Browsing Category

ନ୍ୟୁଜ୍

କେମିତି କରାଯିବ ସମ୍ଭାବ୍ୟ ବନ୍ୟାର ମୁକାବିଲା : ଅଧିକ ବର୍ଷାର ପୂର୍ବାନୁମାନ ପରେ ବୈଠକ ଡାକିଲେ ନବୀନ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । କିଭଳି ଆଗାମୀ ଦିନରେ ବନ୍ୟା ଓ ବାତ୍ୟାକୁ ମୁକାବିଲା କରାଯିବ ସେନେଇ ବ୍ଲୁପ୍ରିଂଟ ପ୍ରସ୍ତୁତ କରାଯାଇଛି । ବାତ୍ୟା ଆଶ୍ରୟ ସ୍ଥଳୀରେ ଆଶ୍ରିତ ଥିବା ଲୋକଙ୍କୁ ୨୪୦୦ କ୍ୟାଲୋରୀ…
Read More...

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଏମଆରସାମ ମିସାଇଲର ପରୀକ୍ଷଣ: ସକାଳ ୮ଟା୧୬ରେ ହେଲା ଉତକ୍ଷେପଣ

ବାଲେଶ୍ୱର : ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପରୀକ୍ଷଣ ହେଲା ଏମଆରସାମ ମିସାଇଲ । ଚାନ୍ଦିପୁରର ୩ ନମ୍ବର ଲଂଚପ୍ୟାଡରୁ ପରୀକ୍ଷଣ କରାଯାଇଛି । ସକାଳ ୮ଟା୧୬ରେ ଏହି ଉତକ୍ଷେପଣ କରାଯାଇଛି । ମିସାଇଲର ଭୃପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦି କ୍ଷମତା ରହିଛି ୭୦ କିଲୋମିଟର । ସ୍ଥଳ, ଜଳ ଓ…
Read More...

ପପୁଙ୍କ ବାସଭବନ ଆଗରେ ଲାଗିଲା ନୋଟିସ : ଜୁଲାଇ ୭ ସୁଦ୍ଧା ହାଜର ହେବାକୁ କମିଶନରେଟ ପୁଲିସର କଡା ତାଗିଦ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କମେଡି କିଙ୍ଗ ପପୁ ପମପମଙ୍କ ବାସଭବନ ଆଗରେ ଲାଗିଲା ନୋଟିସ । ବରମୁଣ୍ଡା ଜଗନ୍ନାଥ ବିହାର ସ୍ଥିତ ବାସଭବନରେ ନୋଟିସ ଲଗାଯାଇଛି । ଜୁଲାଇ ୭ ତାରିଖ ସୁଦ୍ଧା ହାଜର ହେବାକୁ କମିଶନରେଟ ପୁଲିସର କଡା ତାଗିଦ । ମହିଳା ଥାନାରେ ହାଜର ହୋଇ ମାମଲାରେ ସାହାଯ୍ୟ…
Read More...

କେନ୍ଦ୍ରୀୟ କର୍ମଚାରୀଙ୍କୁ ମନସୁନ୍ ବୋନାନ୍ଜା : ୨୩.୫ ପ୍ରତିଶ୍ରତ ବଢିବ ଦରମା

କନକ ବ୍ୟୁରୋ : ସପ୍ତମ ବେତନ କମିଶନଙ୍କ ସୁପାରିଶକୁ ମିଳିଛି କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । କେନ୍ଦ୍ର ସରକାରୀ କର୍ମଚାରୀ ଏଣିକି ପୁରୁଣା ବେତନର ୨୩.୫ ପ୍ରତିଶତ ଅଧିକ ଦରମା ପାଇବେ । ଜଣେ କର୍ମଚାରୀଙ୍କ ସର୍ବନିମ୍ନ ମାସିକ ଦରମା ୧୮ ହଜାର ହେବ । ୫୦ ଲକ୍ଷ କର୍ମଚାରୀ ଓ ୫୮ ଲକ୍ଷ ପେନସନଭୋଗୀ…
Read More...

ଖୋଲିଲା ରିୟଲିଟି ଶୋ’ର ରିୟଲ କଥା : ଅଭିନେତ୍ରୀ ଶର୍ମିଷ୍ଠାଙ୍କ ଆଉ ଏକ ଖୁଲାସା

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : କାଷ୍ଟି କାଉଚ୍ ନେଇ ୬ ଜଣଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ଆଉ ଏକ ଚାଂଚଲ୍ୟକର ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ଶର୍ମିଷ୍ଠା । ଏକ ଘରୋଇ ଚ୍ୟାନେଲରେ ପ୍ରସାରିତ ହେଉଥିବା ରିୟଲିଟି ଶୋ’ର ଏକ କାର୍ଯ୍ୟକ୍ରମରେ ଇଭେଂଟ ମ୍ୟାନେଜର ବାପି ଜେନା ସିଲେକ୍ସନ ନାଁରେ…
Read More...

