Browsing Category

ନ୍ୟୁଜ୍

ଚାପ ପରେ ନବୀନ ନେଲେ କାର୍ଯ୍ୟାନୁଷ୍ଠାନ : ବିଜେଡିରୁ ପପୁ ପମପମ୍ ବହିଷ୍କୃତ

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଶେଷରେ ଓଲିଉଡକୁ କଳଙ୍କିତ କରିଥିବା ଅଭିନେତା ପପୁ ପମପମଙ୍କ ଦୋଷକୁ ସ୍ୱୀକାର କରିଛି ବିଜେଡି । ନେତାରୁୁ ଅଭିନେତା ବନିଥିବା ପପୁ ଓରଫ୍ ତତ୍ୱପ୍ରକାଶ ଶତପଥୀଙ୍କୁ ଆଜି ବିଜେଡି ନିଜ ଦଳରୁ ବହିଷ୍କାର କରିଛି । ୨୦୧୪ ନିର୍ବାଚନରେ ପ୍ରଥମେ ଷ୍ଟାର…
Read More...

କାଷ୍ଟିଂ କାଉଚ ଅଭିଯୋଗ ପ୍ରସଙ୍ଗ : ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଛି ପୁରୀ ସଚେତନ ନାଗରିକ ମଂଚ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : କାଷ୍ଟିଂ କାଉଚ ଅଭିଯୋଗ ପରେ ଏବେ ସାରା ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଓଲିଉଡ ସିନେ ଜଗତରେ କାଷ୍ଟିଂ କାଉଚ ଚାଲୁଥିବା ନେଇ କିଛି କଳାକାରଙ୍କ ଅଭିଯୋଗ ପରେ ଏହାକୁ ନେଇ ଏବେ ଜୋର ଧରିଛି ଅସନ୍ତୋଷ । ଯେଉଁମାନେ ଏଥିରେ ସଂଶ୍ଲିଷ୍ଟ ସେମାନଙ୍କୁ…
Read More...

ଅନୁଗୁଳ – ସମ୍ବଲପୁର ଏନଏଚ୍ ୪ ଲେନ ହେବ : ଅରୁଣ ଜେଟଲୀ

କନକ ବ୍ୟୁରୋ : ଅନୁଗୁଳ – ସମ୍ବଲପୁର ଏନଏଚ୍ ୪ ଲେନ ହେବ । ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି ଅରୁଣ ଜେଟଲୀ । ଏହି ରାସ୍ତାପାଇଁ ୨୪୯୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ଅରୁଣ।
Read More...

ଷ୍ଟେନୋ ବନାମ ସମାଜସେବୀ : ଜଗତସିଂହପୁର ମହିଳା କ୍ୟାମ୍ପ କୋର୍ଟରେ ମହିଳାଙ୍କୁ ମାଡ

ଜଗତସିଂହପୁର : ମହିଳା କ୍ୟାମ୍ପରେ ମହିଳା ସମାଜେସେବୀଙ୍କୁ ଆକ୍ରମଣ । ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜ୍ୟ ମହିଳା ଆୟୋଗର କ୍ୟାମ୍ପ କୋର୍ଟ ଆରମ୍ଭ ହେବା ପୂର୍ବରୁ ଏକ ଅଭାବନୀୟ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା । ରେଜିଷ୍ଟ୍ରେସନକୁ ନେଇ ମହିଳା ସମାଜସେବୀ ଓ ଆୟୋଗଙ୍କ ଷ୍ଟେନୋ…
Read More...

ବିତିଗଲା ବର୍ଷେ : କ୍ଷତିପୂରଣ ଅପେକ୍ଷାରେ ମରୁଡି ପ୍ରଭାବିତ ଚାଷୀ

ସୁନ୍ଦରଗଡ ବ୍ୟୁରୋ, କନକ ନ୍ୟୁଜ୍ : ମରୁଡି ଯୋଗୁଁ ଉଜୁଡିଗଲା ଚାଷ । ଭାଙ୍ଗିଗଲା ଚାଷୀକୂଳର ମେରୁଦଣ୍ଡ । ବର୍ଷା ଅଭାବରୁ ଚାଷୀ ଆଖିଆଗରେ ନଷ୍ଟ ହୋଇଗଲା ବର୍ଷକ ଯାକର ପରିଶ୍ରମ । ଫଳରେ ଚାଷୀ ମୁଣ୍ଡରେ ଚଡକ ପଡିଗଲା । ସୁନ୍ଦରଗଡ ଜିଲ୍ଲାକୁ ମରୁଡି ପ୍ରଭାବିତ ଜିଲ୍ଲା ବୋଲି ସରକାର ଘୋଷଣା କଲେ ।…
Read More...

