Browsing Category

ନ୍ୟୁଜ୍

ସଂସଦୀୟ ଶୀତ ଅଧିବେଶନ ଆରମ୍ଭରୁ ସରକାରଙ୍କୁ ଘେରିଲେ ବିରୋଧୀ : ନୋଟ୍ ଅଚଳ ପ୍ରସଙ୍ଗରେ ରାଜ୍ୟସଭାରେ ଆଲୋଚନା

କନକ ବ୍ୟୁରୋ : ଆଜିଠାରୁ ସଂସଦର ଶୀତ ଅଧିବେଶନ । ବିମୁଦ୍ରାକରଣ ନେଇ ସରଗରମ ହୋଇଛି ରାଜ୍ୟସଭା । ବଡ ନୋଟ୍ ଅଚଳ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଗୃହ କାର୍ଯ୍ୟ ଆରମ୍ଭରୁ ବିମୁଦ୍ରାକରଣ ନେଇ ଆଲୋଚନା କରିବ ପାଇଁ ଅଡି ବସିଥିଲେ ବିରୋଧି  । କଂଗ୍ରେସର ବରିଷ୍ଠ ନେତା…
Read More...

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ : ଅଚଳ ନୋଟ୍ କାରବାର ପାଇଁ ଅନୁମତି ଦେବାକୁ ଚିଠି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅଚଳ ହୋଇଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କରେ କାରବାର କରିବା ପାଇଁ ଅନୁମତି ମିଳୁ । ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆରବିଆଇକୁ ଏଥିଲାଗି ନିର୍ଦ୍ଦେଶ ଦେବାକୁ ଅନୁରୋଧ…
Read More...

ଭୁବନେଶ୍ୱର ଆରବିଆଇରେ ପହଁଚିଲା ୫୦୦ଟଙ୍କିଆ ନୋଟ୍ : କଟକ ଭୁବନେଶ୍ୱରରେ ସଂଧ୍ୟା ସୁଦ୍ଧା ମିଳିବ ନୂଆ ନୋଟ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ଆରବିଆଇ ଶାଖାକୁ ଆସିଲା ନୂଆ ୫ଶହ ଟଙ୍କିଆ ନୋଟ୍ । ଆଜି ସଂଧ୍ୟା ସୁଦ୍ଧା କଟକ ଓ ଭୁବନେଶ୍ୱରର ବ୍ୟାଙ୍କ ଗୁଡକରେ ଏହା ଗ୍ରାହକଙ୍କୁ ଯୋଗାଇ ଦିଆଯିବ। ତେବେ ଆସନ୍ତାକାଲି ସୁଦ୍ଧା ରାଜ୍ୟର ଅନ୍ୟ ଅଂଚଳରେ ଏହା ଗ୍ରାହକଙ୍କୁ ମିଳିବ । ଏନେଇ ସୂଚନା…
Read More...

ଆରଏସଏସ ମାନହାନୀ ମାମଲାରେ ରାହୁଲଙ୍କୁ ମିଳିଲା ବେଲ୍

କନକ ବ୍ୟୁରୋ : ଆରଏସଏସ ମାନହାନି ମାମଲାରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମିଳିଳା ଜାମିନ । ମୁମ୍ବାଇର ବିୱଣ୍ଡୀ କୋର୍ଟ ରାହୁଲଙ୍କ ଜାମିନ ପ୍ରଦାନ କରିଛନ୍ତି । ମାମଲାର ପରବର୍ତୀ ଶୁଣାଣୀ ହେବ ଜାନୁଆରୀ ୨୮ରେ । ବ୍ୟକ୍ତିଗତ ମୁଚାଲିକାରେ ଜାମିନ ଦିଅଯାଇଛି । ଆଜି ଶତାଧିକ କଂଗ୍ରେସ…
Read More...

କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କ କିଡନୀ ଫେଲ୍ : ଦିଲ୍ଲୀ ଏମ୍ସରେ ଚାଲିଛି ଡାଏଲିସିସ୍

କନକ ବ୍ୟୁରୋ : ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଗୁରୁତର ଅସୁସ୍ଥ । ସୁଷମାଙ୍କ କିଡନୀ ଫେଲ ହୋଇଥିବା ସେ ଟ୍ୱିଟ୍ କରି ଜଣାଇଛନ୍ତି । ଦିଲ୍ଲୀ ଏମ୍ସରେ ତାଙ୍କର ଡାଏଲିସିସ୍ ଚାଲିଛି । କିଡନୀ ଟ୍ରାନ୍ସପ୍ଲାଂଟ୍ ପାଇଁ ପ୍ରସ୍ତୁତି ଚାଲିଛି । ଗତ ୨୦ ବର୍ଷ ଧରି ସୁଷମା ମଧୁମେହ ରୋଗରେ…
Read More...

