ସାରଥୀ ସାମ୍ବାଦିକ ଓ ସମ୍ପର୍କ

34

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ବାରିମୂଳ ଆଶ୍ରମର ବାବା ସାରଥୀ । କରିଛନ୍ତି ୨୦ ଲକ୍ଷ ଟଂକାର ଡିଲ୍ । ପ୍ରବର୍ତନ ନିର୍ଦେଶାଳୟ ଆଗରେ ଏ ତଥ୍ୟ ରଖିଛନ୍ତି ସାରଥୀଙ୍କ ଜଣେ ସହଯୋଗୀ । ସେ କହିଛନ୍ତି, ଏକ ମିଡିଆକୁ ନିଜ ହାତକୁ ନେବାକୁ ୨୦ ଲକ୍ଷ ଟଂକାର ଡିଲ୍ କରିଥିଲେ ସାରଥୀ । ବର୍ତମାନ ଗିରଫ ହୋଇ ଜେଲର ଚାରିକାନ୍ଥ ମଧ୍ୟରେ ବନ୍ଦୀ ଅଛନ୍ତି ସାରଥୀ । ଗିରଫଦାରୀର ପ୍ରାୟ ବର୍ଷକ ପରେ ସାମ୍ନାକୁ ଆସିଛି ସାରଥୀଙ୍କ ମିଡିଆ ମ୍ୟାନେଜମେଂଟ ପ୍ରସଙ୍ଗ ।