Browsing Category

ଜୀବନଚର୍ଯ୍ୟା

କର୍କଟ ରୋଗୀଙ୍କ ପାଇଁ ଚିନ୍ତାଗ୍ରସ୍ତ ରହିବା କ୍ଷତିକାରକ ! ଜାଣନ୍ତୁ ଏହାର କାରଣ

ଅବସାଦ ସ୍ୱାସ୍ଥ୍ୟବାନ ଶରୀରକୁ ମଧ୍ୟ ରୋଗୀଣା କରିଦିଏ । ଯଦି କିଏ ମସ୍ତିଷ୍କ ବା ଗଳା କ୍ୟାନସରରେ ପୀଡିତ ଏବଂ ଏହା ସହ ସେ ଅବସାଦଗ୍ରସ୍ତ , ତାହେଲେ ଅଧିିକ ଦିନ ବଂଚିବା ତାଙ୍କ ପାଇଁ ମୁସ୍କିଲ୍ ହୋଇପଡେ । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି କ୍ୟାନସର ଚିକିତ୍ସାର ସମୟ ରୋଗୀଙ୍କ ଠାରେ…
Read More...

ଶୀତ ଋତୁରେ ପରିବର୍ତ୍ତନ କରନ୍ତୁ ଜୀବନଶୈଳୀ !

ଶୀତ ଋତୁରେ ଜୀବନଶୈଳୀରେ କେତେକ ପରିବର୍ତ୍ତନ କରିବାକୁ ପଡ଼ିଥାଏ । ଏହି ସମୟରେ ଅଧିକ ସତର୍କ ନ ରହିଲେ ଦେହ ଖରାପ ହେବାର ଆଶଙ୍କା ରହିଛି । ବିଶେଷ କରି ମଧୁମେହ, ହୃଦରୋଗ ଓ ରକ୍ତଚାପ ରୋଗର ଶିକାର ହୋଇଥିବା ରୋଗୀମାନଙ୍କର ସମସ୍ୟା ଅଧିକ ଥାଏ । କାରଣ ଏହି ସମୟରେ ରକ୍ତ ଗାଢା ହୋଇଥାଏ । ଫଳତଃ…
Read More...

ଶିଶୁଙ୍କ ବୁଦ୍ଧିର ବିକାଶ ପାଇଁ, ଜାଣନ୍ତୁ କେଉଁ କେଉଁ ଦିଗ ପ୍ରତି ଦେବେ ଅଧିକ ଧ୍ୟାନ ?

ଶିଶୁର ବୁଦ୍ଧି ବିକାଶ ମା’ ପେଟରେ ଥିବା ବେଳେ ହିଁ ଆରମ୍ଭ ହୋଇଯାଇଥାଏ । ତଥାପି ଜନ୍ମ ପରେ କେତୋଟି ବିଶେଷ କଥା ପ୍ରତି ଧ୍ୟାନ ଦେଲେ ତାହା ପିଲାଙ୍କୁ ବୁଦ୍ଧିମାନ କରିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ଶିଶୁଙ୍କ ବୁଦ୍ଧି ବଢାଇବା ପାଇଁ କେତେକ ତଥ୍ୟ । - ଜନ୍ମ ହେବା ପରେ ଶିଶୁ…
Read More...

ରକ୍ତଚାପ ବୃଦ୍ଧି କରିଥାଏ ଏହି ସବୁ ଖାଦ୍ୟ

ପ୍ରତିଦିନ ଅନେକ ଲୋକ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ହେଉଛନ୍ତି । କୁହାଯାଏ ଅଧିକ ଚିନ୍ତା କଲେ, ଏହି ରୋଗ ହେବା ସମ୍ଭାବନା ଥାଏ । ତେବେ ଆପଣ ଜାଣିଛନ୍ତି କି ? କେତେକ ଖାଦ୍ୟପାନୀୟ ଦ୍ୱାରା ବି ଉଚ୍ଚ ରକ୍ତଚାପ ବୃଦ୍ଧି ପାଇଥାଏ । ଏକ ସର୍ବେକ୍ଷଣରୁ ଜଣାପଡିଛି, ପ୍ରତି ୧୦ ଜଣଙ୍କ ମଧ୍ୟରୁ ୩ ଜଣ…
Read More...

ସେବନ କରନ୍ତୁ ଭାତ ଓ ଦହି ! ମିଳିବ ମୋଟାପଣରୁ ମୁକ୍ତି

ସବୁବେଳେ ଆପଣ ଶୁଣିଥିବେ ଯେ ଭାତ ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇଥାଏ । କିନ୍ତୁ ଭାତ ସହିତ ଦହି ଖାଇବା ଦ୍ୱାରା ଶରୀରର ଓଜନ ବଢିବା ବଦଳରେ ହ୍ରାସ ହୋଇଥାଏ । ବର୍ତ୍ତମାନର ବ୍ୟସ୍ତ ଜୀବନଶୈଳୀ ଯୋଗୁଁ ଅନେକ ସମସ୍ୟା ଦେଖାଯାଇଥାଏ । ଏଥିପାଇଁ ମଧ୍ୟ ଭାତ ସହିତ ଦହି ଖାଇବା ଅନେକ ସୁଫଳ…
Read More...

