Browsing Category

ନ୍ୟୁଜ୍

ଗୋପନୀୟ ଦସ୍ତାବିଜ ରଖିବା ମାମଲା : କୋର୍ଟରେ ଆତ୍ମସମର୍ପଣ କରିବା ପରେ ଗିରଫ ହେଲେ ଡୋନାଲ୍ଡ ଟ୍ରମ୍ପ; ୪୫ ମିନିଟ ପରେ…

କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ । ଗୋପନ ଦସ୍ତାବିଜ ରଖିବା ମାମଲାରେ ଗିରଫ ହୋଇଛନ୍ତି । ମିୟାମି ସଂଘୀୟ ଅଦାଲତରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ୨୦୨୧ ଜାନୁଆରୀରେ ରାଷ୍ଟ୍ରପତି କାର୍ଯ୍ୟାଳୟ ଛାଡିବା ପରେ ଟ୍ରମ୍ପ ଜାତୀୟ…
Read More...

ଡଙ୍ଗା ବୁଡି ଶତାଧିକ ମୃତ : ନିଖୋଜ ୯୭ ଜଣଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଜାରି

କନକ ବ୍ୟୁରୋ : ନାଇଜେରିଆରେ ଡଙ୍ଗା ବୁଡି ୧୦୩ ଜଣଙ୍କ ମୃତ୍ୟୁ । ନିଖୋଜ ୯୭ ଜଣଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଜାରି ରହିଛି । ସେଥି ମଧ୍ୟରୁ ୧୦୦ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଡଙ୍ଗାରେ ପାଖାପାଖି ୩୦୦ ଯାତ୍ରୀ ଥିଲେ । ସମସ୍ତେ ବିବାହ ଉତ୍ସବରେ ଯୋଗଦେଇ ଫେରୁଥିଲେ । ଫେରୁଥିବା…
Read More...

ବିଳମ୍ବିତ ରାତ୍ରିରେ ମର୍ମନ୍ତୁଦ ଦୁର୍ଘଟଣା : ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଲା କାର, ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : ବଲାଙ୍ଗୀରରେ ମଧ୍ୟରାତ୍ରୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଛୁଇଁବନ୍ଧ ନିକଟରେ ରାସ୍ତା କଡରେ ଅନ୍ଧାରରେ ଛିଡା ହୋଇଥିବା ଟ୍ରକକୁ ପିଟିଲା କାର । ଚାଲିଗଲା ୫ ଜୀବନ । ଦୁଇ ଗୁରୁତର ମହିଳା ବୁର୍ଲା ସ୍ଥାନାନ୍ତର । ଆଗରପୁରରୁ ଭୋଜି ଖାଇ ଫେରିବା ବେଳେ ଏହି ଅଘଟଣ ଘଟିଛି ।…
Read More...

ରାତି ପାହିଲେ ରଜ: ପର୍ବ ପାଳନ ପାଇଁ ଗାଁଠୁ ସହର, ସବୁଠି ଆରମ୍ଭ ହୋଇଗଲାଣି ପ୍ରସ୍ତୁତି  

କନକ ବ୍ୟୁରୋ: ରାତି ପାହିଲେ ପହିଲି ରଜ । ରଜ ପାଇଁ ଏବେଠୁ ଜମିଲାଣି ରଜ ଆସର । ଚଳିତବର୍ଷ ରଜପର୍ବ ପାଳନ ପାଇଁ ଓଟିଡିସି ପକ୍ଷରୁ ଭୁବନେଶ୍ୱର ପାନ୍ଥନିବାସରେ ବ୍ୟାପକ ଆୟୋଜନ କରାଯାଇଛି । ରଜ ଉପଲକ୍ଷେ ରଜ ପାନ, ମେହେନ୍ଦୀ ସହ ନିଆରା ପରିବେଶ ଭେଟି ଦେଇଛି ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ଓଟିଡିସି…
Read More...

ପୁଣି ପ୍ରବଳ ଗୁଳୁଗୁଳି ଓ ଗରମରେ ଛଟପଟ ହେଲା ପଶ୍ଚିମ ଓଡ଼ିଶା: ସମ୍ବଲପୁରରେ ସର୍ବାଧିକ ୪୪ ଦଶମିକ ୩ ଡିଗ୍ରୀ ତାପମାତ୍ରା

କନକ ବ୍ୟୁରୋ: ପ୍ରବଳ ଖରା ଓ ଗୁଳୁଗୁଳିରୁ ଉପକୂଳବାସୀଙ୍କୁ ମିଳିଛି ଆଶ୍ୱସ୍ତି । ସେପଟେ କିନ୍ତୁ ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଅଗ୍ନିବର୍ଷା । ଆଜି ପୁଣିଥରେ ସମ୍ବଲପୁର ରାଜ୍ୟର ସବୁଠାରୁ ଉତପ୍ତ ସହର ହୋଇଛି । ସମ୍ବଲପୁରରେ ଆଜି ତାପମାତ୍ରା ୪୪ ଦଶମିକ ୩ ଡିଗ୍ରୀ ରେକର୍ଡ କରାଯାଇଛି । ଆଜି…
Read More...