ଚାପ ପରେ ନବୀନ ନେଲେ କାର୍ଯ୍ୟାନୁଷ୍ଠାନ : ବିଜେଡିରୁ ପପୁ ପମପମ୍ ବହିଷ୍କୃତ

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଶେଷରେ ଓଲିଉଡକୁ କଳଙ୍କିତ କରିଥିବା ଅଭିନେତା ପପୁ ପମପମଙ୍କ ଦୋଷକୁ ସ୍ୱୀକାର କରିଛି ବିଜେଡି । ନେତାରୁୁ ଅଭିନେତା ବନିଥିବା ପପୁ ଓରଫ୍ ତତ୍ୱପ୍ରକାଶ ଶତପଥୀଙ୍କୁ ଆଜି ବିଜେଡି ନିଜ ଦଳରୁ ବହିଷ୍କାର କରିଛି । ୨୦୧୪ ନିର୍ବାଚନରେ ପ୍ରଥମେ ଷ୍ଟାର…
Read More...

କାଷ୍ଟିଂ କାଉଚ ଅଭିଯୋଗ ପ୍ରସଙ୍ଗ : ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଛି ପୁରୀ ସଚେତନ ନାଗରିକ ମଂଚ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : କାଷ୍ଟିଂ କାଉଚ ଅଭିଯୋଗ ପରେ ଏବେ ସାରା ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଓଲିଉଡ ସିନେ ଜଗତରେ କାଷ୍ଟିଂ କାଉଚ ଚାଲୁଥିବା ନେଇ କିଛି କଳାକାରଙ୍କ ଅଭିଯୋଗ ପରେ ଏହାକୁ ନେଇ ଏବେ ଜୋର ଧରିଛି ଅସନ୍ତୋଷ । ଯେଉଁମାନେ ଏଥିରେ ସଂଶ୍ଲିଷ୍ଟ ସେମାନଙ୍କୁ…
Read More...

ଅନୁଗୁଳ – ସମ୍ବଲପୁର ଏନଏଚ୍ ୪ ଲେନ ହେବ : ଅରୁଣ ଜେଟଲୀ

କନକ ବ୍ୟୁରୋ : ଅନୁଗୁଳ – ସମ୍ବଲପୁର ଏନଏଚ୍ ୪ ଲେନ ହେବ । ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି ଅରୁଣ ଜେଟଲୀ । ଏହି ରାସ୍ତାପାଇଁ ୨୪୯୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ଅରୁଣ।
Read More...

ଷ୍ଟେନୋ ବନାମ ସମାଜସେବୀ : ଜଗତସିଂହପୁର ମହିଳା କ୍ୟାମ୍ପ କୋର୍ଟରେ ମହିଳାଙ୍କୁ ମାଡ

ଜଗତସିଂହପୁର : ମହିଳା କ୍ୟାମ୍ପରେ ମହିଳା ସମାଜେସେବୀଙ୍କୁ ଆକ୍ରମଣ । ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜ୍ୟ ମହିଳା ଆୟୋଗର କ୍ୟାମ୍ପ କୋର୍ଟ ଆରମ୍ଭ ହେବା ପୂର୍ବରୁ ଏକ ଅଭାବନୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା । ରେଜିଷ୍ଟ୍ରେସନକୁ ନେଇ ମହିଳା ସମାଜସେବୀ ଓ ଆୟୋଗଙ୍କ ଷ୍ଟେନୋ…
Read More...

ବିତିଗଲା ବର୍ଷେ : କ୍ଷତିପୂରଣ ଅପେକ୍ଷାରେ ମରୁଡି ପ୍ରଭାବିତ ଚାଷୀ

ସୁନ୍ଦରଗଡ ବ୍ୟୁରୋ, କନକ ନ୍ୟୁଜ୍ : ମରୁଡି ଯୋଗୁଁ ଉଜୁଡିଗଲା ଚାଷ । ଭାଙ୍ଗିଗଲା ଚାଷୀକୂଳର ମେରୁଦଣ୍ଡ । ବର୍ଷା ଅଭାବରୁ ଚାଷୀ ଆଖିଆଗରେ ନଷ୍ଟ ହୋଇଗଲା ବର୍ଷକ ଯାକର ପରିଶ୍ରମ । ଫଳରେ ଚାଷୀ ମୁଣ୍ଡରେ ଚଡକ ପଡିଗଲା । ସୁନ୍ଦରଗଡ ଜିଲ୍ଲାକୁ ମରୁଡି ପ୍ରଭାବିତ ଜିଲ୍ଲା ବୋଲି ସରକାର ଘୋଷଣା କଲେ ।…
Read More...