କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କ କିଡନୀ ଫେଲ୍ : ଦିଲ୍ଲୀ ଏମ୍ସରେ ଚାଲିଛି ଡାଏଲିସିସ୍

32

କନକ ବ୍ୟୁରୋ : ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଗୁରୁତର ଅସୁସ୍ଥ । ସୁଷମାଙ୍କ କିଡନୀ ଫେଲ ହୋଇଥିବା ସେ ଟ୍ୱିଟ୍ କରି ଜଣାଇଛନ୍ତି । ଦିଲ୍ଲୀ ଏମ୍ସରେ ତାଙ୍କର ଡାଏଲିସିସ୍ ଚାଲିଛି । କିଡନୀ ଟ୍ରାନ୍ସପ୍ଲାଂଟ୍ ପାଇଁ ପ୍ରସ୍ତୁତି ଚାଲିଛି । ଗତ ୨୦ ବର୍ଷ ଧରି ସୁଷମା ମଧୁମେହ ରୋଗରେ ଆକ୍ରାନ୍ତ ଅଛନ୍ତି । ଭଗବାନ କୃଷ୍ଣ ତାଙ୍କର ରକ୍ଷା କରିବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସୁଷମା । ନ୍ୟୁଜ ସହିତ ସୁଷମାଙ୍କର ଟ୍ୱିଟ୍ ଦେଖନ୍ତୁ ଏହି ଭିଡିଓରେ :