Browsing Category

କନକ ଏକ୍ସକ୍ଲୁସିଭ୍

ଆତଙ୍କିତ ଚିଲିକା ଆଖପାଖ ୧୫ଟି ଗାଁ ବାସିନ୍ଦା : ଲୁଣି ପାଣି ଘେରରେ କଟୁଛି ଜୀବନ

ଚିଲିକା : ବାତ୍ୟା ରୁଆନୁ ପ୍ରଭାବରେ ଚିଲିକା ନଙ୍ଗାନାଶିରେ ଖୋଲିଛି ନୂଆ ମୁହାଣ । ଏହା ଧିରେ ଧିରେ ଆଖପାଖ ଗାଁ ପାଇଁ ବିପଦ ସୃଷ୍ଟି କରିଛି । ଗାଁ ଦାଣ୍ଡରେ ପସୁଛି ଜୁଆର ପାଣି । ଚିନ୍ତାରେ ଗ୍ରାମବାସୀ । ଗାଁ ଭିତରେ ପଶି ଆସିଛି ସମୁଦ୍ର ପାଣି । ରୁଆନୁ ବାତ୍ୟା ପରେ ଚିଲିକାରେ ସୃଷ୍ଟି…
Read More...

ଗଂଜାମରେ ମହିଳା ଇଂଜିନିୟରଙ୍କୁ ବିଜେଡି ନେତାଙ୍କ ଧମକ୍

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡିର ଛାମୁଆ ନେତାଙ୍କ ଦାଦାଗିରି । ଏମିତି ଏକ ସଂଗୀନ ମାମଲା ଆସିଛି ଗଂଜାମ ଜିଲ୍ଲାରୁ । ଗଂଜାମ ଏନ୍ଏସି ଅଧ୍ୟକ୍ଷାଙ୍କ ସ୍ୱାମୀ ଜଣେ ମହିଳା କନିଷ୍ଠ ଯନ୍ତ୍ରୀଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏପରିକି ଏନେଇ ଅଭିଯୋଗ କାରିଣୀ ମହିଳା…
Read More...

ରାଜନୀତିରେ ଲେଖାଶ୍ରୀ ବିବାଦ

କନକ ନ୍ୟୁଜର ବିତର୍କରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଦେଇଥିଲେ ଏକ ବିବାଦୀୟ ମନ୍ତବ୍ୟ  । ଯାହାକୁ ନେଇ ବିବାଦର ଝଡ ଆରମ୍ଭ ହୋଇଛି ରାଜ୍ୟ ରାଜନୀତିରେ । ଏନେଇ ବିଜେଡି ମହିଳା ଶାଖା ପକ୍ଷରୁ ବିକ୍ଷୋଭ କରିବା ସହ ଥାନାରେ ଏଫଆଇଆର ମଧ୍ୟ ଦିଆଯାଇଛି । ଆଉ ଏହାର ଜବାବରେ କାଉଂଟର…
Read More...

ପାରାଦୀପ ମାଛ ମଡକର କାରଣ : ଅନୁଧ୍ୟାନ ପାଇଁ ପହଂଚିଲା ସିଫାର ୬ ଜଣିଆ ଟିମ୍

ପାରଦୀପ : ପାରଦୀପ ମାଛ ମଡକ ଘଟଣାରେ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ । ବିୟର ଫ୍ୟାକ୍ଟ୍ରିର ଦୂଷିତ ପାଣି ଯୋଗୁଁ ହୋଇଛି ବିଷକ୍ରିୟା । ଯାହାଫଳରେ ମରିପଡ଼ିଛନ୍ତି କ୍ୱିଂଟାଲ କ୍ୱିଂଟାଲ ମାଛ । ପାରଦୀପ ମାଛ ମଡ଼କ ଘଟଣାରେ ଏଭଳି ଅଭିଯୋଗ ଆଣିଛନ୍ତି ପରିବେଶବିତ୍ । ଆଉ ଘଟଣାର ୪ ଦିନ ପରେ…
Read More...

ସଫଳତାର ସ୍ୱର୍ଣ୍ଣିମ ସ୍ୱାକ୍ଷର : ପୂର୍ଣ୍ଣିମା ଓ ଲଳୀତା

କୁହାଯାଏ, ମା ର ମନ ପୃଥିବୀ ଠାରୁ ଓ ବାପାଙ୍କର ହୃଦୟ ଆକାଶ ଠାରୁ ବଡ । ତେଣୁ ଯେତେ ସମସ୍ୟା , ଯେତେ କଷ୍ଟ ଆସିଲେ ମଧ୍ୟ ସବୁ କିଛି ସହିବାକୁ ଶକ୍ତି ମିଳେ ଯେବେ ପାଖରେ ଥାନ୍ତି ବାପା ଓ ମା । କିନ୍ତୁ ଦୁନିଆଁରେ ବହୁତ ଲୋକ ଅଛନ୍ତି ଯେଉଁମାନେ ପିଲାବେଳୁ ନିଜର ବାପା , ମାଙ୍କୁ ହରାଇ ଥାନ୍ତି ।…
Read More...

