Browsing Category
ନ୍ୟୁଜ୍
ନୀଳାଦ୍ରି ବିଜେ ବିଭ୍ରାଟ ପ୍ରସଙ୍ଗ : ୮ ସେବାୟତଙ୍କୁ ପଳାତକ ଘୋଷଣା କଲା ପୁରୀ ପୁଲିସ
ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ନୀଳାଦ୍ରି ବିଜେ ବିଶୃଙ୍ଖଳା ପ୍ରସଙ୍ଗରେ ଆଉ ୨ ସେବାୟତଙ୍କୁ ଗିରଫ କରିଛି ପୁଲିସ । ଗିରଫ ସେବାୟତ ମାନେ ହେଲେ ସୂର୍ଯ୍ୟନାରାୟଣ ପୂଜାପଣ୍ଡା ଓ ବୃନ୍ଦାବନ ପୂଜା ପଣ୍ଡା। ଏହା ସହ ୮ ସେବାୟତଙ୍କୁ ପଳାତକ ଘୋଷଣା କରାଯାଇଛି । ପୁରୀ ଏସପି ସାର୍ଥକ ଷଡଙ୍ଗୀ ଏନେଇ…
Read More...
Read More...
ମହାନଦୀ ପାଣିକୁ ନେଇ ତେଜିଲା କଳି : ପ୍ରଥମ ଥର ଲାଗି ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ଜଳ ବିବାଦ ଉପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ କଡ଼ା ଜବାବ ଦେବା ସହ କେନ୍ଦ୍ର ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
Read More...
Read More...
ନୀଳାଦ୍ରି ବିଜେ ବେଳେ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ : ୨ ସେବାୟତଙ୍କୁ ଗିରଫ କଲା ସିଂହଦ୍ୱାର ଥାନା ପୁଲିସ
ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ନୀଳାଦ୍ରି ବିଜେ ବେଳେ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ବୃନ୍ଦାବନ ପୂଜାପଣ୍ଡା ଓ ସୂର୍ଯ୍ୟନାରାୟଣ ପୂଜାପଣ୍ଡା ୨ ସେବାୟତଙ୍କୁ ଗିରଫକଲା ସିଂହଦ୍ୱାର ଥାନା ପୁଲିସ । ପୂର୍ବରୁ ୪ ସେବାୟତ ଗିରଫ ହୋଇଥିଲେ ।
Read More...
Read More...
ନାବାଳିକା କାଷ୍ଟିଂ କାଉଚ୍ ଅଭିଯୋଗ ମାମଲା : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପପୁ ପମପମ
ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନାବାଳିକାଙ୍କୁ କାଷ୍ଟିଂ କାଉଚ ମାମଲାରେ ହାଇକୋର୍ଟ ଗଲେ ପପୁ। ଅଭିନୟର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁୁ ଯୈାନ ଶୋଷଣ ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି ଅଭିନେତା ପପୁ ପମପମ । ତେଣୁ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି ପପୁ । ପୂର୍ବରୁ ଗତ ୧୧…
Read More...
Read More...
ବାଘ ଖୋଜାରେ କଟିଲା ରାତି : ବାଲିପାଟଣାବାସୀଙ୍କ ସହ ସାମିଲ ହେଲା କନକ ନ୍ୟୁଜ୍
ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ନିକଟ ମୁକୁନ୍ଦଦାସପୁର ଓ ଏହାର ଆଖପାଖ ୪-୬ ଖଣ୍ଡ ଗାଁରେ ଗତ ଶନିବାର ଠାରୁ ନିଦ ନାହିଁ ଲୋକଙ୍କ ଆଖିରେ । ବାଘ ଭୟରେ ଆତଙ୍କିତ ପୂରା ଅଂଚଳବାସୀ । ଶନିବାର ବାଘ ଆକ୍ରମଣରେ ମୁକୁନ୍ଦଦାସପୁରରେ ଗୋଟିଏ ଗାଈ ଆହତ ହୋଇଥିବା…
Read More...
Read More...
ଠକ କର୍ମଚାରୀ ସାବଧାନ : ସରକାରୀ ଚାକିରିରେ ହେବ ପ୍ରାଇଭେଟ୍ କଂପାନୀ ଭଳି ବ୍ୟବସ୍ଥା
କନକ ବ୍ୟୁରୋ : ଠକ କର୍ମଚାରୀ ସାବଧାନ। ଏଣିକି କମ୍ କାମ କଲେ ମିଳିବ କମ୍ ଦରମା । ସରକାରୀ ଚାକିରିରେ ହେବ ପ୍ରାଇଭେଟ୍ କଂପାନୀ ଭଳି ବ୍ୟବସ୍ଥା । ବାର୍ଷିକ ବେତନ ବୃଦ୍ଧି ନିର୍ଭର କରିବ କର୍ମଚାରୀଙ୍କ ପରଫରମାନ୍ସ ଉପରେ । ଘରୋଇ କଂପାନୀ ଭଳି ଏବେ ସରକାରୀ ଚାକିରିରେ ବି ପ୍ରଦର୍ଶନକୁ ଆଧାର କରି…
Read More...
