Browsing Category

ଜୀବନଚର୍ଯ୍ୟା

ଖାଦ୍ୟ ସହଜରେ ହଜମ ହୋଇପାରୁନି କି ? ତେବେ ଖାଆନ୍ତୁ ଏହି ଖାଦ୍ୟ, ମିଳିବ ଆରାମ

ବ୍ୟସ୍ତବହୁଳ ଜୀବନରେ ଆମର ଖାଦ୍ୟପେୟରେ ବହୁତ ପରିବର୍ତ୍ତ ନ ଆସିଯାଇଛି । ଏବଂ ଏହି କାରଣରୁ ଆମର ଦୈନନ୍ଦିନ ତାଲିକାରେ ଜଙ୍କ ଫୁଡର ସ୍ଥାନ ବଢ଼ି ବଢ଼ି ଯାଉଛି । ଜଙ୍କ ଫୁଡ ଖାଇବାରେ ବା ପ୍ରସ୍ତୁତ କରିବାରେ ଯେତେ ସହଜ ହେଲେ ବି ଏହା ଆପଣଙ୍କ ପେଟ ଓ ଶରୀର ପାଇଁ କ୍ଷତିକାରକ ହୋଇପାରେ । ସେଥିପାଇଁ…
Read More...

ଅସହ୍ୟ ହେଉଛି ଖରା ! ଜାଣନ୍ତୁ ଘରକୁ କିପରି ଥଣ୍ଡା ରଖିବେ ?

ଖରାଦିନେ ଘରକୁ ପଶିବା ମାତ୍ରେ ସମସ୍ତେ ଚାହାନ୍ତି ଘର କିପରି ଥଣ୍ଡା ରହୁ । ଏହା କେବଳ ଶାରୀରିକ ନୁହଁ ବରଂ ମାନସିକ ଶାନ୍ତି ମଧ୍ୟ ବଜାୟ ରଖେ । କିନ୍ତୁ ଏଥିପାଇଁ ଫ୍ୟାନ, କୁଲର ଓ ଏସି ଏକମାତ୍ର ବିକଳ୍ପ ନୁହଁ । ଆପଣ ଚାହିଁଲେ କେତୋଟି ସାଧାରଣ ତଥା ସଜହ ଉପାୟ ଆପଣାଇ ଘରକୁ ଥଣ୍ଡା ରଖିପାରିବେ…
Read More...

ସାଧାରଣରୁ ଅଧିକ ଗ୍ରିନ୍ ଟି ପିଉଛନ୍ତି କି ? ସାବଧାନ ଅସୁବିଧାରେ ପଡିପାରନ୍ତି !

ଆପଣ ଯଦି ଫିଟ୍ ରହିବା ଲାଗି ଗ୍ରିନ୍ ଟି ସେବନ କରୁଥାନ୍ତି, ତେବେ ପ୍ରଥମେ ଏହାର ଅପକାରିତା ସଂପର୍କରେ ଜାଣି ରଖିବା ଉଚିତ। ନିକଟରେ ୟୁରୋପିୟନ୍ ଫୁଡ଼୍ ସେଫ୍ଟି ଅଥରିଟି (ଇଏଫଏସଏ )ପକ୍ଷରୁ ଏହି ବିଷୟରେ ଗବେଷଣା କରାଯାଇଥିଲା। ସେଥିରୁ ସ୍ପଷ୍ଟ ହୋଇଛି ଯେ, ମାତ୍ରାଧିକ ଗ୍ରିନ୍ ଟି ପିଇବା…
Read More...

କେଶ ପାଚିବାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି କି ? ବ୍ୟବହାର କରନ୍ତୁ ପିଜୁଳି ପତ୍ର . . . .

ବର୍ତ୍ତମାନ ସମୟରେ କମ ବୟସରେ କେଶ ପାଚିବା ଏବଂ କେଶ ଝଡିବା ଏକ ବଡ ସମସ୍ୟା ପାଲଟିଛି । ଲୋକ ପ୍ରାକୃତିକ ଉପାୟ ଛାଡି ଏବେ ରାସାୟନିକ ପଦାର୍ଥରେ ତିଆରି ସାମଗ୍ରୀରେ କେଶକୁ କଳା କରୁଥିବା ଦେଖିବାକୁ ମିଳୁଛି । କିନ୍ତୁ ଏମିତି ଏକ ପତ୍ର ଅଛି ଯାହାକୁ ବ୍ୟବହାର କରି ଆପଣ କେଶ ପାଚିବା ଏବଂ କେଶ…
Read More...

ନାକରୁ ରକ୍ତ ବାହାରୁଛି କି ? ତେବେ ଭୟ କରନ୍ତୁନି, ଡାକ୍ତରଙ୍କ ପାଖକୁ ଯିବା ପୂର୍ବରୁ ଆପଣାନ୍ତୁ ଏହି ଘରୋଇ ଉପଚାର

ନାକରୁ ରକ୍ତ ବାହାରିବା କଥା ତ ସମସ୍ତେ ଜାଣନ୍ତି। ବେଳେବେଳେ ପେଟ ଗରମ ହେଲେ ରକ୍ତ ବାହାରେ ବୋଲି ଆମେ ଜାଣିଥାଉ । କିନ୍ତୁ କ’ଣ ଜାଣନ୍ତି ଦୁଇ ରୁ ଅଧିକ ଥର ନାକରୁ ରକ୍ତ ବାହାରିବା ସ୍ୱାସ୍ଥ୍ୟ ପକ୍ଷେ ଭଲ ନୁହେଁ। ଅନେକ ସମୟରେ ନାକରୁ ରକ୍ତ ବାହାରି ଚେତା ବୁଡ଼ିଯିବା ମଧ୍ୟ ଦେଖାଯାଇଛି। ଭୟ…
Read More...

