Browsing Category

ନ୍ୟୁଜ୍

ନିଆରା ନିର୍ବନ୍ଧ : ବର, କନ୍ୟା ହେଲେ ଜଉ କଣ୍ଢେଇ

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ମହାଆଡମ୍ବରରେ କରାଯାଉଛି ନିର୍ବନ୍ଧ । ସମସ୍ତଙ୍କ ନଜର ବର କନ୍ୟା ଉପରେ । ଆଶ୍ଚର୍ଯ୍ୟର କଥା ହେଉଛି ଏଠାରେ ବର, କନ୍ୟା ହେଉଛନ୍ତି ଜଉ କଣ୍ଢେଇ । ବାଲେଶ୍ୱରର ଏହି ପ୍ରାଚୀନ ପରମ୍ପରା ପ୍ରଥମ ଥର ପାଇଁ ଦେଖବାକୁ ମିଳିଛି ରାଜଧାନୀରେ ।
Read More...

ଆଜି ସାବିତ୍ରୀ ବ୍ରତ : ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ପାଳିଲେ ବିବାହିତା ନାରୀ

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଆଜି ସାବିତ୍ରୀ ବ୍ରତ । ହିନ୍ଦୁ ଧର୍ମରେ ସ୍ୱାମୀଙ୍କ ଦୀର୍ଘ ଆୟୁ କାମନା କରି ଏହି ପୂଜା କରିଥାନ୍ତି ବିବାହିତା ନାରୀ । ହିନ୍ଦୁ କିମ୍ବଦନ୍ତିରେ ଜଣେ ଶ୍ରେଷ୍ଠ କନ୍ୟା ହେଲେ ସାବିତ୍ରୀ । ସେ ଥିଲେ ରାଜକନ୍ୟା । ସାବିତ୍ରୀ ଦେବୀଙ୍କୁ ପ୍ରାର୍ଥନା କରି…
Read More...

ସିଏମସି ଉପନିର୍ବାଚନରେ କଂଗ୍ରେସର କମବ୍ୟାକ୍

କଟକ ବ୍ୟୁରୋ ,କନକ ନ୍ୟୁଜ୍ : କଂଗ୍ରେସର କମବ୍ୟାକ୍ । ଉପନିର୍ବାଚନରେ ବିଜେଡିକୁ ଲାଗିଛି ବଡ ଝଟକା । ବିଜେଡି ଭାଇବୋହୂ ଶିଖା ସାମନ୍ତରାୟଙ୍କ ପ୍ରଚାରର ପ୍ରଭାବ ସିଏମସି ୨୧ ନମ୍ବର ୱାର୍ଡ ଉପନିର୍ବାଚନରେ । ଏଠାରେ କଂଗ୍ରେସ ପ୍ରାର୍ଥୀ ଗୌରୀ ଦାସ ୨୧୭ ଭୋଟରେ ବିଜେଡି ପ୍ରାର୍ଥୀ ତୁଳସୀ…
Read More...

ମେଧାବୀ ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ

ଭଦ୍ରକ : ଜଣେ ମେଧାବୀ ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ । ଛାତ୍ରୀ ଜଣକ ସମସ୍ତ ପେପର ପରୀକ୍ଷା ଦେଇଥିବା ବେଳେ ତାଙ୍କ ଫଳାଫଳ ପ୍ରକାଶ ପାଇନାହିଁ । ଗୋଟିଏ ପେପରରେ ଅନୁପସ୍ଥିତ ଥିବା ଦର୍ଶାଯାଇଛି । ଏଭଳି ଘଟଣା ଘଟିଛି ଭଦ୍ରକ ବନ୍ତସ୍ଥିତ ଆଂଚଳିକ…
Read More...

ଆଜି ଓଡିଶା ଗସ୍ତରେ ଆସିବେ ଏନଏଚଏଆଇ କର୍ତୃପକ୍ଷ : ରାଜ୍ୟ ସରକାରଙ୍କ ସହ ବର୍ଦ୍ଧିତ ଟୋଲ ଆଦାୟ ପ୍ରସଙ୍ଗରେ ହେବ ଆଲୋଚନା

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଆଜି ଓଡିଶା ଆସିବେ ଭାରତୀୟ ଜାତୀୟ ରାଜପଥ କର୍ତୃପକ୍ଷର ନିର୍ଦେଶକ । ଏହି ଅବସରରେ ରାଜ୍ୟ ସରକାରଙ୍କ ସହିତ ଟୋଲଗେଟ ଓ ବର୍ଦ୍ଧିତ ଟୋଲ ଆଦାୟ ପ୍ରସଙ୍ଗରେ ଆଲୋଚନା ହେବ । ଜୁନ ୧ ତାରିଖରୁ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଟୋଲ ଆଦାୟ ହେବାକୁ ଥିଲା ।…
Read More...