Read More...
ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡିର ବିକ୍ଷୋଭ : ଝାରସୁଗୁଡା ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା
ଝାରସୁଗୁଡା : ମହାନଦୀ ପ୍ରସଙ୍ଗକୁ ନେଇ ବିଜେଡିର ବିକ୍ଷୋଭ । ଝାରସୁଗୁଡା ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛି ବିଜେଡି । ଧାରଣାରେ ମନ୍ତ୍ରୀ ସଂଜୟ ଦାସ ବର୍ମା, ସ୍ନେହାଙ୍ଗୀନି ଛୁରିଆ, ଏବଂ ପ୍ରଣବ ପ୍ରକାଶ ଦାସ ସାମିଲ । ମନ୍ତ୍ରୀଙ୍କ ଗସ୍ତକୁ ବିଜେପିର ବିରୋଧ । କଳାପତାକା ପ୍ରଦର୍ଶନ…
Read More...
Read More...
ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣ ପ୍ରସଙ୍ଗ : ଗ୍ରାଉଣ୍ଡ ଜିରୋରେ ସତ ପରଖିଲା କନକ ନ୍ୟୁଜ୍
କନକ ବ୍ୟୁରୋ : ମହାନଦୀରେ ବ୍ୟାରେଜ୍ ନିର୍ମାଣକୁ ନେଇ ଛତିଶଗଡ଼ ଓ ଓଡ଼ିଶା ମୁହାଁମୁହିଁ ହୋଇଛନ୍ତି । ସଂସଦ ଭିତରେ ବାହାରେ ଏହି ପ୍ରସଙ୍ଗକୁ ଉଠାଇଛି ଓଡ଼ିଶା । ଗତକାଲି ବିରୋଧୀ ଦଳ ଛତିଶଗଡ଼ରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ହେଲେ ଶାସକ ଦଳ କିମ୍ବା ସରକାରଙ୍କ ବିଶେଷଜ୍ଞ ଏପର୍ଯ୍ୟନ୍ତ…
Read More...
Read More...
ଉତର-ପୂର୍ବ ବଙ୍ଗୋପସାଗରରେ ଟ୍ରାପ ଲାଇନ ପ୍ରଭାବରେ ସାରା ରାଜ୍ୟରେ ବିକ୍ଷିପ୍ତ ବର୍ଷା
ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଉତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଟ୍ରାପ ଲାଇନ ପ୍ରଭାବରେ ସାରା ରାଜ୍ୟରେ ବିକ୍ଷିପ୍ତ ବର୍ଷା ଜାରି ରହିଛି । ଗତ ୨୪ ଘଂଟା ମଧ୍ୟରେ ପାରାଦୀପରେ ସର୍ବାଧିକ ୭୭.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆଗାମୀ ୪ରୁ ୫ ଦିନ ରାଜ୍ୟରେ ଏହିଭଳି…
Read More...
Read More...
ନୂଆଦିଲ୍ଲୀରେ ଅର୍ଥମନ୍ତ୍ରୀଙ୍କ ସମ୍ମିଳନୀ : ପ୍ରଦୀପ ଅମାତ କହିଲେ ଜିଏସଟିକୁ ସ୍ୱାଗତ କରୁଛି ଓଡିଶା
ଦିଲ୍ଲୀ ବ୍ୟୁରୋ କନକ ନ୍ୟୁଜ୍ : ଗୁଡ୍ସ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ-ଜିଏସଟି ନେଇ ନୂଆଦିଲ୍ଲୀରେ ଅର୍ଥ ମନ୍ତ୍ରୀମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଅର୍ଥ ମନ୍ତ୍ରୀ ପ୍ରଦୀପ ଅମାତ ଏଥିରେ ଯୋଗ ଦେଇ ଜିଏସଟିକୁ ଓଡ଼ିଶା ସ୍ୱାଗତ କରୁଥିବା ବେଳେ ଓଡ଼ିଶା ଏପର୍ଯ୍ୟନ୍ତ ତାର ସିଏସଟି…
Read More...
Read More...