Browsing Category

ଜୀବନଚର୍ଯ୍ୟା

ୠତୁର ପରିବର୍ତ୍ତନ ଯୋଗୁଁ ନୁହେଁ ବରଂ ଏହି କାରଣରୁ ଧରିଥାଏ ଥଣ୍ଡା ? ଜାଣନ୍ତୁ ଏହାର ୩ଟି ପ୍ରମୁଖ କାରଣ…

ଆମ ଭିତରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ବର୍ଷକର ୧୦ ମାସ ଥଣ୍ଡାରେ ପୀଡିତ ହୋଇଥାନ୍ତି। ଯଦି ଆପଣ ଭାବୁଥିବେ ଯେ ଋତୁର ପରିବର୍ତ୍ତନ ହେତୁ ଏମିତି ଘଟୁଛି,ତେବେ ତାହା ଭୁଲ୍‌। ଆସନ୍ତୁ ଜାଣିବା ଏଭଳି ଘଟିବା ପଛର ପ୍ରକୃତ କାରଣ ପ୍ରଥମ କାରଣ ହେଲା ହାତ ନ ଧୋଇବା। ଖାଇବା…
Read More...

ବହୁ ଔଷଧିୟ ଗୁଣରେ ଭରପୂର ଘିଅ ଲଗା ରୁଟି ! ବିଭିନ୍ନ ସଂକ୍ରମଣ ରୋଗରୁ ରକ୍ଷା କରିବା ସହ ଆଣ୍ଠୁଗଣ୍ଠି ଜନିତ ସମସ୍ୟାରୁ…

ଘିଅ ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରର ଅତ୍ୟନ୍ତ ଜରୁରୀ ଜିନିଷ । ଘିଅ ଖାଇବା ଦ୍ୱାରା କେବଳ ଆମ ଶରୀର ସୁସ୍ଥ ରହିନଥାଏ ବରଂ ଆମ ଚର୍ମ ଏବଂ ଚେହେରା ପାଇଁ ବି ବହୁତ ଲାଭଦାୟକ ଅଟେ । ତେବେ ଘିଅ ସାଧାରଣତଃ କ୍ଷୀରରୁ ପ୍ରସ୍ତୁତ ହୋଇଥାଏ, ଯେଉଁଥିରେ ଓମେଗା-୩, ଫାକ୍ଟି ଏସିଡ, ଭିଟାମିନ ଏ ଏବଂ…
Read More...

ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଗୋଲମରିଚ ! ଓଜନ ହ୍ରାସ ସହ କର୍କଟ ଭଳି ଭୟଙ୍କର ରୋଗରୁ ରଖିଥାଏ ସୁରକ୍ଷିତ

ରୋଷେଇଘରେ ଥିବା ଗୋଲମରିଚ ଖାଦ୍ୟରେ ନିଜର ନିଆରା ସ୍ୱାଦ ଆଣିଥାଏ । ଏହା ଶରୀର ପାଇଁ ବେଶ ଉପକାରୀ । ସେଥିପାଇଁ କିଛି ଗୋଲମରିଚ ସହ ଏକ ଗ୍ଲାସ ଉଷୁମ ପାଣି ଆପଣଙ୍କର ଉପକାର କରିବ । ଆସନ୍ତୁ ଜାଣିବା କ’ଣ କ’ଣ ମିଳେ ଲାଭ . . . . – ଏଥିରେ ଥିବା ପ୍ରୋଟିନ ଶରୀରର ମାଂସପେଶୀକୁ ମଜଭୁତ…
Read More...

ସକାଳୁ ଉଠିବାଠାରୁ ଆରମ୍ଭ କରି ରାତିଶର୍ଯ୍ୟାକୁ ଯିବା ପର୍ଯ୍ୟନ୍ତ ଆପଣ କରୁଥିବା ଏହି ୪ ଟି ଭୁଲ୍ କିଡନୀକୁ ହାନି…

କିଡନୀ ମଣିଷ ଶରୀରରେ ରକ୍ତକୁ ସଫା କରିବା ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ମଣିଷ ଶରୀରରେ ରକ୍ତକୁ ସଫା କରିବା ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ଏହା ଶରୀରର ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଅଙ୍ଗ ହୋଇଥାଏ । ପ୍ରତି ମଣିଷର…
Read More...

ଶୀତ ଦିନେ ଶରୀରକୁ ରଖନ୍ତୁ ଫିଟ୍ : ପ୍ରତିଦିନ ଖାଲି ପେଟରେ ପିଅନ୍ତୁ ଗରମ ଲେମ୍ବୁ ପାଣି

ଅଧିକାଂଶ ଲୋକ ଦିନର ଆରମ୍ଭ ଚା’ ବା କଫିରୁ କରିଥାନ୍ତି । କିନ୍ତୁ କେବେ ଆପଣ ଗରମ ପାଣିରେ ଲେମ୍ବୁର କିଛି ବୁନ୍ଦା ପକାଇ ପିଇଛନ୍ତି କି? କିଛି ଲୋକ ଶୀତ ଦିନେ ଗରମ ଲେମ୍ବୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ କି ନାହିଁ ବୋଲି ଭାବି ପିଇବାକୁ ଡ଼ରିଥାନ୍ତି । କିନ୍ତୁ ଶୀତ ଦିନେ ମଧ୍ୟ ଏହାର…
Read More...

