Browsing Category

ମନୋରଞ୍ଜନ

ସ୍ୱାମୀଙ୍କ ସହ ସୋ’ କୁ ଯିବାପାଇଁ ମନାକଲେ ଅନୁଷ୍କା ଶର୍ମା ! ଜାଣନ୍ତୁ କାହିଁକି ?

ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଟେଲିଭିଜନ ସୋ ‘କଫି ୱିଥ କରନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ବିବାହ ପରେ ଏହି ଯୋଡ଼ି ପ୍ରଥମ ଥର ପାଇଁ ଟେଲିଭିଜନ ସୋ’ରେ କଥାବାର୍ତ୍ତା ହେଉଥିବାର ନଜର ଆସିବେ । ଏହି ସୋ’ ଦ୍ୱାରା କରନଙ୍କ ସହିତ କଥା ହେଉଥିବା ସମୟରେ…
Read More...

ପ୍ରିୟାଙ୍କ ପ୍ରେମରେ ପୁରା ଦୁନିଆ! ଆଖି ମାରି ପାଲଟିଗଲେ ସେଲିବ୍ରିଟି, ଇଂଟରନେଟର ନୂଆ ସେନସେସନ୍

ଦୁଇ ଦିନ ମଧ୍ୟରେ ଇଂଟରନେଟରେ ଛାଇଯାଇଛନ୍ତି ମଲାୟାଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର । ଭାଲେଂଟାଇନ୍ ୱିକରେ ୧୮ ବର୍ଷୀୟା ପ୍ରିୟାଙ୍କ ଆଖି ମରା ଆନ୍ଦାଜରେ ଲକ୍ଷ ଲକ୍ଷ ଲୋକ ଦିୱାନା ହୋଇଯାଇଛନ୍ତି । ଗୋଟିଏ ଦିନରେ ପାଲଟି ଯାଇଛନ୍ତି ଦୁନିଆର ତୃତୀୟ ଲୋକପ୍ରିୟ ଇଂଷ୍ଟାଗ୍ରାମ୍ ସେଲେବ୍ରିଟି…
Read More...

ବଡ ପରଦାରେ ଦିବ୍ୟାଙ୍ଗ କଳାକାରଙ୍କ କମାଲ ! ଇଚ୍ଛାରାମ ଫାଉଣ୍ଡେସନ ପକ୍ଷରୁ ନିର୍ମିତ ଫିଲ୍ମ ‘ସପନ ଟିଏ’ରେ ନଜର…

ବଡ ପରଦାରେ ଦିବ୍ୟାଙ୍ଗ କଳାକାରଙ୍କ କମାଲ । ଇଚ୍ଛାରାମ ଫାଉଣ୍ଡେସନ ପକ୍ଷରୁ ନିର୍ମିତ ଫିଲ୍ମ ‘ସପନ ଟିଏ’ରେ ଦେଖିବାକୁ ମିଳିଛି ଏହି କଳାକାରଙ୍କୁ । ସିନେମାରପ୍ରମୁଖ ଭୂମିକାରେ ନଜର ଆସିଛନ୍ତି ୧୫ବର୍ଷୀୟ ବବଲୁଙ୍କୁ । ଅଭିନୟ ଜରିଆରେ ସେ ଲୋକଙ୍କ ହୃଦୟକୁ ଛୁଇଁଛନ୍ତି । ସେହିଭଳି ଆଉ ଜଣେ…
Read More...

ଖାଂଟି ଓଡିଆ ପ୍ରେମର ଧୁନ୍ । ଭାଲେଂଟାଇନ ଡେରେ ପ୍ରେମ କାହାଣୀ ‘ମଥାନେ ଡାକିଲା କାଉ’ ।

ସହରୀ ଝିଅ ଓ ଗାଉଁଲି ପୁଅର ପ୍ରେମ କାହାଣୀ । ଯାହା ଶଗଡ ଗାଡିରେ ବସିବାରୁ ଆରମ୍ଭ, ଯାହା ମାଟିର ବାସ୍ନା ସହ ଜଡିତ, ଯାହା ଷ୍ଟେସନରେ ବସି ପ୍ରେମିକାକୁ ଅପେକ୍ଷା କରିବା ଭଳି ଆନନ୍ଦ ଦିଏ । ବାସ୍ତବରେ କାହାଣୀଟି ଏକ ଗାଉଁଲି ପୁଅ ଏବଂ ସହରୀ ଝିଅକୁ ନେଇ ନିର୍ମାଣ କରାଯାଇଛି । ଯେଉଁଥିରେ ସହରର…
Read More...

ଆରମ୍ଭ ହେଲା ସିନେମା ‘ସୁଇ ଧାଗା’ର ସୁଟିଂ ! ଦେଖିବାକୁ ମିଳିବ ବରୁଣ ଏବଂ ଅନୁଷ୍କାଙ୍କ ଦେଶୀ ଅନ୍ଦାଜ୍ ବରୁଣ ଏବଂ…

ବରୁଣ ଏବଂ ଅନୁଷ୍କାଙ୍କର ଆଗାମୀ ସିନେମା ସୁଇ ଧାଗାର ପ୍ରଥମ ଲୁକ ସାମ୍ନାକୁ ଆସିଛି । ବରୁଣ ଧାୱନ ନିଜ ଟ୍ୱିଟର ଆକାଉଂଟରେ ସିନେମାର ପ୍ରଥମ ଲୁକ ସେୟାର କରିଛନ୍ତି । ଯେଉଁଥିରେ ସେ କ୍ୟାପ୍ସନ ଦେଇଛନ୍ତିଯେ “ମୌଜି ଏବଂ ମମତାଙ୍କୁ ଦେଖିବାକୁ ବାଇବେ ୧୮ ସେପ୍ଟେମ୍ବରରେ” । ସିନେମା ଶରତ…
Read More...