ଏୟାର ଓଡିଶା ଫ୍ଲପ୍ ସୋ

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଉଡାଣର ୫ ମାସ ପରେ ଡେଣା ହରାଇଲା ଏୟାର ଓଡିଶା। ବିବାଦ ଘେରକୁ ଆସିବା ପରେ ବାତିଲ ହେଲା ବୁଝାମଣା । ମାତ୍ର ୫ ମାସ ପରେ ଓଡ଼ିଶାର ସମ୍ବଲପୁର, ଜୟପୁର ଓ ରାଉରକେଲା ଭଳି ସହରକୁ ଛୋଟ ବିମାନ ଚଳାଇବାକୁ ଅନୁମତି ପାଇଥିବା ଏୟାର ଓଡ଼ିଶା ସହ ଚୁକ୍ତିକୁ ବାତିଲ…
Read More...

ପଦ୍ମଦଳର ପ୍ଲାନ୍ ଓଡିଶା

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଓଡିଶାରେ ବହିବ ମୋଦି ହାୱା । ବାଲେଶ୍ୱରରେ ଆୟୋଜିତ ବିକାଶ ଉତ୍ସବ ପରେ ଏବେ ଓଡିଶାକୁ ଆସୁଛନ୍ତି ୭ ଜଣ କେନ୍ଦ୍ରମନ୍ତ୍ରୀ। ବିକାଶର କଥା କହିବେ ଆଉ ବିଜେଡିର ଭୋଟ୍ ବ୍ୟାଙ୍କ ଭାଂଗିବାକୁ ତିଆରି କରିବେ ରୋଡମ୍ୟାପ୍ । ଓଡିଶାରେ କ୍ୟାପଟେନ ମୋଦି ଖେଳିଲେ…
Read More...

ବଡ ପରଦାରେ ବିଲ୍ଡର

ଭୁବନେଶ୍ୱର ବ୍ୟୁରୋ .କନକ ନ୍ୟୁଜ୍ : ଠକେଇ ଅଭିଯୋଗରେ ବିଲଡର ଗିରଫ । ଫ୍ଲାଟ୍ ଦେବା ନାଁରେ ଠକେଇ କରିଥିବା ବିଲଡର ନିରଂଜନ ରଣାଙ୍କୁ ଗିରଫ କରିଛି ପୋଲିସ । ମା ତାରିଣୀ ଇଷ୍ଟକନ୍ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ଠକେଇ କରିଥିଲେ ନିରଂଜନ । ଗ୍ରାହଙ୍କ ଠାରୁ ଫ୍ଲାଟ ଦେବା ନାଁରେ ୧୦ କୋଟିରୁ ଅଧିକ…
Read More...

ସାରଥୀ ସାମ୍ବାଦିକ ଓ ସମ୍ପର୍କ

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ବାରିମୂଳ ଆଶ୍ରମର ବାବା ସାରଥୀ । କରିଛନ୍ତି ୨୦ ଲକ୍ଷ ଟଂକାର ଡିଲ୍ । ପ୍ରବର୍ତନ ନିର୍ଦେଶାଳୟ ଆଗରେ ଏ ତଥ୍ୟ ରଖିଛନ୍ତି ସାରଥୀଙ୍କ ଜଣେ ସହଯୋଗୀ । ସେ କହିଛନ୍ତି, ଏକ ମିଡିଆକୁ ନିଜ ହାତକୁ ନେବାକୁ ୨୦ ଲକ୍ଷ ଟଂକାର ଡିଲ୍ କରିଥିଲେ ସାରଥୀ । ବର୍ତମାନ ଗିରଫ…
Read More...

କଟକ ମହାନଗର ନିଗମର ଉପନିର୍ବାଚନ :ବୁଥରେ ଉତେଜନା

କଟକ ବ୍ୟୁରୋ ,କନକ ନ୍ୟୁଜ୍ : କଟକ ମହାନଗର ନିଗମର ୨୧ ନମ୍ବର ୱାର୍ଡ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ସମୟରେ ୪ଟି ବୁଥରେ ଉତେଜନା ଦେଖାଦେଇଛି । ବୁଥ୍ ଗୁଡିକ ହେଲା , ୧୩୧,୧୩୨, ୧୩୩ ଓ ୧୩୪ । କଂଗ୍ରେସ ଓ ବିଜେଡି ସମର୍ଥକଙ୍କ ମଧ୍ୟରେ କଥା କଟାକଟିକୁ ନେଇ ଉତେଜନା ସୃଷ୍ଟି ହୋଇଛି । ସମସ୍ୟାର…
Read More...