Browsing Category

ନ୍ୟୁଜ୍

ମାର୍କ ରଖିବାର ମୋଦି ଫର୍ମୂଲା ! ମନ୍ କି ବାତରେ ଶିକ୍ଷାର୍ଥୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶ

କନକ ବ୍ୟୁରୋ : ବିଦ୍ୟାର୍ଥୀଙ୍କୁ ପରୀକ୍ଷା ବେଳେ ଚାପମୁକ୍ତ ରହିବାର ଫର୍ମୂଲା ବତାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରୀକ୍ଷାକୁ ଏକ ଉତ୍ସବ ଭାବରେ ଗ୍ରହଣ କରିବା ପାଇଁ ମୋଦି ପରାମର୍ଶ ଦେଇଛନ୍ତି । ରେଡିଓରେ ମନ୍ କି ବାତ୍ କାର୍ଯ୍ୟକ୍ରମ ବେଳେ ମୋଦି କହିଛନ୍ତି ଆଗକୁ ମାଟ୍ରିକ ଓ…
Read More...

ଯାଜପୁର : ପାରିବାରିକ କଳହରୁ ମାଆକୁ ହତ୍ୟା କଲା ପୁଅ

କନକ ବ୍ୟୁରୋ : ନିଜ ମାଆକୁ ହତ୍ୟା କଲା ପୁଅ । ଏପରି ଏକ ଅଭିଯୋଗ ଚାଂଚଲ୍ୟ ଖେଳାଇ ଦେଇଛି ଯାଜପୁର ମାର୍କଣ୍ଡପୁର ଅଂଚଳରେ । ପାରିବାରିକ କଳହରୁ ନିଜ ମାଆକୁ ପୁଅ ଓ ବୋହୂ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଜିଲ୍ଲା ମାର୍କଣ୍ଡପୁର ଗାଁ ନିକଟ ଆମ୍ବତୋଟାରେ ଗାଁର କନକ ଦେବୀଙ୍କ…
Read More...

ଭୁବନେଶ୍ୱର : ବାଙ୍କୁଆଳ ହତ୍ୟା ମାମଲାରେ ୨ ଅଭିଯୁକ୍ତ ଗିରଫ

କନକ ବ୍ୟୁରୋ : ବାଙ୍କୁଆଳ ହତ୍ୟା ମାମଲାରେ କମିଶନରେଟ ପୁଲିସକୁ ମିଳିଛି ସଫଳତା । ହତ୍ୟା ମାମଲାର ଦୁଇ ଅଭିଯୁକ୍ତ ବଳିଆ ଓ କାହ୍ନାଙ୍କୁ ସହିଦନଗର ଥାନା ପୁଲିସ ଗିରଫ କରିଛି । ବାଙ୍କୁଆଳରେ ତିନି ଦିନ ତଳେ ଚା'ପିଇବା ବେଳେ ବଚସାକୁ ନେଇ ହତ୍ୟାକାଣ୍ଡ ଘଟିଥିଲା । ଏ'ନେଇ ପୁଲିସରେ ଅଭିଯୋଗ ହେବା…
Read More...

ରାଉରକେଲା ସରକାରୀ ହସ୍ପିଟାଲରେ ଅଘଟଣ : ରୋଗୀ ମାଡରେ ରୋଗୀ ମୃତ

କନକ ବ୍ୟୁରୋ : ରାଉରକେଲା ସରକାରୀ ହସ୍ପିଟାଲରେ ଅଭାବନୀୟ ଘଟଣା ଘଟିଛି । ରୋଗୀ ମାଡରେ ରୋଗୀର ମୃତ୍ୟୁ ହୋଇଛି । ମୃତ ରୋଗୀଙ୍କ ନାଁ ଶମ୍ଭୁନାଥ ମୁଣ୍ଡାରି ବୋଲି ଜଣାପଡିଛି । ଆକ୍ରମଣ କରିଥିବା ରୋଗୀ ଫେରାର ହୋଇଯାଇଛି । ତେବେ ଆକ୍ରମଣର କାରଣ ଜଣାପଡିନାହିଁ । ଘଟଣାସ୍ଥଳରେ ପୁଲିସ ପହଁଚି ତଦନ୍ତ…
Read More...

ବଜେଟ୍ ପୂର୍ବରୁ ମୋଦିଙ୍କ ମନ୍ କି ବାତ୍ ! ପରୀକ୍ଷାର୍ଥୀଙ୍କ ପାଇଁ ଦେଲେ ଉପାଦେୟ ପରାମର୍ଶ

କନକ ବ୍ୟୁରୋ : ବଜେଟ ପୂର୍ବରୁ ମୋଦିଙ୍କ "ମନ୍ କି ବାତ୍'। ୨୦୧୭ ବର୍ଷ ପାଇଁ ଆଜି ମୋଦି ପ୍ରଥମ ଥର ପାଇଁ ତାଙ୍କର ପ୍ରିୟ କାର୍ଯ୍ୟକ୍ରମ ମନ୍ କି ବାତରେ ମନ କଥା କହିବେ । ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଚଳିତ ବର୍ଷର ବୋର୍ଡ ପରୀକ୍ଷାର୍ଥୀମାନଙ୍କୁ ଉପାଦେୟ ପରାମର୍ଶ ଦେଇଛନ୍ତି । ଗତ…
Read More...