ବାୟୁ ପ୍ରଦୂଷଣ ସ୍ୱାସ୍ଥ୍ୟ ଉପରେ ପକାଇପାରେ ବଡ ଧରଣର କୁପ୍ରଭାବ : ଏଥିରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

ବାୟୁପ୍ରଦୂଷଣ ଜନିତ ସମସ୍ୟା ଦ୍ୱାରା ସାରା ପୃଥିବୀ ଜର୍ଜରିତ। ଏଥିରୁ ରକ୍ଷା ପାଇବା ପାଇଁ କ’ଣ କରାଯିବା ଆବଶ୍ୟକ, ଆସନ୍ତୁ ଜାଣିବା... • ପ୍ରଥମ କଥା ହେଲା ଘରୁ ବାହାରିବା ବେଳେ ମୁହଁରେ ମାସ୍କ ଲଗାନ୍ତୁ। ତା’ ବ୍ୟତୀତଆଖିରେ ଚଷମା ମଧ୍ୟ ଲଗାନ୍ତୁ। ମନେ ରଖନ୍ତୁ ମୁହଁରେ ଲାଗିଥିବା ମାସ୍କକୁ…
Read More...

କେଶରେ ମେହେନ୍ଦୀ ଲଗାଉଥିଲେ ସତର୍କ ରୁହନ୍ତୁ ! ଏଭଳି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ଅଧିକାଂଶ ଲୋକଙ୍କ ଧାରଣା କେଶରେ ମେହେନ୍ଦୀ ଲଗାଇଲେ କେଶ ଭଲ ରହିଥାଏ। ଶୀଘ୍ର ବଢ଼ିଥାଏ, ନରମ ହୋଇଥାଏ ଓ କେଶ ଝଡ଼ି ନଥାଏ। କିଛି ମାତ୍ରାରେ ଏହା ଠିକ୍। ମାତ୍ର ସମସ୍ତଙ୍କ କ୍ଷେତ୍ରରେ ଏହି କଥାଟି ପ୍ରଜୁଯ୍ୟ ନୁହେଁ। ଆପଣଙ୍କ କେଶ ଯଦି କେବେ ବି ରସାୟନିକ ସାମଗ୍ରୀ ସଂସ୍ପର୍ଶରେ ଆସିନାହିଁ ତେବେ…
Read More...

ବ୍ରେନ ଟ୍ୟୁମର ହୋଇଥିଲେ ଶରୀରରେ ଦେଖାଦେଇଥାଏ ୨ ପ୍ରକାରର ଲକ୍ଷଣ । ହୋଇଯାଆନ୍ତୁ ସାବଧାନ, ନଚେତ ଚାଲିଯାଇପାରେ ଜୀବନ

ଏଥିରେ କୌଣସି ସନ୍ଦେହ ନାହିଁ କି, ଆଜିର ଦିନରେ ମଣିଷ ଅନେକ ଭୟଙ୍କର ରୋଗ ବେମାରୀ ଭିତରେ ଘେରି ହୋଇ ରହିଛି । କିଏ କ୍ୟାନସର ଭଳି ରୋଗରେ କଲବଲ ହେଉଛି ତ ପୁଣି କିଏ ବ୍ଲକ କ୍ୟାନସର ଭଳି ରୋଗରେ । ସେହିପରି କାହାକୁ ବ୍ରେନ ଟ୍ୟୁମର ସେଲାଣି ତ ପୁଣି କିଏ ଗମ୍ଭୀର ରୋଗରେ ଆକ୍ରାନ୍ତ ହେଉଛନ୍ତି ।…
Read More...

ଶୀତ ଦିନରେ ଓଜନ କାହିଁକି ବଢ଼ିଥାଏ ? ଜାଣନ୍ତୁ ଓଜନକୁ ନିୟନ୍ତ୍ରଣରେ ରଖିବାର ଉପାୟ

ଶୀତ ଦିନ ଆରମ୍ଭ ହେବା ମାତ୍ରେ ଶରୀରର ଓଜନ ଆପେ ଆପେ ବଢ଼ିବାରେ ଲାଗିଥାଏ । ଅଧିକାଂଶ ଲୋକ ଏହା ସେମାନେ ଖାଉଥିବା ଖାଦ୍ୟ ପାଇଁ ହେଉଥିବା ଭାବିଥାନ୍ତି । ଯାହା ଠିକ୍ ମଧ୍ୟ । କିନ୍ତୁ ବାସ୍ତବରେ ଏମିତି ଅନେକ କାରଣ ରହିଛି ଯାହା ଶୀତ ଦିନେ ଓଜନ ବଢ଼ାଇଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ଓଜନ…
Read More...

ନାଜାଲ ସ୍ପ୍ରେ ଠାରୁ ସାବଧାନ ରୁହନ୍ତୁ । ଏହାର ଅତ୍ୟଧିକ ପ୍ରୟୋଗ ଆପଣଙ୍କ ପାଇଁ ହୋଇପାରେ ଘାତକ

ଅନେକ ସମୟରେ ଆମ ନାକ ବନ୍ଦ ହୋଇ ଯାଇଥାଏ ବା ନାକରେ ମଇଳା ଜମି ଯାଇଥାଏ । ଏହାକୁ ନେଇ ଆମେ ଚିନ୍ତିତ ହୋଇଥାଉ । ଅଧିକ ମାତ୍ରାରେ ନାଜାଲ ସ୍ପ୍ରେ କରିଥାଉ ନାକରେ । ତେବେ ମନେ ରଖନ୍ତୁ , ଅଧିକ ମାତ୍ରାରେ ନାଜାଲ ସ୍ପ୍ରେର ପ୍ରୟୋଗ କରିବା ଘାତକ ସାବ୍ୟସ୍ତ ହୋଇଥାଏ । ଡାକ୍ତରଙ୍କ…
Read More...