେଷ୍ଟର୍ନ ଡକ୍; ୨୦୨୬ ବେଳକୁ ଲାଗିବ ବଡ ଜାହାଜ

କନକ ବ୍ୟୁରୋ : ପାରାଦୀପ ବନ୍ଦର କାର୍ଗୋ ପରିବହନ କ୍ଷମତା ୩୦୦ ନିୟୁତ ଟନ୍ ଟପିବ । ଏଠାରେ ୱେଷ୍ଟର୍ନ ଡକ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଆଗାମୀ ୩ବର୍ଷରେ ବନ୍ଦରର କ୍ଷମତା ୩୦୦ ନିୟୁତ ଟନ୍ ଟପିବ । ଏବେ ବନ୍ଦର କାର୍ଗୋ ପରିଚାଳନା କ୍ଷମତା ୨୮୯ ନିୟୁତ ଟନ୍ ରହିଥିବା ବେଳେ ଏହି ପ୍ରକଳ୍ପ…
Read More...

‘ଇଣ୍ଡିଆନ୍ ଆଇଡଲ-୧୩’ର ବିଜେତା ହେଲେ ଋଷି ସିଂହ । ମୋଟା ଅଙ୍କର ଅର୍ଥ, ଟ୍ରପି ସହ ପାଇଲେ ଦାମୀ କାର୍

କନକ ବ୍ୟୁରୋ: ‘ଇଣ୍ଡିଆନ୍ ଆଇଡଲ- ସିଜିନ୍ ୧୩’ର ବିଜେତ ହୋଇଛନ୍ତି ଋଷି ସିଂହ ।୬ ମାସରୁ ଦୀର୍ଘ ସମୟ ଧରି ଜାରି ରହିଥିବା ଏହି ରିଆଲିଟି ଶୋ’ରେ କୋଲକାତାର ବିଦିପ୍ତା ଚକ୍ରବର୍ତ୍ତି, ସୋନାକ୍ଷୀ କାରା, ଦେବୋସ୍ମିତା ରାୟ, ଜମ୍ମୁ-କାଶ୍ମୀରର ଚିରାଗ କୋତୱାଲ, ବଦୋଦାରାର ଶିବମ୍ ସିଂ ଥିଲେ ।…
Read More...

ଅଧିଷ୍ଠାତ୍ରୀ ଦେବୀ ମଝିଘରିଆଣୀଙ୍କ ଚୈତ୍ର ପର୍ବ : ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ; ଜମୁଛି ଶ୍ରଦ୍ଧାଳୁଙ୍କ ପ୍ରବଳ…

କନକ ବ୍ୟୁରୋ : ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀଙ୍କ ସୁନାବେଶ । ମାଆଙ୍କ ପୀଠରେ ୧ ତାରିଖରୁ ଆରମ୍ଭ ହୋଇଛି ଚୈତ୍ର ପର୍ବ । ଏହା ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପାଚଂଦିନ ଶ୍ରଦ୍ଧାଳୁଙ୍କୁ ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ । ମଝି ଘରିଆଣୀଙ୍କର ଏହି ବିରଳ ବେଶ ଦେଖିବା ସହ…
Read More...

କୁନୋ ପାର୍କରୁ ଚିତା ଫେରାର : ସ୍ଥାନୀୟ ଗାଁରେ ପଶିଲା, ଆତଙ୍କିତ ଗ୍ରାମବାସୀ; ଗତବର୍ଷ ସେପ୍ଟେମ୍ବରରେ ନାମିବ୍ୟାରୁ…

କନକ ବ୍ୟୁରୋ : ମଧ୍ୟପ୍ରଦେଶ କୁନୋ ନ୍ୟାସନାଲ ପାର୍କରୁ ଚିତା ଫେରାର । ପାର୍କ ଠାରୁ ୨୦ କିଲୋମିଟର ଦୂର ଗାଁ ନିକଟରେ ତାକୁ ଠାବ କରାଯାଇଛି । ଏପରିକି ଚିତାଟି ଗାଁରେ ଏକ ଗାଈକୁ ମଧ୍ୟ ଶିକାର କରିଛି । ଚିତା ଭୟରେ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଚିତା ଦେହରେ ଲାଗିଥିବା ରେଡିଓ…
Read More...