ପ୍ରତିଦିନ ଖାଇଲେ ଧନିଆ ପତ୍ର, ଶରୀରର ଏହି ପାଂଚଟି ସମସ୍ୟା ହେବ ଦୂର

ଧନିଆ ପତ୍ର ଖାଦ୍ୟାର ସ୍ୱାଦ ବଢ଼ାଇବା ସହ ଶରୀର ପ୍ରତି ଅନେକ ଲାଭଦାୟକ ମଧ୍ୟ । ଏତିରେ ଥିବା ଔଷଧୀୟ ଗୁଣ ଶରୀରକୁ ରୋଗମୁକ୍ତ ରଖିଥାଏ । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ଧନିଆ ପତ୍ର ଖାଇବା ଦ୍ୱାରା କ’ଣ କ’ଣ ଲାଭ ମିଳିଥାଏ । • ଏଥିରେ ପ୍ରୋଟିନ୍, କାର୍ବୋହାଇଡ୍ରେଟ, ଫାଇବର, ଆଇରନ୍,…
Read More...

ପ୍ରତିଦିନ ଖାଆନ୍ତୁ ୨ରୁ ୩ଟି ଅଣ୍ଡା : ଶରୀରର ମାଂସପେଶୀକୁ ମଜବୁତ କରିବା ସହ ମସ୍ତିଷ୍କ ବିକାଶରେ ହେବ ସହାୟକ

ଜଳଖିଆରେ ବହୁ ଲୋକ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି । କାରଣ ଏଥିରେ ଥିବା ପ୍ରୋଟିନ,କ୍ୟାଲସିୟମ ଓ ଓମେଗା ଥ୍ରିି ଫ୍ୟାଟି ଏସିଡ ଶରୀରର ମାଂସପେଶୀକୁ ମଜବୁତ କରିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ଏହା ବ୍ୟତୀତ ଏହା ଚର୍ମ ଏବଂ କେଶକୁ ଫାଇଦା ମିଳିଥାଏ । ଦିନକୁ ୩ଟି ଅଣ୍ଡା…
Read More...

ସକାଳୁ ଉଠି ନିୟମିତ ଧ୍ୟାନ କଲେ ମିଳିବ ଏସବୁ ଫାଇଦା : ବଢ଼ିବ ଏକାଗ୍ରତା, ଦୂଷିତ ରକ୍ତକୁ କରିବ ପରିଷ୍କାର

ମେଡିଟେସନ ଅର୍ଥାତ ଧ୍ୟାନ ଆମ ଶାସ୍ତ୍ରର ମୁଖ୍ୟ ଆଧାର କାହିଁକିନା ଆୟୁର୍ବେଦ ସମେତ ଅନେକ ଗ୍ରନ୍ଥରେ ଏହାର ବର୍ଣ୍ଣନା ଅଛି । ଧ୍ୟାନ କରିବା ଏକ ଏମିତି କ୍ରିୟା ଯାହା ମାଧ୍ୟମରେ ଆପଣଙ୍କ ଶରୀର ନିୟନ୍ତ୍ରଣରେ ରହିବ । ପୁରାତନ କାଳରେ ମୁନିଋଷି ଘଣ୍ଟା ଘଣ୍ଟା ଧରି ଲଗାତାର ଧ୍ୟାନ କରୁଥିଲେ । ଯଦି…
Read More...

ଖାଲି ପ୍ରେଗ୍ନାନ୍ସି ଟେଷ୍ଟ କିଟରୁ ନୁହେଁ ବରଂ ସାଧାରଣ ସାବୁନରୁ ବି ଜାଣିପାରିବେ ଆପଣ ଗର୍ଭବତୀ ଅଛନ୍ତି କି ନାହିଁ

ମା’ ହେବା ଜଣେ ମହିଳା ଜୀବନର ସବୁଠୁ ବଡ ସୌଭାଗ୍ୟ ହୋଇଥାଏ । ବିବାହ ପରେ ଯେତେବେଳେ କୌଣସି ମହିଳା ମନରେ ମାଆ ହେବାର ଆଶା ସଂଚାର ହୋଇଥାଏ ସେତେବେଳେ ସେ ଏହି ଖୁସିକୁ ନିଜ ପରିବାରର ବାକି ସଦସ୍ୟଙ୍କ ସହିତ ବାଂଟିବ ପରିବର୍ତ୍ତେ ପ୍ରଥମେ ନିଜେ ଏହାର ସତ୍ୟତା ଜାଣିବାକୁ ଚେଷ୍ଟା କରେ କି…
Read More...

ବାଦାମକୁ କାହିଁକି ଭିଜେଇ ଖାଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି? କ’ଣ ରହିଛି ଫାଇଦା ଜାଣନ୍ତୁ ।

ବାଦାମ ଖାଇଲେ ସ୍ମରଣଶକ୍ତି ବଢେ ବୋଲି ତ ସମସ୍ତେ ଜାଣିଥିବେ ଏବଂ ଏହାଦ୍ୱାରା ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଯାଏ ନାହିଁ । କିନ୍ତୁ ବାଦାମକୁ ଭିଜେଇ ଖାଇବା ପାଇଁ କାହିଁକି ପରାମର୍ଶ ଦିଆଯାଏ କେବେ ଜାଣିଛନ୍ତି କି? ଆମେ ସମସ୍ତେ ଘରେ ବାଦାମ ଭିଜେଇ ଖାଇଥାଉ କିନ୍ତୁ କେବେ ଜାଣିବାକୁ ଚେଷ୍ଟା…
Read More...