ନଦୀରେ ଗାଧୋଇବା ବେଳେ ହଠାତ ମାଡି ଆସିଲା ପାଣି : କ୍ୟାମେରାରେ କଏଦ ହେଲା ମୃତ୍ୟୁ ମୁଖରୁ ଉଦ୍ଧାର ହେବାର ଦୃଶ୍ୟ

କୋରାପୁଟ : ୫ ଜଣ ଛୋଟ ପିଲା ମୃତ୍ୟୁ ମୁଖରୁ ବର୍ତିବାର ଦୃଶ୍ୟ ରେକର୍ଡ ହୋଇଛି କ୍ୟାମେରାରେ । ଏମିତି ଏକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ । ରବିବାର ଦିନ କିଛି ପିଲା ପାଖ ନଦୀକୁ ଯାଇଥିଲେ ଗାଧୋଇବାକୁ । ଦିନ ଗୋଟାଏ ବେଳେ ହଠାତ ମାଡ଼ି ଆସିଲା ନଦୀ ପାଣି । ପାଣିର ପ୍ରଖର…
Read More...

ଜେଲରେ ପ୍ରଦୀପ ମାଝୀଙ୍କ ଅନଶନ : ବାହାରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ

ଉମରକୋଟ୍ : ଜେଲ ଭିତରେ ପ୍ରଦୀପ ମାଝୀ ଓ କଂଗ୍ରେସ କର୍ମୀଙ୍କ ଅନଶନ ଆଉ ବାହାରେ ଉମରକୋଟ୍ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ । ତୁରନ୍ତ ପ୍ରଦୀପ ମାଝୀ ଓ ଅନ୍ୟ କଂଗ୍ରେସ କର୍ମୀଙ୍କୁ ଜେଲରୁ ମୁକୁଳାଇବା ଦାବିରେ ଜେଲ ଆଗରେ କଂଗ୍ରେସ କର୍ମୀ ବିକ୍ଷୋଭ କରିଛନ୍ତି । ଏଭଳିକି ଜେଲ ଭିତରକୁ ଧସେଇ ପଶିବାକୁ…
Read More...

କୋଲକାତାରେ କମେଡି କିଙ୍ଗ ପପୁ ପମପମ : ରାଜ୍ୟ ବାହାରେ ଲୁଚିଥିବା ନେଇ ଚର୍ଚ୍ଚା

କନକ ବ୍ୟୁରୋ : ନାବାଳିକାଙ୍କ ଠାରୁ ଆରମ୍ଭ କରି କିଛି ନବାଗତାଙ୍କ କାଷ୍ଟି କାଉଚ୍ ଅଭିଯୋଗ ପରେ କମେଡି କିଙ୍ଗ ପପୁ ପମପମ ଫେରାର । କୁଆଡେ ଗଲେ ପପୁ, ତାଙ୍କର ପତା ମିଳୁନାହିଁ । ଗିରଫ ଭୟରେ ପପୁ କୁଆଡେ ଚାଲିଯାଇଥିବା କୁହାଯାଉଛି । ଚର୍ଚ୍ଚାହେଉଛି ରାଜ୍ୟ ବାହାରକୁ ଚାଲି ଯାଇଛନ୍ତି ପପୁ ପମପମ…
Read More...

ମାଲକାନଗିରିରେ ଗ୍ରାହକଙ୍କୁ ଲୁଟ୍ : ପେଟ୍ରୋଲପମ୍ପରେ ଦିଆଯାଉଛି ପାଣି ମିଶା ଡିଜେଲ

ମାଲକାନଗିରି : ତେଲ ଅପମିଶ୍ରଣ ନେଇ ବାରମ୍ବାର ଅଭିଯୋଗ ହୁଏ । ପେଟ୍ରୋଲ ଓ ଡିଜେଲରେ କିରୋସିନି ମିଶାଇ ପେଟ୍ରୋଲ ପମ୍ପ ମାଲିକ ଗ୍ରାହକଙ୍କୁ ଠକୁଥିବା ଚର୍ଚ୍ଚା ହୁଏ । ହେଲେ ଡିଜେଲରେ ପାଣି । ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାର ଏକ ନିର୍ଦ୍ଦିଷ୍ଟ ପେଟ୍ରୋଲ ପମ୍ପ ବିରୋଧରେ । ସହରରେ…
Read More...

ନେତାଗିରି ନା ଦାଦାଗିରି : ସଭାସ୍ଥଳରେ କୃଷି ମନ୍ତ୍ରୀଙ୍କ ପ୍ରତିକ୍ରିୟା ବେଳେ ଗଣମାଧ୍ୟମ ଉପରେ ତାତିଲେ ଦାମ ରାଉତ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନେତାଗିରି ନା ଦାଦାଗିରି । ବିଜେଡିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କ ଅଶୋଭନୀୟ ଆଚରଣ । ଗଣମାଧ୍ୟମ ଉପରେ ଚିହିଁକି ଉଠିଲେ ଦାମ ବାବୁ । ଆଜି ରାଜଭବନ ଆଗରେ ବିଜେଡି ପକ୍ଷରୁ କେନ୍ଦ୍ର ବିରେଧୀ ଧାରଣାବେଳେ ହଠାତ ତାତି ଉଠିଲେ ଦାମ । କନକ ନ୍ୟୁଜ୍ ,…
Read More...