ମହିଳାଙ୍କୁ ବିଭତ୍ସ ହତ୍ୟା ଅଭିଯୋଗ : କଂଟିଲୋ କମେଇ ମୁହାଣ ନିକଟରୁ ଅଧାପୋଡା ମୃତ ଦେହ ଉଦ୍ଧାର

କନକ ବ୍ୟୁରୋ : ମହିଳାଙ୍କୁ ବିଭତ୍ସ ହତ୍ୟା । ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ କମେଇ ମୁହାଣ ନିକଟରେ ଜଣେ ଅଜଣା ମହିଳାଙ୍କ ଅଧାପୋଡା ମୃତ ଦେହ ଉଦ୍ଧାର ହୋଇଛି । ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଯୋଜନାବଦ୍ଧ ଭାବେ ମହିଳାଙ୍କୁ ଆକ୍ରମଣ କରିଥିବା ଅନୁମାନ କରାଯାଉଛି । ମୃତ…
Read More...

ମହାନଦୀ ବିବାଦ ନେଇ କେନ୍ଦ୍ରର ଷଡଯନ୍ତ୍ରର ଗନ୍ଧ ବାରିଛି ଶାସକ ବିଜେଡି !

କନକ ବ୍ୟୁରୋ : ମହାନଦୀ ବିବାଦ ନେଇ କେନ୍ଦ୍ରର ଷଡଯନ୍ତ୍ରର ଗନ୍ଧ ବାରିଛି ଶାସକ ବିଜେଡି । କହିଛି, ମହାନଦୀ ବିବାଦର ସମାଧାନ ପାଇଁ କମିଟି ଗଠନ ହେବା ଫଳରେ ଟ୍ରିନ୍ୟୁନାଲ ଗଠନ ବିଳମ୍ବ ହେବ ଓ ଏହି ସମୟରେ ମହାନଦୀ ଉପରେ ଚାଲିଥିବା ନିର୍ମାଣ କାମ ସରିଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…
Read More...

ସ୍ଥଗିତ ହୋଇଥିବା ସାର୍କ ଶିଖର ସମ୍ମିଳନୀ ଆୟୋଜନ କରିବା ପାଇଁ ଆଶା ପୋଷଣ କରିଛି ପାକିସ୍ତାନ

କନକ ବ୍ୟୁରୋ : ସାର୍କ ଶିଖର ସମ୍ମିଳନୀ ବାତିଲ ପାଇଁ ଭାରତକୁ ଦୋଷ ଦେଇଛି ପାକିସ୍ତାନ । ଏଥିସହ ସ୍ଥଗିତ କରାଯାଇଥିବା ସାର୍କ ସମ୍ମିଳନୀର ଆୟୋଜନ ଶୀଘ୍ର କରିବା ଆଶା ପୋଷଣ କରିଛି । ସାର୍କ ସଂଗଠନର ମହାସଚିବ ଅର୍ଜୁନ ବାହାଦୁର ଥାପା ଓ ପାକ୍ ପ୍ରଧାନମନ୍ତ୍ରୀଙ୍କ ବୈଦେଶିକ ପରାମର୍ଶଦାତା ସରତାଜ…
Read More...

ଆମେରିକା : ଇସଲାମିକ୍ ନାଗରିକଙ୍କ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଟକଣାକୁ ନେଇ ଚାରିଆଡେ ପ୍ରତିକ୍ରିୟା

କନକ ବ୍ୟୁରୋ : ଆମେରିକାରେ ଇସଲାମିକ୍ ନାଗରିକଙ୍କ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଟକଣାକୁ ନେଇ ଚାରିଆଡେ ପ୍ରତିକ୍ରିୟା । ଶରଣାର୍ଥୀଙ୍କ ସହ ପ୍ରବାସୀ ନାଗରିକ ଓ ପର୍ଯ୍ୟଟକଙ୍କ ଉପରେ କଟକଣା ଜାରି କରାଯାଇଥିବାରୁ ଏହାକୁ ନେଇ କୂଟନୈତିକ ସ୍ତରରେ ପ୍ରତିକ୍ରିୟା ଦେଖାଦେଇଛି ।…
Read More...

ଅନୁଗୁଳ : ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜରେ ବଣୁଆ ହାତୀଙ୍କ ତାଣ୍ଡବ

କନକ ବ୍ୟୁରୋ : ବଣୁଆ ହାତୀଙ୍କ ତାଣ୍ଡବ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜରେ ହିଂସ୍ର ହୋଇ ପଡିଛନ୍ତି ଗଜରାଜ । ଆକ୍ରମଣ କରି ଜୀବନ ନେଉଛନ୍ତି ଜଙ୍ଗଲ ନିକଟରେ ବାସ କରୁଥିବା ମଣିଷର । ନେହେଲେ ଆକ୍ରମଣ କରି କରୁଛନ୍ତି ଗୁରୁତର ଭାବେ ଆହତ । ଗତକାଲି ହାତୀ ଆକ୍ରମଣରେ ଦେଉଳି…
Read More...