ଫିଲ୍ମ ‘ଟ୍ୟୁବଲାଇଟ୍ ’ରେ ଶାହାରୁଖଙ୍କ ଯାଦୁଗର ଚରିତ୍ର ! ରିଲିଜ ହେଲା ମେକିଙ୍ଗ୍ ଭିଡ଼ିିଓ

30

ସଲମାନ ଖାନ୍ ଅଭିନୀତ ଫିଲ୍ମ ‘ଟ୍ୟୁବଲାଇଟ୍’ରେ ଶାହାରୁଖ ଖାନଙ୍କ ଯାଦୁଗର ଚରିତ୍ର ଗୋଗା ପାଶାର ମେକିଙ୍ଗ୍ ଭିଡିଓ ରିଲିଜ ହୋଇଛି । ଯେଉଁଥିରେ ଶାହାରୁଖ ଓ ସଲମାନ ଏକାଠି ସୁଟିଂ କରୁଥିବାର ନଜର ଆସୁଛନ୍ତି । ଏଥିରେ ଫିଲ୍ମର ନିର୍ଦ୍ଦେଶକ କବୀର ଖାନ୍ କହୁଛନ୍ତି ଏହି ଦୃଶ୍ୟ ଗୋଟେ ଦିନରେ ସୁଟିଂ କରାଯାଇଥିଲା । ସୂଚନା ଅନୁସାରେ , ଏହି ଫିଲ୍ମରେ ଶାହାରୁଖ ଯାଦୁଗର ଭୂମିକା ନିଭାଇଥିଲେ ।

ଦେଖନ୍ତୁ ଏହି ମେକିଙ୍ଗ୍ ଭିଡ଼ିଓ –