ପ୍ରତିଶ୍ରୁତି ପରେ ଥମିଲା ପାଣି ଯୁଦ୍ଧ

ଆଠଗଡ : ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ । ଆଜି ପାଣି ପାଇଁ ଆଠଗଡ ବ୍ଲକ ଓରନ୍ଦା ନିକଟ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ଶତାଧିକ ମହିଳା । ତେବେ ଆଠଗଡ ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆଲୋଚନା ପ୍ରତ୍ୟାହୃତ ହୋଇଛି । ଖୁବ ଶୀଘ୍ର ପାଣି ସମସ୍ୟାର ସମାଧାନ ପାଇଁ ଉପଜିଲ୍ଲାପାଳ…
Read More...

ମାଛ ମଡକର କାରଣ

ପାରଦୀପ : ପାରଦୀପ ମାଛ ମଡକ ଘଟଣାରେ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ । ବିୟର ଫ୍ୟାକ୍ଟ୍ରିର ଦୂଷିତ ପାଣି ଯୋଗୁଁ ହୋଇଛି ବିଷକ୍ରିୟା । ଯାହାଫଳରେ ମରିପଡ଼ିଛନ୍ତି କ୍ୱିଂଟାଲ କ୍ୱିଂଟାଲ ମାଛ । ପାରଦୀପ ମାଛ ମଡ଼କ ଘଟଣାରେ ଏଭଳି ଅଭିଯୋଗ ଆଣିଛନ୍ତି ପରିବେଶବିତ୍ । ଆଉ ଘଟଣାର ୪ ଦିନ ପରେ…
Read More...

ଗାଁ କୁ ଗିଳୁଛି ସମୁଦ୍ର

ବ୍ରହ୍ମଗିରି : ସମୁଦ୍ର ଆଁରେ ଗାଁ । ଗାଁ ଭିତରେ ଢେଉ ଖେଳୁଛି ସମୁଦ୍ର ପାଣି । ଏହାରି ଭିତରେ ବିପଦ ସଂକୁଳ ଅବସ୍ଥାରେ ବସବାସ କରୁଛନ୍ତି ପୁରୀ ଜିଲ୍ଲା ଚିଲିକା ତଟବର୍ତୀ ଅଂଚଳ ଅରଖକୁଦା ଓ ସାନପାଟଣା ଗାଁର ଲୋକେ । କେତେବେଳେ ଯେ ସମୁଦ୍ର ଆଁରେ ଗାଁଟି ଲୀନ ହୋଇଯିବ  କିଏ କହିବ । ରୁଆନୁ ସମୟରେ…
Read More...

ବିଜୁଳି ପାଇଁ ଲିଭିଗଲା ଜୀବନ

ଚାନ୍ଦବାଲି : ଡାକ୍ତରଖାନାରେ ବିଜୁଳି କଟିଗଲେ ପରିସ୍ଥିତି କଣ ହୋଇପାରେ ତାହାର ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି । ଭଦ୍ରକ ଜିଲ୍ଲା ଚାଲବାଲି ଡାକ୍ତରଖାନାରେ ବିଜୁଳି କଟି ଯିବାରୁ ଜଣେ ଶିଶୁର ଜୀବନ ଚାଲିଗଲା ବୋଲି ତାଙ୍କ ମା’ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଶିଶୁ ଜନ୍ମ ହେବା ପରେ…
Read More...

ଶେଷରେ ଶୁଣିଲେ ସରକାର

ସମ୍ବଲପୁର ବ୍ୟୁରୋ ,କନକ ନ୍ୟୁଜ୍ : ଶେଷରେ ଶୁଣିଲେ ସରକାର । ୯ ଦଫା ନେଇ ୬ ମାସର କାର୍ଯ୍ୟ ବନ୍ଦ ଆନ୍ଦୋଳନ ସଫଳ ହୋଇଛି । ପୂରଣ ହୋଇଛି ବୁର୍ଲା ଜୁନିୟର ଡାକ୍ତର ସଂଘର ଦାବି । ବୁର୍ଲା ମେଡିକାଲକୁ ଆସିଛି ୯ କୋଟି ଟଙ୍କାର ଏମଆରଆଇ ମେସିନ ଓ ୪୦ ଲକ୍ଷ ଟଙ୍କାର ଏଲ୍ଇଡ଼ି ଫଟୋ ଥେରାପି ମେସିନ ।…
Read More...