ନିଟ୍-୨୦୨୩ ପରୀକ୍ଷାଫଳ ପ୍ରକାଶ: ୨ ଜଣ ହେଲେ ଯୁଗ୍ମ ଟପ୍ପର, ଓଡିଶାରୁ ସ୍ୱୟଂ ଶକ୍ତି ତ୍ରିପାଠୀ ୮ମ ସ୍ଥାନରେ 

କନକ ବ୍ୟୁରୋ: ଜାତୀୟ ଟେଷ୍ଟିଂ ଏଜେନ୍ସି  ପକ୍ଷରୁ କରାଯାଇଥିବା (ନିଟ୍ ) ୨୦୨୩ ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥର ମୋଟ ୨୦ ଲକ୍ଷ ୩୮ ହଜାର ୫୯୬ ଜଣ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୧ ଲକ୍ଷ ୪୫ ହଜାର ୯୭୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କ ମଧ୍ୟରେ ୫୨୧ ଜଣ…
Read More...

ପ୍ରଧାନମନ୍ତ୍ରୀ ବାଣ୍ଟିଲେ ନିଯୁକ୍ତି ପତ୍ର: ନିଯୁକ୍ତି ପାଇଲେ ୭୦ ହଜାର ଯୁବକ ଯୁବତୀ

କନକ ବ୍ୟୁରୋ: ପୁଣି ଥରେ ଦେଶର ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ବାଟିଂଲେ ପ୍ରଧାନମନ୍ତ୍ରୀ । ରୋଜଗାର ମେଳାରେ ଏଥରକ ୭୦ହଜାର ଯୋଗ୍ୟ ପ୍ରାର୍ଥୀଙ୍କୁ ମୋଦୀ ନିଯୁକ୍ତି ପତ୍ର ବାଟିଂଛନ୍ତିା ଦେଶର ଯୁବଗୋଷ୍ଠିଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଆଗାମୀୀ ୨୫ବର୍ଷ ମଧ୍ୟରେ ଭାରତକୁ ଏକ…
Read More...

ବେଙ୍ଗାଲୁୁରୁରୁ ଆସିଲା ଲୋମଟାଙ୍କୁରା ହତ୍ୟା ମାମଲା: ଜନ୍ମକଲା ମା’କୁ ୯୦ଟି ନିଦ ବଟିକା ଦେବା ପରେ ତଣ୍ଟିଚିପି ହତ୍ୟା…

କନକ ବ୍ୟୁରୋ: ବେଙ୍ଗାଲୁରୁରୁ ଆସଛି ଛାତିଥରା ହତ୍ୟା ମାମଲା । ମା’କୁ ହତ୍ୟା କରି ଶବକୁ ଏକ ଟ୍ରଲିବ୍ୟାଗରେ ଭର୍ତି କରି ଥାନାରେ ପହଁଚିଲେ ଝିଅ । ଘଟଣା ବେଙ୍ଗାଲୁରର । ଆପଣ ଟିଭି ପରଦାରେ ଯେଉଁ ନୀଳ ରଙ୍ଗର ଟ୍ରଲିବ୍ୟାଗ ଦେଖୁଛନ୍ତି ସେଥିରେ ରହିଥିଲା ୭୦ବର୍ଷ ବୟସ୍କା ମହିଳାଙ୍କ ଶବ ।…
Read More...

ମାଡ଼ି ଆସୁଛି ବାତ୍ୟା ‘ବିପର୍ଯ୍ୟୟ’: ଗୃହମନ୍ତ୍ରୀ କଲେ ବାତ୍ୟା ମୁକାବିଲା ବୈଠକ

କନକ ବ୍ୟୁରୋ: ସାମାନ୍ୟ ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ ବର୍ତମାନ ଅତି ଭୀଷଣ ବାତ୍ୟାରେ ପରିରତ ହୋଇଛି । ହେଲେ ଏହାର ଭୟାବହତା କିଛି କମ ହେବନି ବୋଲି ଅନୁମାନ କରାଯାଉଛି । ଗୁରୁବାର ସଂଧ୍ୟାରେ ଗୁଜରାଟର କଚ୍ଚ ଓ ପାକିସ୍ଥାନର କରାଚି ଉପକୂଳରେ ମାଡ଼ ହେବା ସମ୍ଭାବନା ରହିଛି । ବାତ୍ୟା…
Read More...

ବିଦେଶରେ ଟ୍ରକ ଯାତ୍ରା କଲେ ରାହୁଲ ଗାନ୍ଧୀ: ୱାଶିିଂଟନ ଡିସିରୁ ବାହାରିଲେ ନ୍ୟୁୟର୍କରେ ପହଁଚିଲେ

କନକ ବ୍ୟୁରୋ: ଦିଲ୍ଲୀ ପରେ ଆମେରିକାରେ ଟ୍ରକଯାତ୍ରା କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ ଏବେ ଆମେରିକା ଗସ୍ତରେ ଅଛନ୍ତି । ଏହି ଅବସରରେ ୱାଶିଂଟନରୁ ନ୍ୟୁୟର୍କ ପର୍ଯ୍ୟନ୍ତ ଏକ ଟ୍ରକରେ ୧୯୦ କିଲୋମିଟର ସେ ଯାତ୍ରା କରିଛନ୍ତି । ଟ୍ରକରେ ଯାତ୍ରା କରିବା ସମୟରେ ଟ୍ରକ ଚାଳକ ତିଲଜିନ୍ଦର…
Read More...