Browsing Category

କନକ ଏକ୍ସକ୍ଲୁସିଭ୍

କଳାରେ କଳଙ୍କ !

ଓସ୍କାର-ଓଲିଉଡ୍ ଲିଙ୍କ୍ ଖୁଲାସା ପରେ କିଛି କଳାକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଚିହ୍ନ ଲାଗିଛି । ଚିଟଫଣ୍ଡ କାରବାରରେ କଳାକାରଙ୍କ ସିଧା ସଂପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି ଠକାମୀରେ ପଡି ସର୍ବସାନ୍ତ ହୋଇଥିବା ଜମାକାରୀ । ତେବେ କନକ ନ୍ୟୁଜର ମହାବିତର୍କରେ ଭାଗ ନେଇ କଳାକାରଙ୍କ ସପକ୍ଷରେ…
Read More...

ଜଗନ୍ନାଥଙ୍କୁ ହେବ ଜର

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଆଜି ପବିତ୍ର ଦେବସ୍ନାନ ପୂର୍ଣିମା । ଶ୍ରୀକ୍ଷେତ୍ରରେ ଆଜି ଶ୍ରୀ ଜିଉଙ୍କ ଘୋଷ ଯାତ୍ରାର ଆଦ୍ୟପର୍ବ ଆରମ୍ଭ ହୋଇଛି । ବର୍ତମାନ ଶ୍ରୀଜିଉ ମାନେ ସ୍ନାନବେଦିରେ ବିରାଜମାନ କରିଛନ୍ତି । ଶ୍ରୀଜିଉଙ୍କ ବିଭିନ୍ନ ନୀତିକାନ୍ତି ଚାଲିଛି । ଧାଡି ପହଣ୍ଡିରେ ବିଜେ ହୋଇ…
Read More...

ଠିକଣା ଖୋଜୁଛି ଚିଠି : ଜମାକାରୀଙ୍କୁ ଭୁଆଁ ବୁଲାଉଛି କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଜମାକାରୀଙ୍କୁ ଭୁଆଁ ବୁଲାଉଛି କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା । ସତ୍ୟ ଓ ତଥ୍ୟ ଲୁଚାଇ ଚିଟଫଣ୍ଡ ତଦନ୍ତ କମିଶନଙ୍କୁ ବି ଅନ୍ଧାରରେ ରଖିଛି । ଯାହାର ପ୍ରମାଣ ଲାଗିଛି କନକ ନ୍ୟୁଜ ହାତରେ । ଶୁକ୍ରବାର ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ବିଜ୍ଞାପନ ଦେଇ…
Read More...

ଜମାଟଙ୍କା ଫେରିବା ଆଶାରେ ହଟହଟା ଜମାକାରୀ : ଚିହ୍ନଟ ପ୍ରକ୍ରିୟା ବେଳେ ଅଚେତ ହୋଇପଡିଲେ କ୍ଷତିଗ୍ରସ୍ତ

ଭଦ୍ରକ : ଜମାଟଙ୍କା ଫେରିବା ଆଶାରେ ଜମାକାରୀ ହଟହଟା । ଭଦ୍ରକ ଚାନ୍ଦବାଲିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜମାକାରୀ ଚିହ୍ନଟ ପ୍ରକ୍ରିୟା ବେଳେ ଅଚେତ ହୋଇ ପଡ଼ିଲେ ଜମାକାରୀ । ଦୀର୍ଘ ସମୟ ଧରି ଲାଇନରେ ଛିଡ଼ା ହୋଇଥିବା ବେଳ ଅଚାନକ୍ ଚେତାଶୂନ୍ୟ ହୋଇଥିଲେ । ଚିଟଫଣ୍ଡ କଂପାନୀରେ…
Read More...

ସିସୋର କମ୍ପାନୀ ଚିଟଫଣ୍ଡ ଠକେଇ ଅଭିଯୋଗ : କମ୍ପାନୀ ମୁଖ୍ୟ ପ୍ରଶାନ୍ତ ଦାସଙ୍କ ସ୍ତ୍ରୀ ଜ୍ୟୋତିରାଣୀ ଷଡଙ୍ଗୀଙ୍କୁ…

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଚିଟଫଣ୍ଡ ଠକେଇ ଅଭିଯୋଗରେ ସିସୋର କମ୍ପାନୀ ମୁଖ୍ୟ ପ୍ରଶାନ୍ତ ଦାସଙ୍କ ସ୍ତ୍ରୀ ଜ୍ୟୋତିରାଣୀ ଷଡଙ୍ଗୀଙ୍କୁ ଜାମିନ ମିଳିଛି । ରାଉରକେଲା ଏସଡିଜେଏମ କୋର୍ଟ ତାଙ୍କୁ ମଧ୍ୟବର୍ତିକାଳୀନ ଜାମିନ ପ୍ରଦାନ କରିଛନ୍ତି । ଗତ ୭ ତାରିଖ ଦିନ ଜ୍ୟୋତିରାଣୀଙ୍କୁ ପୁଲିସ…
Read More...