ଓଜନ ବଢାଇବା ପାଇଁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

ବର୍ତ୍ତମାନ ଯୁବପୀଢି ସୋମାନଙ୍କ ଫିଜିକାଲ ଫିଟନେସକୁ ନେଇ ସର୍ବଦା ସଜାଗ । ତେଣୁ ମୋଟା ହେଲେ ପତଳା ହେବା ଲାଗି ଜିମ ଯିବା, ଖାଦ୍ୟ ନିୟନ୍ତ୍ରଣ ଆଦି କରୁଛନ୍ତି । ହେଲେ ଯେଉଁମାନେ ଆବଶ୍ୟକରୁ ଅଧିକ ପତଳା ଏହା ସେମାନଙ୍କ ବ୍ୟକ୍ତିତ୍ୱରେ ଆଂଚ ଆଣୁଛି । ଯେଉଁଥିଲାଗି ଅନେକ ବିଭିନ୍ନ ଔଷଧ ଖାଉଛନ୍ତି…
Read More...

ନିୟମିତ ପିଜୁଳି ଖାଇଲେ ଅନେକ ଫାଇଦା ମିଳେ : ଅନେକ ରୋଗରୁ ମିଳେ ଉପଶମ

କନକ ବ୍ୟୁରୋ : ପିଜୁଳି ଏକ ସ୍ୱାଦିଷ୍ଠ ତଥା ସ୍ୱାସ୍ଥ୍ୟବର୍ଦ୍ଧକ ଫଳ। ଏଥିରୁ ମିଳେ ଅଧିକ ପରିମାଣର ଭିଟାମିନ୍‌ ସି। ନିୟମିତ ପିଜୁଳି ଖାଇଲେ, ପେଟ ସଫା ରହେ, ରକ୍ତବାହି ଧମନିରେ ମେଦ ଜମେନାହିଁ, ହୃତ୍‌ପିଣ୍ଡର ସ୍ୱାସ୍ଥ୍ୟ ଅକ୍ଷୁଣ୍ଣ ରହେ। ଆୟୁର୍ବେଦ ଅନୁଯାୟୀ ଏହା କଷା, ମିଠା,…
Read More...

ମଦ୍ୟପାନ ସମୟରେ ଖାଆନ୍ତୁ ନାହିଁ ପାଂଚଟି ଜିନିଷ । ନଚେତ ମୃତ୍ୟୁ ସୁନିଶ୍ଚିତ

ଲୋକମାନେ ସାଧାରଣତଃ ମଦ୍ୟପାନ ସମୟରେ ନିଜ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେଇନଥାନ୍ତି । ମନଇଚ୍ଛା ଯେକୌଣସି ଆଇଟମ ଖାଇଥାନ୍ତି । ଏପରି ଅନେକ ଖାଦ୍ୟ ଅଛି ଯାହା ଖାଇଲେ ଆପଣଙ୍କର ମୃତ୍ୟୁ ସିନିଶ୍ଚିତ । ତେଣୁ ମଦ୍ୟପାନ ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ । ନଚେତ ଅକାଳରେ ଆପଣ ମୃତ୍ୟୁର…
Read More...

ଉତ୍ତମ ସ୍ୱାସ୍ଥ୍ୟ ଚାହୁଁଛନ୍ତି କି ? ତେବେ ଭୋଜନରେ ସାମିଲ କରନ୍ତୁ ଏହି ସବୁ ଜିନିଷ   

ଯୁବଗୋଷ୍ଠୀ ସବୁବେଳେ ନିଜ ଫିଜିକାଲ ଫିଟନେସକୁ ନେଇ ସଜାଗ ଥାନ୍ତି । ତେଣୁ ମୋଟା ହେଲେ ସ୍ଲିମ ହେବା ପାଇଁ ଜିମ ଯିବା ସହ ଖାଇବାରେ ନିୟନ୍ତ୍ରଣ କରନ୍ତି । ହେଲେ ଯେଉଁମାନେ ଆବଶ୍ୟକତା ଠାରୁ  ଅଧିକ ପତଳା, ସେମାନେ ନିଜ ବ୍ୟକ୍ତିତ୍ୱରେ ପରିବର୍ତନ ଆଣିବାକୁ ଅନେକ ଚେଷ୍ଟା କରନ୍ତି । ଯେଉଁଥିପାଇଁ…
Read More...

ଆପଣ ଅଧିକ ସମୟ ଇୟରଫୋନ୍ ବ୍ୟବହାର କରୁଛନ୍ତି କି ? ସମସ୍ୟାରେ ପଡିପାରନ୍ତି !

ଜ୍ଞାନ ଓ କୌଶଳ ବଢିବା ସହିତ ଲୋକଙ୍କର ଚାଲିଚଳଣିରେ ମଧ୍ୟ ପରିବର୍ତ୍ତନ ହେଉଛି । ଏହି ମଧ୍ୟରେ ମୋବାଇଲ ଫୋନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ହାତରେ ମୋବାଇଲ୍ । କେବଳ କଥା ବାର୍ତ୍ତା ହେବାରେ ଏହାର ବ୍ୟବହାର…
Read More...