ମାତ୍ର ୨୬ ସେକେଣ୍ଡରେ ଆଖିରେ ଆଖିରେ ପୂରା ଦୁନିଆକୁ ଦିୱାନା କଲେ ଯୁବତୀ ! ଜାଣନ୍ତୁ ଏହି ରହସ୍ୟମୟୀ ଯୁବତୀ କିଏ

ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହୋଇଯାଇଛି । ଏପରି ସ୍ଥିତିରେ ସୋସିଆଲ ମିଡିଆରେ ୨୬ ସେକେଣ୍ଡର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । । ସ୍କୁଲରେ ସେମିନାରରେ ଏକ ଝିଅ ଖାସ ଅନ୍ଦାଜରେ ଆଖିରେ ଆଖିରେ ରୋମାନ୍ସ କରୁଥିବା ଏହି ଭିଡିଓରେ ନଜର ଆସିଛି । ଏହି ଭିଡିଓଟିକୁ ଯୁବ ପିଢି ଖୁବ ପସନ୍ଦ…
Read More...

ପରପାରିରେ ପାର୍ବତୀ ! ଓଡିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ, ପ୍ରଯୋଜିକା ପାର୍ବତୀ ଘୋଷ ଆଉ ନାହାନ୍ତି

କନକ ବ୍ୟୁରୋ: ଓଡିଆ ଚଳଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ, ପ୍ରଯୋଜିକା ପାର୍ବତୀ ଘୋଷ ଆଉ ନାହାନ୍ତି । ଗତକାଲି ରାତି ସାଢେ ୧୨ଟାରେ ତାଙ୍କର ପରଲୋକ ହୋଇଛି । ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଂଚଳରେ ରହୁଥିବା ପାର୍ବତୀ ଘୋଷ ଗତରାତିରେ ହଠାତ୍ ଅସୁସ୍ଥ ହୋଇପଡିବାରୁ ନିକଟସ୍ଥ ହସ୍ପିଟାଲକୁ…
Read More...

ଗୋଟିଏ ଦିନରେ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କର ରିଲିଜ ହେବ ଦୁଇଟି ଫିଲ୍ମ ! ସାମ୍ନାକୁ ଆସିଲା ରଜନୀଙ୍କ ଅପକମିଙ୍ଗ…

ଅଭିନେତା ତଥା ପ୍ରଯୋଜକ ଧନୁଷ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘କାଲା’ର ଏକ ନୂଆ ପୋଷ୍ଟର ରିଲିଜ କରିଛନ୍ତି । ଧନୁଷ ନିଜର ଅଫିସିଆଲ ଇଂଷ୍ଟଗ୍ରାମରେ ଫଟୋଟି ସେୟାର କରିଛନ୍ତି । ତା’ସହ ଏହି ଫିଲ୍ମଟି ଏପ୍ରିଲ ୨୭ ତାରିଖରେ ରିଲିଜ ହେବ ବୋଲି ଘୋଷଣା କରିଛନ୍ତି । ଏହା ପୂର୍ବରୁ…
Read More...

ଅଜୟ ଦେବଗନଙ୍କ ‘ରେଡ୍’ ସମୟରେ ଜବତ କଲେ ୪୨୦ କୋଟି ଟଙ୍କା । ଜାଣନ୍ତୁ ପୂରା ମାମଲା

ବଲିଉଡର ପ୍ରତିଭାବାନ୍ ଅଭିନେତା ଅଜୟ ଦେବଗନ୍ ଏବେ ଏକ ନୂଆ ସିନେମାରେ ଆସୁଛନ୍ତି । ଏହା ହେଲା ‘ ରେଡ୍’ । ଏଥିରେ ଅଜୟ ଦେବଗନଙ୍କ ବିପକ୍ଷରେ ନଜର ଆସିବେ ଇଲିଆନା ଡିକ୍ରୁଜ୍ । ଏହା ଏହି ଯୋଡିଙ୍କର ଦ୍ୱିତୀୟ ସିନେମା। ‘ରେଡ୍’ର କଥାବସ୍ତୁ ଉତ୍ତର ପ୍ରଦେଶରେ ଲକ୍ଷ୍ନୌଠାରେ ୧୯୮୧ ମସିହାରେ…
Read More...

ଅଲଗା ହୋଇ ବି ଅଲଗା ନୁହଁନ୍ତି ! ଜାଣନ୍ତୁ ବଲିଉଡର ଏଭଳି କିଛି ଯୋଡିଙ୍କ ବିଷୟରେ ଯେଉଁମାନେ କି ବିଚ୍ଛେଦ ହେବା ପରେ ବି…

ବଲିଉଡରେ ଆଫେଆର୍,ଡେଟ୍ ଓ ବ୍ରେକଅପ୍ କୁ ନେଇ ଅନେକ ସମୟରେ ନାନା କଥା ଶୁଣିବାକୁ ମିଳେ । ହେଲେ ଏମିତି କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନେ ବ୍ରେକଅପ୍ ପରେ ମଧ୍ୟ ପୂର୍ବ ପ୍ରେମିକ ବା ପ୍ରେମିକ ବା ସ୍ୱାମୀ -ସ୍ତ୍ରୀଙ୍କ ସହିତ ବନ୍ଧୁତ୍ୱ ରକ୍ଷା କରୁଛନ୍ତି । ରଣବୀର ସିଂହ ଓ ଅନୁଷ୍କା…
Read More...