ଢେଙ୍କାନାଳ : ମୁଖ୍ୟ ପୋଷ୍ଟ ଅଫିସ୍ ସୁପରିଟେଣ୍ଡେଂଟଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ

ଢେକାଂନାଳ : ଢେକାଂନାଳ ମୁଖ୍ୟ ପୋଷ୍ଟ ଅଫିସର ସୁପରିଟେଣ୍ଡଂଟଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ । ଅଶୋଭନୀୟ ଆଚରଣ କରୁଥିବା ଅଭିଯୋଗ କରି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଫଳରେ ଟଙ୍କା ବଦଳ ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।…
Read More...

ଅଚଳ ଟଙ୍କା ସଚଳ ଦଲାଲ୍ : ଆଦିବାସୀ ଇଲାକାରେ ଚାଲିଛି ବେଧଡକ ନୋଟ୍ ନିଲାମୀ

ନବରଙ୍ଗପୁର : ବଡ ନୋଟ୍ ଅଚଳ ପରେ ମାତିଛନ୍ତି ଦଲାଲ । ବିଶେଷ କରି ଆଦିବାସୀ ଇଲାକାରେ ସକ୍ରୀୟ ହୋଇ ଉଠିଛନ୍ତି ଏହି ଦଲାଲ । ବେଧଡକ ଭାବେ ଚାଲିଛି ନୋଟ୍ ନିଲାମୀ । ନବରଙ୍ଗପୁର ଅଂଚଳର ଗରିବ ଆଦିବାସୀଙ୍କ ସରଳତାର ଫାଇଦା ନେଇ ସେମାନଙ୍କୁ ଲୁଟି ଚାଲିଛନ୍ତି ଛତିଶଗଡ଼ର ଦଲାଲ । ୫୦୦ଟଙ୍କିଆ ବଦଳରେ…
Read More...

ନିଶାମୁକ୍ତ ଓଡିଶା ପାଇଁ ଆମ ଓଡିଶା ପାର୍ଟି ପକ୍ଷରୁ ସଂକଳ୍ପ ଯାତ୍ରା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମା, ମାଟି,ମାତୃଭାଷୀ, ନିଶାମୁକ୍ତ ଓଡିଶା ପାଇଁ ଏବେ ଆବଶ୍ୟକ ଏକ ବିକଳ୍ପ । ବିକଳ୍ପ ପାଇଁ ସଂକଳ୍ପ ଯାତ୍ରା । ଆମ ଓଡିଶା ପାର୍ଟିପକ୍ଷରୁ ଏହି ସଂକଳ୍ପ ଯାତ୍ରା ଖଣ୍ଡପଡାରୁ ଆରମ୍ଭ ହୋଇ କଂଟିଲୋ ନୀଳମାଧବ ଯାଏଁ ଯିବ । ଦୀର୍ଘ ୧୬ ବର୍ଷର ବିଜେଡି ଶାସନ…
Read More...

କମିଲା ତେଲ ଦର : ପେଟ୍ରୋଲ ଲିଟର ପିଛା ୧.୪୬ ପଇସା ଓ ଡିଜେଲ ଲିଟର ପିଛା ୧. ୫୩ ପଇସା ଶସ୍ତା

କମିଲା ତେଲ ଦର । ପେଟ୍ରୋଲ ଲିଟର ପିଛା ୧ଟଙ୍କା ୪୬ ପଇସା କମିଥିବା ବେଳେ ଡିଜେଲ ଲିଟର ପିଛା ୧ଟଙ୍କା ୫୩ ପଇସା ଶସ୍ତା ହୋଇଛି । ଅଶୋଧିତ ତେଲ ଦର ପରିବର୍ତ୍ତନ ଯୋଗୁଁ ଏହି ଦର ପରିବର୍ତ୍ତନ ହୋଇଥିବା କୁହାଯାଉଛି । ଗତ ୫ ତାରିଖରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବଢିଥିଲା । ସେପ୍ଟେମ୍ବର ଠାରୁ ୬ଥର…
Read More...

ଜାପାନୀ ଜ୍ୱର ନେଲା ପୁଣି ୪ ଶିଶୁଙ୍କ ଜୀବନ : ୬୯ ଦିନରେ ମୃତ୍ୟୁ ସଂଖ୍ୟା ୧୧୫

ମାଲକାନଗିରି : ଜାପାନୀ ଏନସେଫାଲାଇଟିସରେ ପୁଣି ବଢିଲା ଶିଶୁ ମୃତ୍ୟୁ ସଂଖ୍ୟା । ଆଜି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୪ଜଣ ଶିଶୁ ପ୍ରାଣ ହରାଇଛନ୍ତି । କୋରୁକୁଣ୍ଡା ବ୍ଲକ ପୋଟ୍ରେଲ ଗାଁର ୪ବର୍ଷୀୟ ଶିଶୁ ଶିବାନୀ ପଡିଆମୀ, ସୀମାଗୁଡା ଗାଁର ୩ବର୍ଷୀୟ ସହଦେବ ପଡିଆମୀ, ବାଲିମେଳାର ୭ବର୍ଷୀୟ…
Read More...