୩ ପିଲାଙ୍କୁ ନେଇ ଟ୍ରେନ୍ ଆଗକୁ ଡେଇଁଲା ମା’ । ବଞ୍ଚିଗଲା ୮ ମାସ ପୁଅର ଜୀବନ

କନକ ବ୍ୟୁରୋ: କଥାରେ କୁହାଯାଏ ଯାହାକୁ ରଖିବେ ଅନନ୍ତ ତାକୁ କି ମାରିପାରେ ବଳବନ୍ତ! ଏହାର ଆଉ ଏକ ପ୍ରମାଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଚନ୍ଦୌଲି ଅଞ୍ଚଳରେ । ଏଠାରେ ଜଣେ ମହିଳା କୌଣସି କାରଣରୁ ନିଜର ୩ ପିଲାଙ୍କୁ ଧରି ଚଳନ୍ତା ଟ୍ରେନ୍ ଆଡକୁ ଡେଇଁପଡିବାରୁ ଟ୍ରେନରେ କଟି ମା’ ସହ ଦୁଇ…
Read More...

ଏମକେସିଜି ମେଡିକାଲରେ ବିରଳ ଅସ୍ତ୍ରୋପଚାର : ୫ ଘଣ୍ଟାର ଅପରେସନ୍ ପରେ ମଳଦ୍ୱାରରୁ ବାହାରିଲା ଶାବଳ

କନକ ବ୍ୟୁରୋ : ବ୍ରହ୍ମପୁର ଏମକେସିଜିରେ ବିରଳ ଅସ୍ତ୍ରୋପଚାର । ପାଖାପାଖି ୫ ଘଣ୍ଟାର ପରିଶ୍ରମ ପରେ ମଳଦ୍ୱାରରୁ ବାହାରିଲା ଶାବଳ । ଆଉ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନ ସୁବର୍ଣ୍ଣଗିରିର ସନାତନ ପାଟଗୁରୁଙ୍କ ପୁଅ ଶକ୍ତି ପାଟଗୁରୁ । ଶନିବାର ନିକଟସ୍ଥ…
Read More...

ଟ୍ରେନରେ ସିଟକୁ ନେଇ ବିବାଦ : ଯାତ୍ରୀଙ୍କୁ ପୋଡ଼ି ମାରିଦେଲା ଦୁର୍ବୃତ୍ତ; ୯ ଜଣ ଗୁରୁତର, ୩ ମୃତ

କନକ ବ୍ୟୁରୋ : ଟ୍ରେନରେ ଯାତ୍ରୀଙ୍କୁ ପୋଡି ମାରିଲା ଦୁର୍ବୃତ୍ତ । ଟ୍ରେନରେ ସିଟକୁ ନେଇ ବିବାଦ ହେବାରୁ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି । ଏପରି ଅଭାବନୀୟ ଘଟଣା କେରଳରେ ଘଟିଛି । ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି । ଟ୍ରେନ୍ ଟ୍ରାକରୁ ଜଣେ ମହିଳା, ଜଣେ ଛୋଟ…
Read More...

ବିହାର ସାସାରାମରେ ପୁଣି ବିସ୍ଫୋରଣ, ଜଣେ ବିଜେପି ବିଧାୟକ ଆହତ । ପଶ୍ଚିମବଙ୍ଗରେ ବି ଥମୁନି ହିଂସା

କନକ ବ୍ୟୁରୋ: ପଶ୍ଚିମବଙ୍ଗ ଓ ବିହାରରେ ରାମନବମୀଠାରୁ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ନେଉନି । ବିହାରର ନାଳନ୍ଦା ସମେତ ଅନ୍ୟ କିଛି ସ୍ଥାନରେ ଏବେବି ଧୂଆଁ ଉଠୁଥିବା ଦେଖିବାକୁ ମିଳିଥିବାବେଳେ ଆଜି ଭୋରୁ ବିସ୍ଫୋରଣ ହୋଇଛି । ସାସାରାମର ଏକ ଧାର୍ମିକସ୍ଥଳରେ ବିସ୍ଫୋରଣ ହୋଇଛି । ଏଥିରେ…
Read More...

କେମିତି କରିବେ ମନକୁ ନିୟନ୍ତ୍ରଣ ? ସଫଳତା ସୂତ୍ର କହିଲେ ସ୍ୱାମୀ ମୁକୁନ୍ଦାନନ୍ଦ

କନକ ବୁରୋ : ବେଳେ ବେଳେ ମନ ଅବାଟକୁ ଚାଲିଯାଏ, ଫଳରେ ନାନା ସମସ୍ୟା ଓ ଅସୁବିଧା ସୃଷ୍ଟି ହୁଏ । ଆଜି ସ୍ୱାମୀ ମୁକୁନ୍ଦାନନ୍ଦଙ୍କଠାରୁ ଶୁଣିବା କିପରି ନିଜ ମନକୁ ନିୟନ୍ତ୍ରଣରେ ରଖି ହେବ । ମୁକୁନ୍ଦାନନ୍ଦଙ୍କ କହିବା ଅନୁସାରେ ଦୁଇଟି କଥା । ଗୋଟିଏ ହେଲା ମନ, ଅନ୍ୟଟି ହେଲା ବୁଦ୍ଧି । ମନ…
Read More...