Browsing Category

ନ୍ୟୁଜ୍

ହେଲିକପ୍ଟରରେ ଆସୁଛି ଟଙ୍କା : ନୋଟ୍ ବ୍ୟାନ୍ ପରେ ଉପାନ୍ତ ଅଂଚଳରେ ବିକଳ୍ପ ପାଇଁ ଆରବିଆଇର ପଦକ୍ଷେପ

କନକ ବ୍ୟୁରୋ : ହେଲିକପ୍ଟରରେ ଆସୁଛି ଟଙ୍କା । ପ୍ରଥମଥର ଲାଗି ଏଭଳି ଟଙ୍କା ଏୟାର ଲିଫ୍ଟର ଚିତ୍ର ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ କଳାଧନ ଉପରେ ସର୍ଜିକାଲ ଆଟାକ ପରେ ସାରାଦେଶରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ପୁରୁଣା ୫୦୦ ଓ ହଜାରେ ଟଙ୍କିିଆ ନୋଟ ବ୍ୟାଙ୍କରେ ଜମା କରି ନୂଆ ନୋଟ…
Read More...

ଏଟିଏମରୁ ଆନନ୍ଦବଜାର ! ଖୁଚୁରା ନଥିବାରୁ ଶ୍ରଦ୍ଧାଳୁ କିଣୁ ନାହାଁନ୍ତି ଅବଢା

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଅଚଳ ନୋଟର ପ୍ରଭାବରେ ଅଚଳ ହୋଇପଡିଛି ଆନନ୍ଦ ବଜାର । ଶ୍ରୀମନ୍ଦିରରେ କମିଛି ଅବଢ଼ା ବିକ୍ରି । କଳାଧନ ଉପରେ ମୋଦିଙ୍କ ସର୍ଜିକାଲ ଷ୍ଟ୍ରାଇକର ପ୍ରଭାବ ଅବଢ଼ା ବିକ୍ରି ଉପରେ ପଡିଛି । ଗୋଟିଏ ପଟେ ସେବାୟତ ଅବଢ଼ା ବିକ୍ରି କରିବା ସମୟରେ ପୁରୁଣା ନୋଟ୍ ଗ୍ରହଣ…
Read More...

ବିଜେଡି କୁର୍ତ୍ତାରେ ବାଲିଯାତ୍ରା ଧୂଳି ! ଦାମ କହିଲେ ଅତିଥି ହେବାକୁ ନାହିଁ ବିଷ୍ଣୁଙ୍କ ପ୍ରତିଭା

ଜଗତସିଂହପୁର : ପୁଣି ଦାମ-ବିଷ୍ଣୁ ବିବାଦ । ଏଥର ପ୍ରସଙ୍ଗ କଳିଙ୍ଗ ବାଲିଯାତ୍ରା । ପାରାଦୀପ କଳିଙ୍ଗ ବାଲିଯାତ୍ରାର ନିମନ୍ତ୍ରଣ ପତ୍ରରେ ରାଜ୍ୟସଭା ସାଂସଦ ବିଷ୍ଣୁ ଦାସଙ୍କ ନାଁ ନଥିଲା । ସାଂସଦ ଏଥି ପାଇଁ ତାଙ୍କ ପୁରୁଣା ରାଜନୈତିକ ଶତ୍ରୁ ଡାକ୍ତର ଦାମଦୋର ରାଉତଙ୍କୁ ଦାୟୀ କରିଛନ୍ତି ।…
Read More...

ମୋଦିଙ୍କ କଡା ଚା ! ପ୍ରଧାନମନ୍ତ୍ରୀ କହିଲେ, ଏଣିକି ଗରିବ ଆଖିକୁ ଆସିବ ଶାନ୍ତିର ନିଦ

କନକ ବ୍ୟୁରୋ : ନୋଟକୁ ନେଇ ଓଡିଶା ସମେତ ସାରା ଦେଶ ନୟାନ୍ତ ହେବା ପରେ ମୋଦି ସରକାର କେତେକ କୋହଳ ନୀତି ଆପଣାଇଛନ୍ତି । ଆସନ୍ତା ନଭେମ୍ବର ୨୪ ତାରିଖ ଯାଏଁ ଜରୁରୀକାଳୀନ ସେବା କ୍ଷେତ୍ରରେ ପୁରୁଣା ୫ ଶହ ଓ ହଜାରେ ଟଙ୍କିଆ ନୋଟ୍ ପୂର୍ବ ପରି ପ୍ରଚଳନ ହୋଇପାରିବ । ସେପଟେ ଆଉ ଏକ ଘଟଣାକ୍ରମରେ…
Read More...

