ବିଷାକ୍ତ ଖାଦ୍ୟ ନେଲା ଜୀବନ : ଗୋଟିଏ ପରିବାରର ମା’ ଓ ଦୁଇ ପୁଅଙ୍କ ମୃତ୍ୟୁ; ବାପା ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ

201

କନକ ବ୍ୟୁରୋ : ଦିଗପହଣ୍ଡିରେ ବିଷାକ୍ତ ଖାଦ୍ୟ ନେଲା ଜୀବନ । ଗୋଟିଏ ପରିବାରର ମା’ ଓ ଦୁଇ ପୁଅଙ୍କ ମୃତ୍ୟୁ । ବାପା ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ । ଶେରଗଡ଼ ଥାନା ଶ୍ରୀରାମ ନଗରରେ ଅଘଟଣ ଘଟିଛି । ଘଟଣାସ୍ଥଳରେ ଶେରଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।