ମଦ ବିରୋଧରେ ତେଜିଲେ ମହିଳା : ମଦ ମାଫିଆଙ୍କ ଆକ୍ରମଣରେ ୪ ମହିଳା ଗୁରୁତର

ବାଲେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ବାଲେଶ୍ୱର ସୋର ସାଧୁଆପଡାରେ ମଦଭାଟିକୁ ବିରୋଧ ବେଳେ ଅଭାବନୀୟ ଘଟଣା । ସାଧୁଆପଡାରେ ମଦ ବିରୋଧୀ ରାଲି ବେଳେ ମଦ ମାଫିଆ ଓ ମହିଳା ମୁହାଁମୁହିଁ ହୋଇଛନ୍ତି । ମଦ ମାଫିଆଙ୍କ ଆକ୍ରମଣରେ ୪ ମହିଳା ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସୋର ଡାକ୍ତରଖାନାରେ ଭର୍ତି…
Read More...

କଳା ପଛର କାରନାମା

ଓଲିଉଡ ସହ ଚିଟଫଣ୍ଡ ଲିଙ୍କ୍ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଉ କାଠଗଡାକୁ ଟଣା ହୋଇ ଆସୁଛନ୍ତି ଓଲିଉଡର  ବହୁ ନାମୀଦାମୀ କଳାକାର । ସେମିତି ଜଣେ କଳାକାର ହେଉଛନ୍ତି ପପୁ ପମପମ୍ । ଯାହାଙ୍କୁ ନେଇ ଏବେ ଚର୍ଚ୍ଚା ଏବଂ ଯିଏ ସବୁଠାରୁ ଅଧିକ ବିବାଦୀୟ ହୋଇ ପଡିଛନ୍ତି । ତେବେ ଏହି…
Read More...

ଓସ୍କାର ଚିଟଫଣ୍ଡ ଠକେଇ ମାମଲା : ଭୁବନେଶ୍ୱର ଇଓଡବ୍ଲୁରେ ମହାରାଷ୍ଟ୍ର କ୍ଷତିଗ୍ରସ୍ତ ଜମାକାରୀଙ୍କ ଅଭିଯୋଗ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓସ୍କାର ଚିଟଫଣ୍ଡ ମହାଠକେଇ ମାମଲା । ପ୍ରଭାସ ରାଉତଙ୍କ ନାଁରେ ବଢୁଛି ଅଭିଯୋଗର ପର୍ଦ୍ଦ । ସଂସ୍ଥା ବିରୋଧରେ ଅଭିଯୋଗ ଆଣି ଭୁବନେଶ୍ୱର କ୍ରାଇଂମ ବ୍ରାଂଚ ଇଓଡବ୍ଲୁରେ ପହଁଚିଛନ୍ତି ମହାରାଷ୍ଟ୍ର ଜମାକାରୀ । ୧୦ ରୁ ୧୫ ଜମାକୀର ଇଓଡବ୍ଲୁରେ ପତ୍ର ଦାଖଲ…
Read More...

ଦାମଙ୍କୁ ଦାୟିତ୍ୱ : ଦେବୀ ଆଉ ଉଷାଙ୍କ ସହ ମିଶି ବାଛିବେ ଭଲ ଜିଲ୍ଲାପାଳ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଦାମଙ୍କୁ ସନ୍ତୁଷ୍ଟ କରିବାକୁ ବିଜେଡି ସୁପ୍ରିମୋଙ୍କ ଫର୍ମୁଲା । ଦାମ ଏବେ ଜିଲ୍ଲାପାଳଙ୍କ ଦକ୍ଷତା ମାପିବେ । ଭୂତ ଉପାଖ୍ୟାନ ନେଇ କିଛି ଦିନ ଧରି ଚର୍ଚାରେ ଥିଲେ ଦାମ ରାଉତ । ଦଳର ଏହି ବରିଷ୍ଠ ନେତାଙ୍କ ମନ୍ତବ୍ୟକୁ ନେଇ ବିଜେଡିରେ ହଟ୍ଟଚମଟ ସୃଷ୍ଟି…
Read More...

ବଣ୍ଡା ଘାଟିରେ ବ୍ଳୁ ଫିଲ୍ମ : ଭାଇରାଲ ହୋଇଛି ଏମଏମଏସ୍

ମାଲକାନଗିରି : ମାଲକାନଗିରିରେ ଏମଏମଏସ । ସୀତାକୁଣ୍ଡ ଅଂଚଳରେ ସତୀତ୍ୱକୁ ହତ୍ୟା । ଆଦିମ ଇଲାକାରେ ଆଦିମତା । ବେସାଲିସ୍ ବଣ୍ଡା ମଣିଷକୁ ସାଲିସ୍ କରିବାକୁ ଷଡଯନ୍ତ୍ର । ମାଲ୍ୟବନ୍ତଗିରିର ଲଜ୍ଜାର କାହାଣୀ , ଜଣେ ବଣ୍ଡା ଯୁବତୀଙ୍କ ଇଜ୍ଜତ ଲୁଟ ଭଳି ସମ୍ବେଦନଶୀଳ କାହାଣୀ । ଯାହା କ୍ୟାମେରାରେ…
Read More...