ସିସୋର କମ୍ପାନୀ ଚିଟଫଣ୍ଡ ଠକେଇ ଅଭିଯୋଗ : କମ୍ପାନୀ ମୁଖ୍ୟ ପ୍ରଶାନ୍ତ ଦାସଙ୍କ ସ୍ତ୍ରୀ ଜ୍ୟୋତିରାଣୀ ଷଡଙ୍ଗୀଙ୍କୁ ମିଳିଲା ଜାମିନ

25

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଚିଟଫଣ୍ଡ ଠକେଇ ଅଭିଯୋଗରେ ସିସୋର କମ୍ପାନୀ ମୁଖ୍ୟ ପ୍ରଶାନ୍ତ ଦାସଙ୍କ ସ୍ତ୍ରୀ ଜ୍ୟୋତିରାଣୀ ଷଡଙ୍ଗୀଙ୍କୁ ଜାମିନ ମିଳିଛି । ରାଉରକେଲା ଏସଡିଜେଏମ କୋର୍ଟ ତାଙ୍କୁ ମଧ୍ୟବର୍ତିକାଳୀନ ଜାମିନ ପ୍ରଦାନ କରିଛନ୍ତି । ଗତ ୭ ତାରିଖ ଦିନ ଜ୍ୟୋତିରାଣୀଙ୍କୁ ପୁଲିସ ଗିରଫ କରିଥିଲା । ପୂର୍ବରୁ ତାଙ୍କୁ ହାଇକୋର୍ଟ ସର୍ତମୂଳକ ଜାମିନ ଦେବା ସହ ନିର୍ଦ୍ଧାରିତ ତାରିଖ ମଧ୍ୟରେ ହାଇକୋର୍ଟରେ ହାଜର ହେବାକୁ ନିର୍ଦେଶ ଦେଇଥିଲେ ।