ବଣ୍ଡା ଘାଟିରେ ବ୍ଳୁ ଫିଲ୍ମ : ଭାଇରାଲ ହୋଇଛି ଏମଏମଏସ୍

65

ମାଲକାନଗିରି : ମାଲକାନଗିରିରେ ଏମଏମଏସ । ସୀତାକୁଣ୍ଡ ଅଂଚଳରେ ସତୀତ୍ୱକୁ ହତ୍ୟା । ଆଦିମ ଇଲାକାରେ ଆଦିମତା । ବେସାଲିସ୍ ବଣ୍ଡା ମଣିଷକୁ ସାଲିସ୍ କରିବାକୁ ଷଡଯନ୍ତ୍ର । ମାଲ୍ୟବନ୍ତଗିରିର ଲଜ୍ଜାର କାହାଣୀ , ଜଣେ ବଣ୍ଡା ଯୁବତୀଙ୍କ ଇଜ୍ଜତ ଲୁଟ ଭଳି ସମ୍ବେଦନଶୀଳ କାହାଣୀ । ଯାହା କ୍ୟାମେରାରେ କଏଦ ହେବା ପରେ ବୁଲୁଛି ମୋବାଇଲରୁ ମୋବାଇଲ୍ । ଯେଉଁ ଘାଟିରେ ତ୍ରେତୟା ଯୁଗରେ ସ୍ତ୍ରୀଙ୍କ ପାଦ ପଡ଼ିଥିଲା, ଆଜି ସେଠି ନିଲାମ ହୋଇଛି ସତୀତ୍ୱ ।