ସୁକିର୍ତୀ ପଟ୍ଟନାୟକ : ପ୍ରତିଷ୍ଠାତା, ଇଣ୍ଡଲଜ ସେଲୁନ

8

ବ୍ୟୁଟି ଜଗତରେ ସୃଷ୍ଟି କରିଛନ୍ତି ସେ ନିଜର ଏକ ବ୍ରାଣ୍ଡ । ଲଣ୍ଡନର ଆଇଟି ସେକ୍ଟରରେ କାମ କରୁଥିବା ସୁକିର୍ତୀ ଙ୍କର ସବୁବେଳେ ବ୍ୟୁଟି ଓ ମେକପର ଜ୍ଞାନ କୌଶଳ ଶିଖିବାର ଆଗ୍ରହ ଥିଲା । ଭାରତ ଏବଂ ବିଦେଶର ବିଭିନ୍ନ ଅନୁଷ୍ଠାନରେ ଟ୍ରେନିଂ ନେବା ପରେ ୨୦୧୦ ରେ ସେ ଭୁବନେଶ୍ୱରରେ ଖୋଲିଥିଲେ ଇଣ୍ଡଲଜ ସେଲୁନ୍ । ତେବେ କିଛି ବର୍ଷ ମଧ୍ୟରେ ଆଜି ଓଡିଶାରେ ଇଣ୍ଡଲଜ ଏକ ଚେନ୍ ସେଲୁନ ହିସାବରେ ଗଣା ଯାଉଛି । ଅଧିକ ତଥ୍ୟ ପାଇଁ ଦେଖନ୍ତୁ :-

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.