ଗାଜିପୁରରେ ମୋଦିଙ୍କ ଉଦବୋଧନ : ଦେଶରୁ ଭ୍ରଷ୍ଟାଚାର ହଟାଇବା ପାଇଁ ସରକାରଙ୍କର ଏହି ପଦକ୍ଷେପ

କନକ ବ୍ୟୁରୋ : ପୁରୁଣା ୫ଶହ ଓ ହଜାର ଟଙ୍କିଆ ନୋଟ୍ ଅଚଳ ହେବା ପରେ ଦେଶର ଗରିବ ଲୋକେ ନିଶ୍ଚିନ୍ତରେ ଶୋଉଥିବାବେଳେ କଳାଧନ ଜମାକାରୀ ନିଦ ବଟିକା ଖାଉଛନ୍ତି । ବଡ ନୋଟ୍ ଅଚଳ କରିବା ପରେ କଳାଧନ ଜମାକାରୀ ଚିନ୍ତାରେ ପଡିଯାଇଛନ୍ତି । ଉତରପ୍ରଦେଶ ଗାଜିପୁରରେ ବିଜେପି ପରିବର୍ତନ ରାଲିରେ ଯୋଗଦେଇ…
Read More...

ଆରବିଆଇର ସ୍ପଷ୍ଟିକରଣ ! ନୂଆ ୫୦୦ ଟଙ୍କିଆ ନୋଟ୍‌ ଓଡିଶାରେ ପହଂଚିବାକୁ ଲାଗିବ କିଛି ସମୟ

କନକ ବ୍ୟୁରୋ : ନାସିକ୍‌ ପ୍ରେସ୍‌ରୁ ନୂଆ ୫୦୦ ଟଙ୍କିଆ ନୋଟ୍‌ ଆରବିଆଇ ପାଖକୁ ପଠାଇ ଦିଆଯାଇଛି । ତେବେ ଏହି ନୋଟ୍‌ ଭୁବନେଶ୍ୱରରେ ଦିନେ ଦୁଇ ଦିନ ଭିତରେ ପହଞ୍ଚିବାର କମ ସମ୍ଭାବନା ରହିଛି । କାରଣ ନୋଟ୍‌ଗୁଡ଼ିକ ମୁମ୍ବାଇସ୍ଥିତ ଆରବିଆଇ କାର୍ଯ୍ୟାଳୟରୁ ବିଭିନ୍ନ ସ୍ଥାନକୁ ପଠାଯିବ । ଆରବିଆଇର…
Read More...

ଆଜି ଶିଶୁ ଦିବସ : ପଣ୍ଡିତ ଜବାହାରଲାଲ ନେହରୁଙ୍କୁ ମନେ ପକାଉଛି ସାରା ଦେଶ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ଶିଶୁ ଦିବସ, ଆଜିର ଦିନକୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ଜନ୍ମ ଦିବସ ଭାବରେ ପାଳନ କରାଯାଏ । ସ୍ୱାଧୀନତା ପରେ ନବ ଭାରତର ନିର୍ମାଣରେ ତାଙ୍କର ଅବଦାନକୁ ଆଜି ମନେ ପକାଉଛି ସାରା ଦେଶ । ଛୋଟ ପିଲାମାନଙ୍କ ପ୍ରତି…
Read More...

କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲାନି ଓଡିଶା ପୁଲିସର ସୁରକ୍ଷା : ବି.ଏସ.ଏଫ ଯବାନଙ୍କ ସୁରକ୍ଷାରେ ପ୍ରଭାବିତ ଅଂଚଳକୁ ଗଲେ…

ମାଲକାନଗିରି : ମୃତ୍ୟୁର ଉପତ୍ୟାକା ପାଲଟିଥିବା ମାଲକାନଗିରିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଂଚି ସ୍ଥିତିର ସମୀକ୍ଷା କରୁଛନ୍ତି । ଜାପାନୀ ଜ୍ୱରରେ ଜର୍ଜରିତ ଗାଁରେ ସ୍ଥିତି ଅନୁଧ୍ୟାନ କରିବେ ବିଜେପିର ୫ ଜଣିଆ ଟିମ୍ । ତେବେ କେନ୍ଦ୍ରମନ୍ତ୍ରୀଙ୍କୁ ମାଲକାନଗିରି ପୁଲିସ ସୁରକ୍ଷା…
Read More...

ଆଜିଠାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଆଜିଠାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ସାତଦିନ ଧରି ଚାଲିବାକୁ ଥିବା ଏହି ବାଣିଜ୍ୟମେଳାକୁ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଓ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିିଛି । ସଂନ୍ଧ୍ୟାରେ ବାଲିଯାତ୍ରା ତଳପଡିଆ ସ୍ଥିତ…
Read More...

ଜାପାନୀ ଜ୍ୱରର ସ୍ଥିତି ପରଖିବାକୁ ମାଲକାନଗିରିରେ ପହଂଚିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମାଲକାନଗିରି : ଜାପାନୀ ଜ୍ୱରର ସ୍ଥିତି ପରଖିବାକୁ ମାଲକାନଗିରିରେ ପହଂଚିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ ସହ ବିଜେପିର ୫ ଜଣିଆ ଟିମ୍ ଏବେ ଜାପାନୀ ଜ୍ୱରରେ ପ୍ରଭାବିତ ପାଲକୋଣ୍ଡା ଗାଁରେ ବୁଲି ସ୍ଥିତି ପରଖୁଛନ୍ତି । ଏହି ଟିମରେ କେନ୍ଦ୍ର ପେଟ୍ରୋଲିୟମ…
Read More...